ସ୍ବାମୀ ଆଗରେ ଅର୍ଚ୍ଚନା ଅତିଥି ସହ କରୁଥିଲେ ଆଖିରେ ଆଖିରେ ଖେଳ… ଆଉ ଵାୟା ହେଇଯାଉଥିଲେ ଗେଷ୍ଟ, ଦେଖନ୍ତୁ Video

ତେବେ ସୁନ୍ଦରୀ ଅର୍ଚନା ଙ୍କ ର ମାୟାଜାଲ ଥିଲା ଟିକିଏ ନିଆରା ଆଉ ଯେଉଁଠି ଜଣା ପଡିଥିଲା କି ନିଜ ଆଖିରେ ସମସ୍ତଙ୍କୁ ଯାଦୁ କରିକି ଫୋସାଉଥିଲେ ବଡ଼ ବଡ଼ ଲୋକ ମାନଙ୍କୁ | ଆଉ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ଭାଇରାଲ ହେବାକୁ ଲାଗିଛି ଅର୍ଚନା ନାଗ ଙ୍କ ବିଷୟରେ | ଆଉ ପ୍ରତେକ ଦିନ ତାଙ୍କର ଏହି କଳା କାରନାମା ର ନୂଆ ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆସୁଛି ଆଉ ଅର୍ଚନା ନାଗ ଙ୍କର ଗୁମର ଖୋଲିବାରେ ଲାଗିଛି | ଆଉ ଯେଉଁଠି ଅର୍ଚନା ଙ୍କର ଆଖି ଆଖିରେ ଏହି ଖେଳ କୁ ଦେଖିକି ତାଙ୍କର ସ୍ୱାମୀ ମଧ୍ୟ ଆଶ୍ଚର୍ଯ୍ୟ ହେଇ ଯାଉଥିଲେ ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହା ଯାଉଛି କି ଅର୍ଚନା କୁଆଡେ ଜାଣିଥିଲେ କାମ ସୂତ୍ର ବିଦ୍ୟା | ଆଉ ଯାହା ଫଳରେ ସମସ୍ତଙ୍କୁ ତାଙ୍କର ମାୟା ଜାଲରେ ଫୋସାଇ ଦେଉଥିଲେ | ଆଉ ଥରେ ଯିଏ ତାଙ୍କର ଆଖିରେ ଯାଦୁ କୁ ଦେଖିଛି ଓ ତାଙ୍କ ସହିତ ଅର୍ଚନା ଙ୍କ ବେଡରୁମ କୁ ଯାଇଛି, ସିଏ ପୁଣି ଥରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛି ବୋଲି କୁହାଯାଉଛି | ଆଉ ତାଙ୍କ ସହିତ ଯିଏ ସମ୍ପର୍କ ରଖିଛି ତାଙ୍କୁ ସବୁ ଝିଅ ଫିକା ଲାଗୁଥିଲା ଅର୍ଚନା ଙ୍କ ଆଗରେ ବୋଲି କୁହାଯାଇଛି |ଆଉ ଯାହା ଜଣା ପଡିଛି କି କେଉଁ ଭଳି ଭାବରେ ନିଜର ଭୟଙ୍କର ବୁଦ୍ଧି କୁ ଖଟାଇ ସେ ଲୋକ ମାନଙ୍କୁ ତାଙ୍କର ମାୟା ଜଳରେ ଫୋସାଉଥିଲେ ବୋଲି |

ଆଉ ଯାହା କୁହାଯାଇଛି କି ବେଡରୁମ ରେ ସେ ମଜା ଦେବା ସହିତ ସେମାନଙ୍କୁ ଦେଉଥିଲେ ସଜା ମଧ୍ୟ ଆଉ ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଥିଲେ ଅର୍ଚନା | ଆଉ ଅର୍ଚନା ଙ୍କ ଏହି ମାୟାଜାଲ କୁ ଦେଖିକି ତାଙ୍କର ସ୍ୱାମୀ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଥିଲେ | ଆଉ ଟଙ୍କା ଦେଖିଲା ପରେ କୁଆଡେ ଖୁସି ହେଇ ଯାଉଥିଲେ |ତେବେ ଯେତେବେଳେ ଦଶମ ପାସ କରିଲେ ଅର୍ଚନା ର ଇଛା ଆଉ ମା ଙ୍କର ଇଚ୍ଛା ମିଶି ନ ଥିଲା | ଆଉ ଯେଉଁଥିପାଇଁ ଅର୍ଚନା ଘର ଛାଡ଼ି ଭୁବନେଶ୍ୱର ପଳେଇ ଯାଇଥିଲେ |

ଆଉ ସେଠାରେ ଗୋଟିଏ ପାର୍ଲର ରେ ରହି କାମ କରୁଥିବା ବେଳେ ସେହି ପାର୍ଲର କୁ ବହୁତ ଧନୀ ଓ ସମ୍ଭ୍ରାନ୍ତ ଘରର ଝିଅ ବୋହୁ ମାନେ ଆସୁଥିଲେ | ଆଉ ସେତେବେଳେ ଅର୍ଚନା ଶାବନି ଥିବାରୁ ସେହି ମାନଙ୍କ ଭଳିଆ ଗୋରା ହୋଇ ସେହି ମାନଙ୍କ ଭଳିଆ ଜୀବନ ବିତାଇବାକୁ ଚେଷ୍ଟା କରିଥିଲେ ଅର୍ଚନା | ଆଉ ଯାହା ଫଳରେ ପରେ ସୁନ୍ଦରୀ ହୋଇ ନିଜର ଦେହ କୁ ଲଗାଇ ଥିଲେ କାମ ରେ | ତେବେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଗୁମର ଅର୍ଚ୍ଚନା ଙ୍କର ଖୋଲିବାରେ ଲାଗିଛି | ଯାହା ଏବେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment