Odisha News Portal

ଦେଖନ୍ତୁ Live ଭିଡିଓ – ଘରୁ ପଳାଇ ଯାଇ ମନ୍ଦିର ରେ ବିବାହ କଲେ ପ୍ରେମୀ ଯୁଗଳ ଭିଡ଼ିଓ ଯାହାକି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି……

ପ୍ରେମ ଏହା ଏକ ପହିବତ୍ର ଶବ୍ଦ କହିବାକୁ ଗଲେ କେବଳ ଶବ୍ଦ ନୁହେଁ ଏହା ଏକ ପବିତ୍ର ବନ୍ଧନ ମଧ୍ୟ । ମାତ୍ର ପ୍ରେମ ସମ୍ପର୍କ କୁ ଆଜିର ଯୁବ ପୀଢ଼ି ପୁରା କଳୁଷିତ କରି ସାରିଲେଣି , ପ୍ରେମ ମାନେ କିଛି ବୁଝନ୍ତି ନାହିଁ ଏହି ଯୁବ ସମାଜ। ଆଜିର ଆଧୁନିକ ଯୁଗରେ ନିଜକୁ ସ୍ମାର୍ଟ ଭାବି ପ୍ରେମ କୁ ଏକ ଲୋକ ଦୃଶିଆ କରି ସାରିଲେଣି । ଅନେକ ପିଲା ମାନେ ଯାହାକୁ ପ୍ରେମ କରୁଛନ୍ତି ତାହାକୁ ନିଜ ସବୁକିଛି ବୋଲି ମାନୁଛନ୍ତି ଏବଂ ସିଏ ଯଦି ତାଙ୍କୁ ଧୋକା ଦେଉଛି କିମ୍ବା ତାଙ୍କୁ ଛାଡି ଆଉ କାହାକୁ ଭଲ ପାଉଛି ତେବେ ଏମାନେ ତାହାକୁ ସହି ନ ପାରି ନିଜର ଜୀବନ ହାରି ଦେଉଛନ୍ତି,

ସେମାନଙ୍କ ପାଇଁ ସେମାନଙ୍କ ପ୍ରେମ ଆଗରେ ବାପା ମାଆ ମାନଙ୍କ ପ୍ରେମ ବି ତୁଚ୍ଛ ହୋଇ ଯାଉଛି । । ପ୍ରେମ ପବିତ୍ର ବନ୍ଧନ ଅଟେ , ଏହା ଦ୍ୱାରା ଦୁଇ ଆତ୍ମାର ମିଳନ ହୋଇଥାଏ । ପ୍ରେମ କରିବା ଭୁଲ ନୁହେଁ ମାତ୍ର ଏହାର ଉପଯୁକ୍ତ ବୟସ ସୀମା ରହିଅଛି , ସମସ୍ତେ ଦେଖିକରି , ଭାବିଚିନ୍ତି ପ୍ରେମ କରିବା ଉଚିତ ।

ଆଜିକା ସମୟରେ ପ୍ରେମ ଏକ ସୋସିଆଲ ଟ୍ରେଣ୍ଡ ହୋଇଗଲାଣି । ଏବେକାର ସେସିଆଲ ମିଡିଆ ଯୁଗରେ ଏହି ପାଗଳ ପ୍ରେମୀ ଯୁଗଳ ମାନେ ସୋସିଆଲ ମିଡିଆର ଏପରି ବ୍ୟବହାର କରୁଛନ୍ତି କି ସେମାନେ ଲଜ୍ଜିତ ହେବା ସହିତ ସମାଜକୁ ମଧ୍ୟ କଳଙ୍କିତ କରିବାରେ ଲାଗିଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖାଯାଉଛି କି ଦୁଇ ପ୍ରେମୀ ଯୁଗଳ ମାନେ ଏକ ମନ୍ଦିର ସାମ୍ନାରେ ବିବାହ କରିବାର ଦୃଶ୍ୟ । ଯାହାକି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ସେହି ଭିଡିଓ ରେ ଦେଖିବାକୁ ମିଳି ଥିଲା କି ଗୋଟେ ମନ୍ଦିର ରେ ପୁଅ ଝିଅ ପରସ୍ପର କୁ ଫୁଲ ମାଲ ପିନ୍ଧଉ ଛନ୍ତି,ଆଉ ସିନ୍ଦୁର ପିନ୍ଧୁଛନ୍ତି। ତେବେ ଭିଡିଓ ରୁ ଜଣା ପଡୁଛି , ସେମାନେ ବୋଧେ ଘଟୁ ଲୁଚି କରି ପୋଲାଇ ଆସିଛନ୍ତି, ପ୍ରେମ କରିବା ଠିକ ମାତ୍ର ଥରେ ଭାବନ୍ତୁ ଏହି ବୟସରେ ଝିଅ ମଥାରେ ସିନ୍ଦୂର ମାରି ବିବାହ କରିବା କେତେ ମାତ୍ରାରେ ଠିକ ତାହା ପୁଣି ସୋସିଆଲ ମିଡ଼ିଆ ରେ ଲାଇଭ ଭିଡ଼ିଓ କରି ।

 ହୁଏତ ସେମାନେ ନିଜର ସହମତିରେ ବିବାହ କରୁଛନ୍ତି ମାତ୍ର ଏପରି କରିବା ଆଦୌ ଠିକ ନୁହେଁ । ବିବାହ ଏକ ପବିତ୍ର ବନ୍ଧନ ଅଟେ , ମାତ୍ର ବିବାହ କରିବାର ଠିକ ସମୟ ସୀମା ରହିଛି ଏପରି ବୟସ ନହେଇ ବିବାହ କରିବା ଏହା ଆଇନ ସମ୍ମତ ଗ୍ରଣ ମଧ୍ୟ ହୋଇନଥାଏ ।

ଏହା ସହ ପିତା ମାତା ଙ୍କର ବିନା ଅନୁପସ୍ଥିତିରେ ଏପରି ଏକ କାର୍ଯ୍ୟ ଆଦୌ ଠିକ ନୁହେଁ । ପ୍ରେମ କରିବା ଠିକ ଆଉ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହେବା ମଧ୍ୟ ଠିକ ମାତ୍ର ଆଇନ ସମ୍ମତ ହେବା ଆବଶ୍ୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।