Odisha News Portal

ଘରର ମୁଖ୍ୟ ଦ୍ଵାର ସାମ୍ନାରେ ରଖନ୍ତୁ ନାହିଁ ଏହି ଜିନିଷ ନଚେତ୍ ହୋଇପାରନ୍ତି ଆର୍ଥିକ ସଙ୍କଟର ବଶବର୍ତ୍ତୀ…,.

0 14

ଆଜି ଆମେ ଆପଣ ମାନଙ୍କୁ କହିବୁ କି ମୁଖ୍ୟ ଦ୍ୱାର ନିକଟରେ କେଉଁ ଜିନିଷ ରଖିଲେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି । କାରଣ ମାତା ଲକ୍ଷ୍ମୀ ଘରେ ନରହିଲେ ଘର ମଧ୍ୟରେ ଚିନ୍ତା ବଡିଥାଏ । ସେହି ଘରେ ସର୍ବଦା ସମସ୍ୟା ଲାଗି ରହିଥାଏ । ଟଙ୍କା ପଇସାର ଅଭାବ ସର୍ବଦା ଦେଖାଦେଇଥାଏ । ଘରର ମୁଖ୍ୟ ଦ୍ୱାର ଏକ ପ୍ରମୁଖ ସ୍ଥାନ ହୋଇଥାଏ ସହି ଦ୍ୱାର ଦେଇ ଘରକୁ ଶୁଭ ଏବଂ ଅଶୁଭ ଶକ୍ତି ମାନେ ପ୍ରବେଶ କରିଥାନ୍ତି । ଏମିତିରେ ଯଦି ଘରର ମୁଖ୍ୟ ଦ୍ୱାରରେ ଏପରି କିଛି ଜିନିଷ ରହିଥାଏ ତେବେ ତାହା ଘରର ମୁଖ୍ୟ ଦ୍ୱାରକୁ ପ୍ରଭାବିତ କରିଥାଏ ।

ଏହା ସହିତ ନକରାତ୍ମକ ଶକ୍ତି ଗୁଡିକ ଘର ମଧ୍ୟକୁ ପ୍ରବେଶ କରିଥାଏ ଯାହା ଦ୍ୱାରା ଘର ମଧ୍ୟରେ ଅଶାନ୍ତି ଲାଗି ରହିଥାଏ । ସେହି ଘରେ ସୁଖ ଶାନ୍ତିର ହାନି ହୋଇଥାଏ , ଘରର ଲୋକ ବିଭିନ୍ନ ପ୍ରକାର ଚିନ୍ତାରେ ରହିଥାନ୍ତି । ତେଣୁକରି ଘରର ମୁଖ୍ୟ ଦ୍ୱାରର ବାସ୍ତୁ ଉପରେ ସର୍ବଦା ଦୃଷ୍ଟି ଦେବା ମୁଖ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କମ ଅଟେ ସେହି ଜିନିଷ ଗୁଡିକ ।

ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ପରିଷ୍କାର ରଖିବା ଉଚିତ ହୋଇଥାଏ । ଏହା ଦ୍ୱାରା ଘରକୁ ସର୍ବଦା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହା ଦ୍ୱରା ଘରକୁ ମାତା ଲକ୍ଷ୍ମୀଙ୍କର ମଧ୍ୟ ଆଗମନ ହୋଇଥାଏ । ଅନେକ ଲୋକମାନେ ଘରର ମୁଖ୍ୟ ଦ୍ୱାରରେ ଗଛ ଲଗାଇ ଦେଇଥାନ୍ତି ୟାହା ଦ୍ୱାରା ଏହାର ଛାଇ ଘର ଉପରେ ପଡିଥାଏ ମାତ୍ର ଏପରି ପଡିବା ଅଶୁଭ ହୋିଥାଏ ।

ଏମିତି କିଛି ଲୋକମାନେ ରହିଛନ୍ତି ଯେଉଁମାନେ କି ଘରର ମୁଖ୍ୟ ଦ୍ୱାରରେ ଚପଲ ରଖିଦେଇଥାନ୍ତି । ଏହା ସହିତ ଡଷ୍ଟବିନ ବା ଅଳିଆ ଆବର୍ଜନା କରି ରଖିଥାନ୍ତି । ଯାହାକି ବହୁତ ଖରାପ ହୋଇଥାଏ ଏବଂ ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଗମନ ହୋଇନଥାଏ ।

ଏହି ଧରେ ସର୍ବଦା ଅଶୁଭ ଶକ୍ତିର ପ୍ରଭାବ ଲାଗିରହିଥାଏ ଏବଂ ନକରାତ୍ମକତା ସର୍ବଦା ଘରେ ରହିଥାଏ । ତେଣୁ ଆପଣ ମାନେ ସର୍ବଦା ଘରର ମୁଖ୍ୟ ଦ୍ୱାରକୁ ବା ସାମ୍ନାପଟକୁ ପରିଷ୍କାର ରଖିବା ଉଚିତ । ଏହା ସହିତ ଆପଣ ମାନେ ସ୍ନାନ ସାରିବା ପରେ ମୁଖ୍ୟ ଦ୍ୱାର ନିକଟରେ ଗଙ୍ଗା ଜଲ ପକେଇବା ଉଚିତ । ଯାହା ଦ୍ୱାରା କି ମାତା ଲକ୍ଷ୍ମୀ ଆପଣଙ୍କର ଘରକୁ ପ୍ରବେଶ କରିଥାନ୍ତି । ଏହା ସହ ଆପଣଙ୍କର ଉପରେ ମଧ୍ୟ ପ୍ରସନ୍ନ ରହିଥାନ୍ତି ।

ଘରର ମୁଖ୍ୟ ଦ୍ୱାରରେ ଯଦି ଜୋତା ବା ଚପଲ ଷ୍ଟାଣ୍ଡ ରଖିଛନ୍ତି ତେବେ ତାହାକୁ ଘୋଡାଇ ରଖନ୍ତି । ଘରର ମୁଖ୍ୟ ଦ୍ୱାରୁ ଫୁଲ ମାଳରେ ସଜାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଧରକୁ ସକରାତ୍ମକ ଶକ୍ତି ପ୍ରଭାବ କରିଥାଏ । ଘରେ କେବେବି ଧନର ଅଭାବ ଦେଖାଦିଏ ନାହିଁ ସର୍ବଦା ଖୁସିର ଲହରୀ ଦୋଖାଦିଏ । ଖରାପ ଚିନ୍ତା ବା ଭାବନା ମନ ବିତରକୁ ଆସିନଥାଏ । ଧରେ ସମସ୍ତଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।