Odisha News Portal

ଘରକୁ ପ୍ଲାଷ୍ଟିକ ଫୁଲରେ ସଯାଉଥିଲେ ସାବଧାନ ! ଘରକୁ ଦୁଃଖ ଓ ଅଶାନ୍ତି ମାଡି ଆସିବ ।

0 4

ସମସ୍ତେ ନିଜ ଘର କୁ ସୁନ୍ଦର ଭାବରେ ସଜାଇବା ପାଇିଁ ଅନେକ ପ୍ରକାର ଆଧୁନିକରଣ ର ଜିନିଷ ବ୍ୟବହାର କରିଥାନ୍ତି , ଫୋଟ ଠାରୁ ଆରମ୍ଭ କରି ଫୁଲ ପର୍ଯ୍ୟନ୍ତ ବ୍ୟବହାର କରି ଘରକୁ ସଜାଇଥାନ୍ତି , କାରଣ ଘର ଦ୍ବାରା ସଫା ସୁତୁରା ରଖିଲେ ମାତା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ ଏବଂ ଘରୁ ନକରାତ୍ମକ ଉର୍ଜ୍ଜା ନଷ୍ଟ ହୋଇଥାଏ । ସମସ୍ତେ ଘରକୁ ସୁନ୍ଦର ଭାବରେ ସଜାଇବା ପାଇିଁ ଅଧିକାଂଶ ସମୟ ଫୁଲ ର ବ୍ୟବହାର କରିଥାନ୍ତି । ଅନେକ ପ୍ଲାଷ୍ଟିକ ଫୁଲର ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ମାନେ ଜାଣିନ୍ତି କି ପ୍ଲାଷ୍ଟିକ ଫୁଲ ବ୍ୟବହାର କରିବା ଦ୍ବାରା ଆମକୁ କଣ କ୍ଷତି ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ଲାଷ୍ଟିକ ଫୁଲର ବ୍ୟବହାର କରିବା ଦ୍ବାରା ଘରେ ହୋଇଥାଏ ଅଭାବ ଏବଂ ବର୍ବାଦି । ଯଦି ଆପଣ ଘରେ ପ୍ଲାଷ୍ଟିକ ଫୁଲ ରଖିଛନ୍ତି ତେବେ ଘରକୁ ନକରାତ୍ମକ ଉର୍ଜ୍ଜା ପ୍ରବେଶ କରିବ ଏବଂ ଘରେ ସୁଖ ଶାନ୍ତି ସମୃୃଦ୍ଧି ନଷ୍ଟ ହୋଇଯିବ , ପରିବାର ମଧ୍ୟରେ ଅଶାନ୍ତି ଭରି ରହିବ , ପରିବାର କୌଣସି ସଦସ୍ୟ ରୋଗରେ ପିଡିତ ହୋଇପାରନ୍ତି । ଏହି ସବୁ ପ୍ରକାରର ସାମଗ୍ରୀ କୁ ରଖିବା ଦ୍ୱାରା ଘରର ଖୁସି ସଂମ୍ପର୍ଣ୍ଣ ଭାବେ ନଷ୍ଟ ହୋଇ ଥାଏ ।


ଘରେ ଏହି ଫୁଲ ରଖିଲେ ଘରେ ନିଜ ଲୋକ ମାନଙ୍କ ମଧ୍ୟରେ ମନ ମନାନ୍ତର ରହିଥାଏ , ଯଦି ଆପଣ ଘରୁ ବାହାରିବା ସମୟରେ ସେହି ପ୍ଲାଷ୍ଟିକ ଫୁଲ କୁ ଦଖିଯାଆନ୍ତି ତେବେ ଆପଣ ଙ୍କର କାର୍ଯ୍ୟରେ ବାଧାସୃଷ୍ଟି ହୋଇପାରେ । ଏହା ସହିତ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିବ ନାହିଁ ସର୍ବଦା ଅଶାନ୍ତି ଭରି ରହିବ , ତେଣୁ ଆପଣ ଘରେ କେବେ ପ୍ଲାଷ୍ଟିକ ଫୁଲ ରଖନ୍ତୁ ନାହିଁ କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ରଖିବା ଦ୍ବାରା ଏହି ସବୁ ସମସ୍ୟା ଦେଖାଦିଏ ।

ବେଳବେଳେ କିଛି ଲୋକ ମାନେ ସୁଖିଲା ଫୁଲ ଘରେ ରଖିଥାନ୍ତି ତେବେ ଏହା ମଧ୍ୟ ରଖିବା ଉଚିତ୍ ନୁହେଁ ଘରେ ସର୍ବଦା ସତେଜ୍ ଫୁଲ ରଖିବା ଦ୍ବାରା ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ । ତେଣୁ ଆପଣ ଫୁଲ ଘରେ ରଖିଛନ୍ତି ତେବେ ଆଜି ହିଁ ବାହାର କରନ୍ତୁ ଏବଂ ଅନ୍ୟ ମାନଙ୍କୁ ଏହାର ଉପଦେଶନ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।