ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ପ୍ରେମ ସମ୍ପର୍କ କୁ ନେଇକି ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ପ୍ରେମ କରିବା ପରେ ପ୍ରେମିକା ଙ୍କୁ ମିକିଛି ପ୍ରତାରଣା |, ଆଉ ପ୍ରେମ କରି ଶାରୀରିକ ସମ୍ପର୍କ ରଖିଲା ପରେ ଯେତେବେଳେ ସମସ୍ତ ଇଚ୍ଛା ପୁରାଣ ହୋଇଗଲା ସେତେବେଳେ ପ୍ରେମିକା ଙ୍କୁ ବିବାହ କରିବେ ବୋଲି କହି ଦୁଷ୍କର୍ମ କରିଥିଲେ ଓ ଶେଷରେ ତାଙ୍କୁ ମାରିକି ମୃତ ଦେହ କୁ ରାସ୍ତାକୁ ଫିଙ୍ଗି ଦେଇଥିଲେ ପ୍ରେମିକା ଜଣକ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି କି ପଥୁରିଆ ଗାଁ ର ସର୍ବେଶ୍ୱର ରାଉତ 3 ବର୍ଷ ହେବ ଭଲ ପାଉଥିଲା ତାଙ୍କର ପାଖ ଗାଁ ର ଜଣେ ଝିଅ ଙ୍କୁ | ଆଉ ଭଲ ପାଇବାର ମିଛ ବାହାନା ଦେଖାଇ ଲୁଟିବାକୁ ଲାଗିଥିଲା ଝିଅ ଟିକୁ | ଆଉ ଯାହା ଜଣା ପଡିଥିଲା କି ଝିଅ ଓ ପୁଅ ଙ୍କ ମଧ୍ୟରେ ଏଭଳି ସମ୍ପର୍କ ଥିଲା କି ଦୁଇ ଜଣ ଦୁଇଜଣ ଙ୍କୁ ଭଲ ପାଉଠିଲେ ନିବିଡ଼ ଭାବରେ | କିନ୍ତୁ ସତ ଥିଲା କିଛି ଅଲଗା | ପ୍ରେମିକା ଜଣଙ୍କ ସିନା ମନ ଦେଇକି ତାଙ୍କୁ ଭଲ ପାଉଥିଲେ କିନ୍ତୁ ପ୍ରେମିକ କେବଳ ଝିଅ ଟିର ଦେହ କୁ ଭଲ ପାଉଥିଲେ |
ଆଉ ଝିଅ ଟି ସହିତ କେବଳ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ | ତେବେ ବାରମ୍ବାର ସମ୍ପର୍କ ରଖିବା ପରେ ତାଙ୍କର ଇଚ୍ଛା ଯେତେବେଳେ ପୁରାଣ ହୋଇଗଲା ସେତେବେଳେ ସେ ଦେବାକୁ ଲାଗିଲେ ପ୍ରେମିକା ଙ୍କୁ ଧୋକା | ଆଉ ଯାହା ଜଣା ପଡିଛି କି ପ୍ରେମିକ ଜଣଙ୍କ ଝିଅ ଟିକୁ ବିବାହ କରିବେ ବୋଲି ଘରକୁ ଡାକିଥିଲେ |ଆଉ ସେଠାରେ ଝିଅ ଟି ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ, ଆଉ ଇଚ୍ଛା ପୁରାଣ ହୋଇଯିବା ପରେ ଝିଅ ଟିକୁ ମାରି ବାଟ ଗାଁ ପାଖ ରାସ୍ତାରେ ପକାଇ ଦେଇ ପଳାଇଯାଇଥିଲେ |
ତେବେ ଘଟଣା ର ଖବର ପାଇଁ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଘଟଣା ର ତଦନ୍ତ ମଧ୍ୟ ଆରମ୍ଭ କରିଥିଲା | ଆଉ ଯାହା ଦେଖିବାକୁ ମିଳିଥିଲା କି ଝିଅଟିର ହାତ ପାଉଲି ଓ କାନ ପାଖରେ ଚି଼ହ୍ନ ରହିଛି | ତାହା ସହିତ ଝିଅଟିର ଜୋତା ଓ ଫୋନ ମଧ୍ୟ ଦୂରରେ ପଡିଛି | ତେବେ ଝିଅଟି ସହିତ ଦୁଷ୍କର୍ମ କରି ତାକୁ ମାରି ରାସ୍ତା ପାଖରେ ପକାଇ ଦେଇଛି ବୋଲି ସୂଚନା ମିଳୁଛି | ଆଉ ବର୍ତ୍ତମାନ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି | ଯାହା ଏବେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।