ହିରୋଇନ ଅପରାଜିତା ( Aparajita ) ନିଜ ନାତି ଗୁଆନ ( Guan ) ସହ କଲେ ଜବରଦସ୍ତ ମସ୍ତି, ଦେଖନ୍ତୁ Video

ତେବେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖୁବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ଓଡ଼ିଆ ଏକ୍ଟର ମାନଙ୍କର ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ଆମର ମନ ବହୁତ ଖୁସି ହୋଇଯାଇଥାଏ |ଆଉ ଆମକୁ ମଧ୍ୟ ଖୁସି ଲାଗେ | ତେବେ ସେହିଭଳି ଏକ ଭିଡିଓ ଟେ ଦେଖିବାକୁ ମିଳିଛି ଯେଉଁଠି ଅପରାଜିତା ତାଙ୍କର ନାତି ଗୁଆନ ଙ୍କ ସହିତ କରିବାକୁ ଲାଗିଛନ୍ତି ମଜା ଆଉ ମସ୍ତି ଆଉ ଯେଉଁ ଭିଡିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ଆଜି ଆମେ କୋଜିବାକୁ ଯାଉଛି ସେହି ଅଲିଉଡ ଜଗତର ରାଣୀ | ଯାହାଙ୍କର ଆଖିରେ ଥିଲା ଯାଦୁ ଆଉ ଓଠ ରେ ଝରୁଥଲା ମହୁ ଆଉ ନିଜର କୁହୁକ ଭରା କଣ୍ଠ ରେ ସମସ୍ତଙ୍କ ମାନ କୁ କିଣି ନେଇଥିବା ବେଶ ଜଣା ଶୁଣା ଘରେ ଘରେ ପରିଚିତ ସମସ୍ତଙ୍କର ଅତି ପ୍ରିୟର କଳାକାର ଅପରାଜିତା ମହାନ୍ତି ଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି | ଆଉ ଆପଣ ମାନେ ଜାଣିଥିବେ କି ଅପରାଜିତା ଆଉ ଆଉ ଉତ୍ତମ ମହାନ୍ତି ଙ୍କର ଏକମାତ୍ର ପୁଅ ବାବୁସାନ ବିବାହ କରିଥିଲେ ତୃପ୍ତି ଙ୍କୁ | ଆଉ ସେମାନଙ୍କର ଗୋଟିଏ କୁନି ପୁଅ ଟେ ମଧ୍ୟ ରହିଛି ଯାହାର ନାଁ ହେଉଛି ଗୁଆନ |

ତେବେ ଯାହା କୁହାଯାଉଛି କି ନାତି ଗୁଆନ ଙ୍କ ସହିତ ବର୍ତମାନ ବ୍ୟସ୍ତ ଅଛନ୍ତି ଅପରାଜିତା | ଆଉ ଏଠାରେ ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଅପରାଜିତା ନାତି ଙ୍କୁ କୋଳ ରେ ଧରିକି ବସିଛନ୍ତି ଆଉ ତାଙ୍କୁ ଗେଲ ମଧ୍ୟ କରିବାକୁ ଲାଗିଛନ୍ତି | ଆଉ ଜେଜେମା ନାତି ଙ୍କର ଏହି ନିଆରା ଭଲ ପାଇବା କୁ ଦେଖିକି ସମସ୍ତେ ବେଶ ଖୁସି ମଧ୍ୟ ଥିବାର ଦେଖିବାକୁ ମିଳିଛି | ତେବେ ଏଠାରେ ଦେଖିବକି ମିଳିଛି କି ଅପରାଜିତା ଙ୍କ ବ୍ୟତୀତ ଅଲିଉଡ ର ଜଣା ଶୁଣା ଯୋଡ଼ି ଯେଉଁ ମାନଙ୍କୁ ମଧ୍ୟ ଦର୍ଶକ ମାନେ ଅନେକ ପସନ୍ଦ କରନ୍ତି ସବ୍ୟ ଆଉ ଅର୍ଚ୍ଚିତା ଙ୍କୁ ମଧ୍ୟ ଦେଖିବାକୁ ମିଳିଛି |

ଆଉ ଏହିଭଳି ଭାବରେ ନାତି ଙ୍କ ସହିତ ମଜା ନେଇ ଖେଳିବାକୁ ଲାଗିଛନ୍ତି ଅପରାଜିତା| ଆଉ ନାତି ଗୁଆନ ଙ୍କ ସହିତ ମିଶିବା ପରେ ସେ ଯେମିତି ସବୁ କିଛି ଭୁଲି ଯାଇଛନ୍ତି ଆଉ ନାତି ସହିତ ବେଶ ମଜା ନେବାରେ ଲାଗିଛନ୍ତି ଅଭିନେତ୍ରୀ ଜଣକ | ଆଉ ଜେଜେମା ଆଉ ନାତି ଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଚହଳ ସୃଷ୍ଟି କରିଛି ବୋଲି କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment