ଝିଅକୁ ଅବିବାହିତ ରଖ ପଛେ ଏମିତି ପୁଅକୁ ବାହା କରନି,ପକ୍ଷାଘାରେ ପୀଡିତ ସ୍ତ୍ରୀ କୁ ଛାଡିଦେଲା ସ୍ୱାମୀ… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ମାନ ଦେଖିବାକୁ ପାଉଥିବେ ଆପଣ ମାନେ , ତେବେ ବେଳେ ବେଳେ ଏଭଳି କିଛି ସମାଜରେ ଘଟି ଯାଉଥିବା ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ଆଖିରୁ ମଧ୍ୟ ପାଣି ଆସି ଯାଇ ଥାଏ | ତେବେ କିଛି ସେହିଭଳି ଘଟଣା ଦେଖିବାକୁ ମିଳିଛି ଏଠାରେ | ଆଉ ଯେଉଁଠି ଦେଖା ଯାଇଛି କି କେଉଁ ଭଳି ଭାବରେ ସ୍ତ୍ରୀ ର ସୁନ୍ଦରତା ଚାଲିଯିବା ପରେ ଆଉ ରୋଗରେ ଆକ୍ରାନ୍ତ ହେବା ପରେ ସ୍ୱାମୀ ଓ ଶାଶୂ ଘର ଲୋକ ମିଶିକି ତାଙ୍କୁ କରିବାକୁ ଲାଗିଛନ୍ତି ଅତ୍ୟାଚାର | ଆଉ ତାଙ୍କୁ ଘରୁ ମଧ୍ୟ ବାହାର କରି ଦେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ ଘଟଣା ଉପରେ ନଜର ପକାଇବା |

ତେବେ ଏଠାରେ ଦେଖିବାକୁ ମିଳିଛି କି ମିଳିଥିବା ସୂଚନା ଅନୁସାରେ 2013 ମସିହା ରେ ନବରଙ୍ଗପୁର ର ତାରାକାନ୍ତ ରଥ ଙ୍କ ଝିଅ ମନାଲିସା ରଥ ଙ୍କୁ ବିବାହ କରିଥିଲେ ଦିଗ ପହଣ୍ଡି ଥାନା ଅନ୍ତର୍ଗତ ରାମ ବଲ୍ଲଭ ବକ୍ସି ଙ୍କ ପୁଅ ଶକ୍ତି ଶଙ୍କର ବକ୍ସି | ଆଉ ଦୁହିଁଙ୍କ ମଧ୍ୟ ରେ ସମ୍ପର୍କ ମଧ୍ୟ ବେଶ ଭଲ ଚାଲିଥିଲା | ଆଉ ସମ୍ପର୍କ ଠିକ ଚାଲୁଥିବା ସମୟରେ ସେମାନେ ଯାଇ ରହୁଥିଲେ ଚେନାଇଁ ରେ | ଆଉ ସେଠାରେ କିଛି ଦିନ ରହିବା ପରେ ମୋନାଲିସା ଆଉ ଶିବ ଦୁଇଜଣ ଜବ ମଧ୍ୟ କରୁଥିଲେ | ଆଉ ସେଠି ଥିବା ସମୟରେ ମିସକେରେଜ ଯୋଗୁ 2 ଥର ପିଲା ନଷ୍ଟ ହୋଇଯାଇଥିଲା |

ଆଉ ପରେ ସେମାନେ ବେଙ୍ଗଲୋର ରେ ଆସିକି ରହିଥିଲେ ଆଉ ସେତେବେଳେ ମୋନାଲିସା ପ୍ରେଗନେଟ ଥିଲା ବେଳେ ଚାକିରୀ ମଧ୍ୟ ଛାଡ଼ି ଦେଇଥିଲେ | ଆଉ ପିଲା ଉପରେ ଧ୍ୟାନ ଦେଇଥିଲେ ଆଉ ତୃତୀୟ ଥର ଯେତେବେଳେ ପିଲା ହେଲା ଝିଅ ଟେ ହୋଇଥିଲା ଆଉ ସେତେବେଳେ ତା କୁ ପକ୍ଷପାତ ଭଳି ରୋଗ ହୋଇଥିଲା | ଆଉ ଯାହା ଫଳରେ ତାଙ୍କର ପିଲା ଙ୍କୁ ରଖିକି ମୋନାଲିସା ଙ୍କୁ ଘରୁ ବାହାର କକ୍ରି ଦେଇଥିଲେ ସ୍ୱାମୀ ଓ ଶାଶୂ ଘର ଲୋକ | ଆଉ ଯାହା ଫଳରେ କିଛି କରି ନ ପାରି ବାପ ଘରେ ଦୀର୍ଘ ଦେଢ଼ ବର୍ଷ ହେବ ରହି ଆସୁଥିଲେ ସେମାନେ |

ଆଉ ଯାହା ଜଣା ପଡିଛି କି ଏବେ ତାଙ୍କର ସ୍ୱାମୀ ଶଙ୍କର କୁଆଡେ ଦ୍ଵିତୀୟ ମେରେଜ କରିବେ ଆଉ ସେଥିପାଇଁ ବେଙ୍ଗଲୋର ରୁ ଦିଭୋର୍ସ ନୋଟିସ ପଠାଇଛନ୍ତି | କିନ୍ତୁ ମୋନାଲିସା ଙ୍କର ଦେହ ଭଲ ନ ଥିବାରୁ କୋଟ କୁ ଯାଇ ପାରିବେନି ବୋଲି କହିଛନ୍ତି ମୋନାଲିସା ଙ୍କ ମା, କିନ୍ତୁ ମୋନାଲିସା ତାଙ୍କର ସ୍ୱାମୀ ଓ ପିଲା ଙ୍କ ପାଖକୁ ଫେରି ଯିବାକୁ ଚାହୁଁଥିବାର ଜଣା ପଡିଛି | ଆଉ ଯାହା କୁ ନେଇକି ବର୍ତ୍ତମାନ କୋଟ ର ଦ୍ୱାରସ୍ଥ ହୋଇଛନ୍ତି ମୋନାଲିସା | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment