Odisha News Portal

କେବେବି ଏହିଦିନ ଧୁଅନ୍ତୁ ନାହିଁ ଘର ନହେଲେ ଘରୁ ମା ଲଷ୍ମୀ ରାଗିକି ପଳେଇବେ ! ଆପଣ ଏହି ଭୁଲ କରୁଛନ୍ତି କି ?

ଆଜି ଆମେ ଆପଣଙ୍କୁ କହିବୁ କେଉଂ ଦିନ ଘର ଧୋଇଲେ ଘରୁ ଲକ୍ଷ୍ମୀ ସବୁ ଦିନ ପାଇଁ ପଳେଇ ଯାଇଥାନ୍ତି ।କଥାରେ ସ୍ବଚ୍ଛତା ହିଁ ଭଗବାନ । ଏଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତୁରା ରହିବା ପାଇଁ ପରାମର୍ଶ ଦିଆ ଯାଇଛି ।ନିଜକୁ ପରିସ୍କାର ରଖିବା ସହ ନିଜ ପରିବେଶକୁ ମଧ୍ୟ ସର୍ବଦା ପରିସ୍କାର ପରିଚ୍ଛନ୍ନ ରଖିବା ଉଚିତ, ଏହା ଦ୍ବାରା ସେହି ବ୍ୟକ୍ତି ସବୁବେଳେ ସୁଖ ଏବଂ ସମୃଦ୍ଧି ପ୍ରାପ୍ତ କରିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ଦିନ ଘର ଧୋଇଲେ କଣ ସବୁ କ୍ଷତି ତହୋଇଥାଏ ।

1.ପ୍ରଥମ କଥା ହେଉଛି ଦିନ 12 ଟା ପରେ ଘର ଧୋଆପୋଛା କରିବା ଉଚିତ ନୁହେଁ । ଏମିତି କରିବା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧ କରିଥାନ୍ତି । କାରଣ ପ୍ରାତଃ କାଳ ହେଉଛି ଦେବୀ ମାଁ ଲକ୍ଷ୍ମୀଙ୍କର ଆଗମନ ର ସମୟ । ତେଣୁ ସେହି ସମୟରେ ଘର ଧୋଇବା ଉଚିତ୍ ନୁହେଁ ବୋଲି ଶାସ୍ତ୍ରରେ କୁହା ଯାଇଛି ।

2. କେବେ ହେଲେ ଗୁରୁବାର ଦିନ ଘର ଧୋଆ ପୋଛା କରନ୍ତୁ ନାହିଁ । ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ହିଁ ଘର ଧୋଇବା ଶୁଭ ମାନା ଯାଇ ଥାଏ । କିନ୍ତୁ ଏମିତି ନ କରି ଗୁରୁବାର ଦିନ ଘର ଧୋଇଲେ ଗୁରୁ ଗ୍ରହ ଶନି ଦେବ ଏବଂ ମାତା ଲକ୍ଷ୍ମୀ ରୁଷ୍ଠ ହେବେ ବୋଲି କୁହା ଯାଇଛି ।

3. ତେବେ ଘର ଧୋଆ ପୋଛା କରୁ ଥିଲେ ଗୋଟିଏ କଥା କୁ ସବୁ ବେଳେ ଧ୍ୟାନ ଦେବ ଆବଶ୍ୟକ ଯେ ଖାଲି ପାଣି ରେ କେବେ ଘ ଧୁଅନ୍ତୁ ନାହିଁ । ବରଂ ସେହି ପାଣି ରେ ନିମ୍ବ ପତ୍ର ପକାଇ ସଂମ୍ପୂର୍ଣ୍ଣ ଘର ଟିକୁ ଭଲ ଭାବରେ ଧୁଅନ୍ତୁ । ପ୍ରଥମେ ନିମ୍ବ ପତ୍ରକୁ ଏକ ପାତ୍ର ରେ ରଖି ଗରମ କରି ନିଅନ୍ତୁ ଏବଂ ଏହା ଯେତେବେଳେ ଫୁଟିବାକୁ ଲାଗିବ ସେତେବେଳେ ଏହି ପାଣିକୁ ଆଣି ଘର ପୋଛା ପାଇଁ ଯେଉଁ ଖାଲି ପାଣି ନେଇଥିଲେ ସେଥିରେ ପକାଇ ଦିଅନ୍ତୁ ଏବଂ ଘର ପୋଛନ୍ତୁ । ଏମିତି କରିବା ଦ୍ବାରା ଘରେ ଲକ୍ଷ୍ମୀ ନିବାସ କରିବେ ଏବଂ ରୋଗ ବ୍ୟାଧ୍ ମଧ୍ୟ ଆସିବ ନାହିଁ । ଏହା ସହିତ ଘରୁ ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ସବୁ ଦିନ ପାଇଁ ଘରୁ ପାଲାଇବେ ।

4. ଆଉ ଗୋଟିଏ୍ କଥା ମନେ ରଖନ୍ତୁ ବେଳେ ବେଳେ ଘର ପୋଛୁଥିବା ବେଳେ ସେହି ପାଣିରେ ଲୁଣ ପାକାଇ ଧୁଅନ୍ତୁ । କାହିଁକି ନାଁ ଲୁଣର ସମ୍ବନ୍ଧ କୁବେର ଏବଂ ମାତା ଲକ୍ଷ୍ମୀଙ୍କ ସହିତ ରହିଛି । ଏହା କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇ ଥାଏ । ତେଣୁ ସପ୍ତାହରେ ଥରେ ଘର ପୋଛିବା ସମୟରେ ସେଥିରେ ଅଳ୍ପ ଟିକିଏ ଲୁଣ ପକାଇ ନିଶ୍ଚୟ ଥରେ ଘର ପୋଛନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।