ମଝି ସମୁଦ୍ରରେ ଅଘଟଣ… ଏମିତି ବୋଷଙ୍କର ଦୃଶ୍ୟ ଜୀବନରେ କେବେ ଦେଖିନଥିବେ, ଦେଖନ୍ତୁ VIDEO

ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଏକ ଲୋମଟାଙ୍କୁରା ଭିଡ଼ିଓ ର ଦୃଶ୍ୟ | ତେବେ ଭିଡ଼ିଓ ଟି ଦେଖା ଯାଇଛି ଯେ ବଙ୍ଗପସାଗର ସୃଷ୍ଟି ହେଇଥିବା ବାତ୍ୟା ସିତ୍ରାଙ୍ଗ ଯୋଗୁଁ ଅଶାନ୍ତ ଥିବା ସମୁଦ୍ର କୁ ମାଛ ଧରିବା ପାଇଁ ଯାଇ ଘଟିଥିଲା ଅଘଟଣ | ସମୁଦ୍ର ଭିତରକୁ ଯାଇ ଡ଼ଙ୍ଗା ବୁଡିଯିବା ପରେ ଜୀବନ ବଞ୍ଚାଇବାକୁ ଯାଇ 20 ଜଣ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରେ କରୁଥିଲେ ସଂଘର୍ଷ | ତେବେ ଭିଡ଼ିଓ ଟି ଏହା ଦେଖା ଯାଇଛି ଯେ ବାତ୍ୟା ସିତ୍ରାଙ୍ଗ ପ୍ରଭାବ ରେ ମାଛ ଧରିବାକୁ ଯାଇ ଘଟିଥିଲା ଏମିତି ଅଘଟଣ | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବାରେ ଲାଗିଛି | ହଁ ଦର୍ଶକ ବନ୍ଧୁ ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ଥିବାରୁ ଏପରି ଅଘଟଣ ଘଟିଛି ବୋଲି କୁହାଯାଇଛି |

ତେବେ ଏମିତି ଏକ ଲୋମ ଟଙ୍କୁରା ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗୋ ର ସାଗର ଦ୍ୱୀପ ଠାରୁ 90 ନୋଟିକାଲ ମାଇଲ ଦୂର ଗଭୀର ସମୁଦ୍ରରେ ବାଂଲାଦେଶ ମତ୍ସ୍ୟ ଜୀବୀ ଙ୍କ ଡ଼ଙ୍ଗା ବୁଡ଼ିଯାଇଥିଲା | ସମୁଦ୍ର ଅଶାନ୍ତ ଥିବାରୁ ଏମିତି ଏକ ପରିସ୍ଥିତି ରେ ପହଁରିବା ଅସମ୍ଭବ ଥିଲା | ଶେଷରେ କୌଣସି ବାଟ ନ ପାଇ ଡ଼ଙ୍ଗା ରେ ଲାଗିଥିବା ବ୍ଲାଡାର ଓ ବୋଲ କୁ ଧରି ରହିଥିଲେ 20 ଜଣ ମତ୍ସ୍ୟ ଜୀବୀ | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖାଯାଇଛି |

ଯାହା କୁହାଯାଉଛି କି ଏପରି ପରିସ୍ଥିତି ରେ ଭାରତୀୟ ତଟ ରକ୍ଷୀ ବାହନୀର ପେଟ୍ରୋଲିଙ୍ଗ ଦାୟିତ୍ୱ ଥିବା ଟିମ ର ନଜର ନଜର ଏମାନଙ୍କ ଉପରେ ପଡିଥିଲା | ୠଣୀୟର ବିମାନ ରେ ଥିବା ତଟ ରକ୍ଷୀ ବାହନୀ ଏମାନଙ୍କୁ ଉଦ୍ଧାର କରିଥିଲା | ପରେ କୋଷ୍ଟଗାର୍ଡ ଜାହାଜ ବିଜୟକୁ ଆଣିଥିଲେ |ତେବେ ସୂଚନା ଅନୁଯାୟୀ ଏମାନଙ୍କୁ ଖୁବ ଶୀଘ୍ର ବାଂଲାଦେଶ ସରକାର ଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି | ତେବେ ଅଶାନ୍ତ ସମୁଦ୍ର ରେ ଜୀବନ ବିକକ ରେ ଭାସୁଥିବା 20 ଜଣ ବାଂଲାଦେଶ ମତ୍ସ୍ୟ ଜୀବୀ କୁ ଉଦ୍ଧାର କରିଛି ଭାରତୀୟ ତଟ ରକ୍ଷୀ ବାହନୀ | ସୂଚନା ଅନୁଯାୟୀ ଜୀବନ ସହିତ ସଂଘର୍ଷ କରି ମଝି ସମୁଦ୍ର ରେ ଭାସି ରହିଥିଲେ 20 ମତ୍ସ୍ୟ ଜୀବୀ | ତେବେ ଭାରତୀୟ ଯବାନ ଙ୍କ ଦୁଃସାହସୀକ ପ୍ରୟାସ ବଳରେ 20 ଜଣ ମତ୍ସ୍ୟ ଜୀବୀ ଙ୍କ ଜୀବନ ବଞ୍ଚିଯାଇଛି ବୋଲି କୁହାଯାଇଛି |

ତେବେ ସେମାନଙ୍କୁ ଉଦ୍ଧାର କରି ଏବେ ରୀତିନୀତି ଅନୁଯାୟୀ ସେମାନଙ୍କୁ ବାଂଲାଦେଶ ସରକାର ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି | ତେବେ ଭାରତୀୟ ତଟ ରକ୍ଷୀ ବାହନୀ ଙ୍କର ଏହିପରି ପ୍ରୟାସ ସମସ୍ତ ଙ୍କୁ ଚକିତ କରିଛି ବୋଲି କୁହାଯାଇଛି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment