ପ୍ରଥମ ଥର ୟୁଟୁବ ରେ ଓଡ଼ିଆ ଫିଲ୍ମ ରୁଦ୍ରାଣୀ Rudrani Title Song… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲାକ ଦେଖି ସାରିଲେଣି….

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଏକ ନୂଆ ଫ୍ଲିମ “ରୁଦ୍ରାଣୀ ” | ଆଉ ଯାହା ଜଣା ପଡିଛି କି ଏହି ଫ୍ଲିମ ଟି ସମସ୍ତଙ୍କୁ ବେଶ ପସନ୍ଦ ଆଣିବା ସହିତ ଦର୍ଶକ ମାନଙ୍କର ହୃଦୟକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି | ଆଉ ଯାହା ଜଣା ପଡିଛି କି ସେହି ଫ୍ଲିମ ର ଏକ ନୂଆ ଗୀତ ଟି ପ୍ରକାଶ ପାଇବାରେ ଲାଗିଛି |ଆଉ ଯେଉଁଠି ଝିଲ୍ଲିକ ଙ୍କ ସହିତ ସୁଭାଶିଷ ମଧ୍ୟ ତାଙ୍କର ଡାନ୍ସ ର କମାଲ ଦେଖାଇ ସମସ୍ତଙ୍କର ହୃଦୟକୁ ବେଶ ଆକୃଷ୍ଟ ମଧ୍ୟ କରାଉଥିବାର ଦେଖିବାକୁ ମିଳିଛି | ଆଉ ସେମାନଙ୍କର ଯୋଡ଼ି କୁ ମଧ୍ୟ ଦର୍ଶକ ମାନେ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ଫେମସ କଳାକାର ସମସ୍ତଙ୍କର ଅତି ପ୍ରିୟର ଚୁଳ ବୁଲି ନାୟିକା ଝିଲ୍ଲୀକ ଓ ତାଙ୍କ ସହିତ ସୁଭାଶିଷ ଙ୍କର ଡାନ୍ସ ର କମାଲ | ଆଉ ଯେଉଁଠି “ରୁଦ୍ରାଣୀ ” ଫ୍ଲିମ ରୁ ଏହି ଗୀତ ଟି ଆସିଛି | ଆଉ ସେହି ସମସ୍ତଙ୍କର ପ୍ରିୟ ଦମଦାର ଗୀତ ଟିର ନାଁ ହେଉଛି “ମଜନୁ ଅଟୋଵାଲା “| ଆଉ ଫ୍ଲିମ ଟି ଯେତିକି ସୁନ୍ଦର ହୋଇଛି ସେହି ଅନୁସାରେ ଫ୍ଲିମ ର ଗୀତ ଗୁଡିକ ମଧ୍ୟ ବେଶ ଭଲ ହେବା ସହିତ ତାହା ସମସ୍ତଙ୍କର ହୃଦୟକୁ ମଧ୍ୟ ବେଶ ଆକୃଷ୍ଟ କରେଇଥିବାର ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ |

ଆଉ ଯାହା କୁହାଯାଉଛି କି ଏହି “ରୁଦ୍ରାଣୀ ” ଫ୍ଲିମ ରେ ମୁଖ୍ୟ ଭୂମିକା ରେ ଅଭିନୟ କରିବାକୁ ଲାଗିଛନ୍ତି ଝିଲ୍ଲୀକ | ଆଉ ବର୍ତ୍ତମାନ ଝିଲ୍ଲୀକ ଙ୍କର ଏହି ଡାନ୍ସ ର କମାଲ କୁ ଓଡିଶା ର ସମସ୍ତ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛି |ଆଉ ଯାହା କୁହାଯାଉଛି କି ଏହି ଫ୍ଲିମ ରେ ଡ଼ାଇରେକ୍ଟ ର ଭାବରେ ଅଭିନୟ କରିବାକୁ ଲାଗିଛନ୍ତି ମୁରଲୀ କ୍ରିଷ୍ଣା, ଆଉ ଡି ଓ ପି ଭାବରେ ଅଛନ୍ତି ଈଶ୍ୱର ବାରିକ |,ଆଉ ଲିରିକ୍ସ ଦେଇଛନ୍ତି ନିର୍ମଳ ନାୟକ |

ତେବେ ଭାଇରାଲ ହେଉଥିବା ଝିଲ୍ଲୀକ ଆଉ ସୁଭାଶିଷ ଙ୍କର ଏହି ଗୀତ ମଜନୁ ଅଟୋଵାଲା ଗୀତ ଟିରେ ମଣ୍ଟୁ ବେଶ ସୁନ୍ଦର ଭାବରେ ଏକ ନର୍ମାଲ ପୁଅ ଆଉ ଯିଏ କି ଅଟୋ ଚୋଳଉଥିବାର ଅଭିନୟ କରିଛନ୍ତି | ଆଉ ଝିଲ୍ଲୀକ ଆଉ ମଣ୍ଟୁ ଙ୍କର ଏହିଭଳି ଏକ ନୂଆ ଶୌଳି ର ଗୀତ ଆଉ ଡାନ୍ସ ସମସ୍ତଙ୍କର ହୃଦୟକୁ ଛୁଇଁଛି | ଆଉ ଏହି ଗୀତ ଟି ସମସ୍ତ ଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment