ମଣିଷ ସମାଜ କୁ ନେଇ ବିଭିନ୍ନ ସମୟରେ ଭିନ୍ନ ପ୍ରକାର ଘଟଣା ସମ୍ନାକୁ ଆସିଛି ଯାହା ସମାଜରେ ଖରାପ ପ୍ରଭାବ ପକାଇ ଥାଏ। ବେଳେବେଳେ ଏମିତି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ଯେଉଁଠି ଜଣେ ପୁରୁଷ ଅନେକ ଜଣଙ୍କ ସହିତ ବିବାହ କରୁଥିବା ନହେଲେ ଜଣେ ସ୍ତ୍ରୀ ର ବହୁତ ପୁରୁଷ ଙ୍କ ସହିତ ବାହାଘର ହୋଇଥିବେ। ତେବେ ବନ୍ଧୁଗଣ ଏଠାରେ ସେହିପରି ଜଣେ ବ୍ୟକ୍ତି ୪ ଜଣ ଙ୍କୁ ବିବାହ କରିଛନ୍ତି ଏମିତି ସେ ନିଜ ସ୍ତ୍ରୀ ର ଅଜାଣତରେ କରୁଛନ୍ତି। ଏଠାରେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସେହି ଅଫିସ ରେ ମହିଳା କର୍ମଚାରୀ କଣ କହୁଛନ୍ତି।
ଏହି ସମୟରେ ଏମିତି ଭିଡ଼ିଓ ଭାଇରଲ ହୋଇଛି ଯାହା ସମାଜକୁ କଳୁଷିତ କରି ଦେଇଛି। ଏହି ଘଟଣା ରେ ଜଣେ ବ୍ୟକ୍ତି ଯାହା କରିଛନ୍ତି ତାହାକୁ ନେଇ ସେହି ଅଫିସର କର୍ମଚାରୀ ଜଣେ ମୁଁହ ଖୋଲିଛନ୍ତି। ଯାହା ସବୁ ଘଟଣା ଏବେ ବାହାରେ ପଡିଛି। ଏହି ବ୍ୟକ୍ତି ଜଣଙ୍କ ୪ ଜଣ ସ୍ତ୍ରୀ ଲୋକଙ୍କୁ ବିବାହ କରିଥିବା ନେଇ ସୂଚନା ମିଳିଛି। ଆଉ ସେ ଯାହା କରୁଥିଲେ ଜଣେ ସାଧାରଣ ମଣିଷ କରିବା ପାଇଁ ସମ୍ଭବପର ହୋଇ ପାରିବ ନାହିଁ। ବର୍ତ୍ତମାନ ସମୟରେ ମିଛ କହି ଏହିଭଳି ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ। ସେହିପରି ଏଠାରେ ଏହି ବ୍ୟକ୍ତି ଜଣଙ୍କ ଅନେକ ସ୍ତ୍ରୀ ଲୋକଙ୍କ ସହିତ ସମ୍ପର୍କ ରଖୁଥିଲେ ଯାହା କୁ ସେ ନିଜର ଗେଷ୍ଟ ବୋଲି ପରିଚୟ କରୁଥିଲେ।
ଆଉ ଏହି ଅଫିସ ରେ ବିଭିନ୍ନ କର୍ମଚାରୀ ମାନେ ଦେଖିଲେ ଯଦି କହିବେ ସେ ଆମ ସମ୍ପର୍କୀୟ ଏବଂ ବିଭିନ୍ନ ସମୟରେ ସେମାନେ ମଧ୍ୟ ବିରୋଧ କରି ଥାଆନ୍ତି ଯାହା ହେଲେ ସେ ଏହାକୁ ଶୁଣି ନ ଥାଆନ୍ତି। ଆଉ ଏଠାକୁ ଆସନ୍ତି ଜଣଙ୍କ ପରେ ଜଣେ ମହିଳା ଏବଂ ସେ ସମସ୍ତଙ୍କୁ ସର୍ବଦା କହି ଥାଆନ୍ତି ବାହାଘର ହୋଇ ନାହିଁ। ସୂଚନା ମିଳିଛି ଯେ ତାଙ୍କର ସ୍ତ୍ରୀ ଜଣେ ଅଛନ୍ତି ହେଲେ ମିଛ କହିବା ପରେ ୪ ଜଣ ଙ୍କୁ ବିବାହ କରିଥିଲେ। ଯାହା କୁ ନେଇ ଜଣେ ମହିଳା କର୍ମଚାରୀ ବିରୋଧ କରିଥିଲେ ଆଉ ପରବର୍ତୀ ସମୟରେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଯାହା ସୂଚନା ଯୋଗ୍ୟ।
ଏହି ଅଫିସ କୁ ଜଣେ ସ୍ତ୍ରୀ ଲୋକ ଦିନେ ଆସିଥିଲେ ସେହି ଦିନ ମହିଳା କର୍ମଚାରୀ ଜଣଙ୍କ ଯିବା ପାଇଁ ମନା କରିଥିଲେ ଏବଂ କହିଲେ ଯେ ତାଙ୍କର ସ୍ତ୍ରୀ ରହିଛନ୍ତି ଆଉ ଛୁଆ ପିଲା ମଧ୍ୟ ରହିଛନ୍ତି ଦେଖନ୍ତୁ ତାଙ୍କର ସବୁ କିଛି ଡକମେଣ୍ଟ। ଏହା ପରେ ଏମିତି ଘଟଣା ସୃଷ୍ଟି ହୋଇଥିଲା। ଆଉ ଏହା ଆମ ସମାଜ ବିରୋଧରେ ଯାଉଛି ଯାହା ପାଇଁ ସମାଜ ଧୀରେ ଧୀରେ କଳୁଷିତ ହୋଇଛି। ତାହାକୁ ସାଧାରଣ ରେ ବହୁଳ ମାତ୍ରା ରେ ନିନ୍ଦା କରିଯିବା ଉଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।