“ଭିଡ଼ିଓ Call କରି ସାର୍ଟ ଓ ପ୍ୟାଣ୍ଟ ଖୋଲିବାକୁ କହିଲା..ଫଟୋ ଓ ଭିଡ଼ିଓ ଭାଇରାଲ କରିଦେବାକୁ ଧମକ ଦେଲା”… ଏ ନେଇ କଣ କହୁଛନ୍ତି ଏହୁ ଯୁବକ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଅପରାଧ ମୂଳକ ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏମିତି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ତାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ସେହିଭଳି ଏକ ଘଟଣା ଘଟିଛି | ଆଉ ଯେଉଁଠି ଝିଅ ଜଣଙ୍କ ଉଲଗ୍ନ ହୋଇ ଭିଡିଓ କୋଲ କରିଥିଲେ ଯୁବକଙ୍କୁ ତାଙ୍କର ନମ୍ବର ନେଇକି |ଆଉ ଯୁବକ ଙ୍କୁ ଏମିତି କିଛି କହିବା ସହିତ ଟଙ୍କା ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ, ଆଉ ତାହା ନ ହେଲେ ତାଙ୍କର ସମସ୍ତ ଭିଡିଓ କୁ ଭାଇରାଲ କରେଇ ଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି ଯୁବତୀ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି ଯୁବକ ଜଣଙ୍କ ପାଖକୁ ପ୍ରଥମେ ଆନ ନନ ନମ୍ବର ରୁ ମେସେଜ ଆସିଥିଲା ଆଉ ଫ୍ରେଣ୍ଡ ରିକୁଏଷ୍ଟ ମଧ୍ୟ ଆସିଥିଲା ଆଉ ଯାହାକୁ ଏସେପ୍ଟ କରିଥିଲେ ଯୁବକ ଜଣଙ୍କ | ଆଉ ଯାହା ଜଣା ପଡିଛି କି ଯୁବତୀ ଜଣଙ୍କ ତାଙ୍କୁ ମେସେଞ୍ଜର ରେ ମେସେଜ କରିବାକୁ ଲାଗିଛନ୍ତି |ଆଉ ଯାହା ଜଣା ପଡିଛି କି ବିପିନ ମଲ୍ଲିକ ନାମକ ଯୁବକ ଙ୍କୁ ଯୁବତୀ ଜଣଙ୍କ ରାତି 11:30 ସମୟରେ ଭିଡିଓ କୋଲିଙ୍ଗ କରିବାକୁ ଲାଗିଥିଲେ ଯୁବତୀ ଜଣଙ୍କ ହଠାତ | ଆଉ ଭିଡିଓ କୋଲିଙ୍ଗ ରେ ଦେଖିବାକୁ ମିଳିଥିଲା କି ମହିଳା ଜଣଙ୍କ ଉଲଗ୍ନ ହେଇକି ଭିଡିଓ କୋଲ ରେ ଅଛନ୍ତି |

ଆଉ ଯୁବତୀ ଜଣଙ୍କ ବିପିନ ଙ୍କୁ ପ୍ୟାଣ୍ଟ ଓ ସାର୍ଟ ଖୋଲିବାକୁ ମଧ୍ୟ କହିଥିଲେ | କିନ୍ତୁ ଯୁବକ ଜଣଙ୍କ ତାହା କରି ନ ଥିଲେ | ଆଉ ଯାହା ଜଣା ପଡିଛି କି ଯୁବକ ଜଣ ଙ୍କ ଫୋନ ରିସିଭ କରିବା ମାତ୍ରକେ ତାଙ୍କର ଭିଡିଓ କୁ ରଖି ଦେଇଥିଲେ ଯୁବତୀ ଜଣଙ୍କ | ଆଉ ଯୁବକ ଜଣ ଙ୍କୁ ଏହି ଭିଡିଓ ଟିକୁ ପଠାଇ ଥିଲେ ଆଉ ଯୁବକ ପାଖରୁ ଟଙ୍କା ନେବା ପାଇଁ ମଧ୍ୟ କହିଥିଲେ | ଆଉ ଯଦି ଟଙ୍କା ନ ଦିଏ ତାହେଲେ ମହିଳା ଜଣଙ୍କର ଫୋଟ ଆଉ ଭିଡ଼ିଅକୁ ଫେସବୁକ, ଇନଷ୍ଟା ଆଦିରେ ଭାଇରାଲ କରେଇ ଦେବେ ବୋଲି ମଧ୍ୟ କହିଛନ୍ତି ଯୁବତୀ ଜଣଙ୍କ |

ତାହା ପରେ ପୋଲିସ ବୋଲି କହିକି ଟଙ୍କା ଦେବା ପାଇଁ ଡିମାଣ୍ଡ କରିଥିଲେ ପୋଲିସ ଜଣଙ୍କ, ଆଉ ତାହା ନ ହେଲେ ଆରେଷ୍ଟ କରିବେ ବୋଲି ମଧ୍ୟ କହିଥିଲେ | ଆଉ ଯାହା ଫଳରେ ଯୁବକ ଜଣଙ୍କ ଡରି ଯାଇ 71 ହଜାର ଟଙ୍କା ପଠାଇ ଦେଇଥିଲେ | ଆଉ ଏବେ ସାଇବର ଥାନା ରେ ଯାଇକି ଯୁବତୀ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଯୁବକ ଜଣଙ୍କ | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment