ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବସ୍ୟକ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ ।
ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଗନ୍ନାଥଙ୍କ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ । କାରଣ ଜଗନ୍ନାଥ ଧାମ ସଂପର୍କରେ ଆମେ ମାନେ ଅଜମା ରହିଗଲେ ଆମର ମନୁଷ୍ୟ ଜନ୍ମ ବିଫଳ ହେବାରେ ଆମକୁ ଲାଗିବ , ତେବେ ଆସନ୍ତୁ ଜାଣିବା ସେହି ଜଗନ୍ନାଥଙ୍କର ବିଷୟରେ ।
1–ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ୱାରା ଆରମ୍ଭ କରା?eଇଥିଲା ?
ଉତ୍ତର–ଅନନ୍ତବର୍ମା ଚୋଡଗଙ୍ଗଦେବ ।
2–ଜଗନ୍ନାଥ ମନ୍ଦିର ଅନ୍ୟ କେଉଁ ନାମରେ ମଧ୍ୟ ଜଣାଯାଇଥାଏ ?
ଉତ୍ତର–ବଡ ଦେଉଳ ।
3–ମହାପ୍ରଭୁ ଜଗନ୍ନାଥଙ୍କର ରଥର ନାମ କଣ ?
ଉତ୍ତର–ଗରୁଡଧ୍ୱଜ ।
4–ଗରୁଡଧ୍ୱଜ ରଥକୁ ଅନ୍ୟ କେଉଁ ନାମରେ ଜଣାଯାଇଥାଏ ?
ଉତ୍ତର–ନନ୍ଦିଘୋଷ ।
5–ନନ୍ଦିଘୋଷ ରଥରେ ବ୍ୟବହାର ହେଉଥିବା ପତକାର ନାମ କଣ ?
ଉତ୍ତର–ତ୍ରିଲୋକ୍ୟ ମୋହିନୀ ।
6–ନନ୍ଦିଘୋଷ ରଥ ବା ପ୍ରଭୁ ଜଗନ୍ନାଥଙ୍କର ରକ୍ଷକ କିଏ ଅଟନ୍ତି ?
ଉତ୍ତର–ଗରୁଡ ।
7–ନନ୍ଦିଘୋଷ ରଥକୁ କେଉଁ ରଙ୍ଗର କପଡା ବାନ୍ଧା ଯାଇଥାଏ ?
ଉତ୍ତର–ଲାଲ ଏବଂ ହଳଦିଆ ।
8–ଚାରିଧାମ ମଧ୍ୟରୁ କେଉଁ ଧାମ ସ୍ରେଷ୍ଟ ଅଟେ ?
ଉତ୍ତର–ଜଗନ୍ନାଥ ଧାମ ।
9–ଜଗନ୍ନାଥ ମନ୍ଦିର ଉପରେ କାହିଁକି ପକ୍ଷୀ ମାନଙ୍କୁ ଉଡିବାର ଦେଖା ହୋଇନଥାଏ ?
ଉତ୍ତର–ଗରୁଡଙ୍କର ଉପସ୍ଥିତି ଯୋଗୁଁ ।
10–ନନ୍ଦିଘୋଷ ରଥରେ ମୋଟ କେତୋଟି ଚକ ବ୍ୟବହାର କରାଯାଇଥାଏ ?
ଉତ୍ତର–16 ଗୋଟି ।
11–ଅର୍ଜ୍ଜୁନ କେଉଁ ରଥର ସାରଥି ଅଟନ୍ତି ?
ଉତ୍ତର–ଦର୍ପଦଳନ ।
12–ସୁଭଦ୍ରାଙ୍କର ରଥ ଦଉଡିର ନାମ କଣ ?
ଉତ୍ତର–ସ୍ୱର୍ଣ୍ମଚୁଡା ନାଗୁଣୀ ।
13–ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଧାରଣ କରିବାର ପରମ୍ପରା ପ୍ରଥମେ କେଉଁ ରାଜାଙ୍କ ଦ୍ୱାରା ଆରମ୍ଭ ?କରାଯାଇଥିଲା
ଉତ୍ତର–କପିଳେନ୍ଦ୍ର ଦେବ ।
14–ନନ୍ଦିଘୋଷ ରଥ ମୋଟ କେତେ ଖଣ୍ଡ କାଠରେ ତିଆରି ହୋଇଥାଏ ?
ଉତ୍ତର–832 କଣ୍ଡ କାଠ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।