general knowledge–କେଉଁ ପକ୍ଷୀ ଅଣ୍ଡା ଦିଏ ହେଲେ ଛୁଆ ଫୁଟାଏ ନାହିଁ ? ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ?
ଆଜିର ସମୟରେ ପ୍ରତ୍ୟେକ ଲୋକମାନେ ଶିକ୍ଷା ଗ୍ରହଣ କରୁଛନ୍ତି , ଶିକ୍ଷା ମାଧ୍ୟମରେ ସେମାନେ ଉନ୍ନତରୁ ଉନ୍ନତ ସ୍ତରରୁ ଯାଇପାରୁଛନ୍ତି । କିଛି ବର୍ଷର କଥା କହିବା ତ ଆପଣ ମାନେ କୌଣସି ସ୍ଥାନକୁ ଏକ ଚାକିରୀ କରିବା ପାଇଁ ଗଲେ ସେଥିରେ ଆପଣଙ୍କର ମାର୍କ ବେସିସରେ ସିଲେକସନ ହେଉଥିଲେ , ଅର୍ଥାତ ଯାହାର ଅଧିକ ମାର୍କ ରହୁଥିଲା ସେ ହିଁ ଚାକିରୀ କରିପାରୁଥିଲା ମାତ୍ର ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ , ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।
କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ ।
ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଟାରେ ସେମାନେ ଅପମାନିତ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ , ଆପଣ ମାନେ ହୁଏତ ତାହା ଜାଣିଥିବେ ମାତ୍ର ଅନ୍ୟ ପ୍ରଶ୍ନ ଗୁଜିକ ଯଦି ଜାଣିନଥିବେ ତେବେ ଜାଣିଯିବେ । ଯାହା ଫଳରେ କି ଆପଣଙ୍କର ଜ୍ଞାନର ସୀମାକୁ ଅଧିକ ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।
1–କେଉଁ ଜୀରନ ଚାରିଟି ପାକସ୍ଥଳୀ ରହିଥାଏ ?
ଉତ୍ତର–ଗାଈ
2–କେଉଁ ପକ୍ଷୀ ଅଣ୍ଡା ଦିଏ ହେଲେ ଛୁଆ ଫୁଟାଏ ନାହିଁ ?
![]()
ଉତ୍ତର–କୋଇଲି
3–କେଉଁ ଜୀବ ତିନିବର୍ଷ ଶୁଏ ?
ଉତ୍ତର–ଗେଣ୍ଡା
4–କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର–ଘୋଡା
5–କେଉଁ ଜୀବ ଶୁଏ ନାହିଁ ?
ଉତ୍ତର–ପିମ୍ପୁଡି
6–କେଉଁ ଜୀବ 100ଟି ଶବ୍ଦ କରେ ?
ଉତ୍ତର–ବିରାଡି
7–କେଉଁ ଜୀବ ପାଟିରେ ଚାଲେ?
ଉତ୍ତର–ଗେଣ୍ଡା
8–ବିଶ୍ୱର କେଉଁ ସ୍ଥାନରେ ଦୁଇ ମୁଣ୍ଡଆ କଇଁଛ ଅଧିକା ଦେଖା ଯାଆନ୍ତି ?
ଉତ୍ତର–ଆମେରିକା
9–କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଏବଂ ଦାଢି ଉଠିଥାଏ ?
ଉତ୍ତର–ଇଥୋପିଆ
10–କେଉଁ ଜୀବର ରକ୍ତ ନୀଳ ଅଟେ ?
ଉତ୍ତର–ଝିଣ୍ଟିକା
11- ତୀବ୍ରତା ମାପିବା ପାଇଁ କେଉଁ ସ୍କେଲ ବ୍ୟବାହ କରାଯାଏ ?
ଉତ୍ତର–ରିକ୍ଟର ସ୍କେଲ
12–ଗୋଟିଏ ଟେଷ୍ଟ କ୍ରିକେଟରେ ଏପ ପାଳିରେ 10 ଟି ୱିକେଟ ନେଇଥିବା ବାରତୀୟ ବୋଲର ଜଣକ କିଏ ?
ଉତ୍ତର–ଅନିଲ କୁମ୍ବଲେ
13–ମାଉଣ୍ଟ ଏଭେରେଷ୍ଟ ଶିଖରରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହିଳା କିଏ ?
ଉତ୍ତର–ବଚେନ୍ଦ୍ରିପାଲ
14–କେଉଁଠାରେ ବିସ୍ୱର ସବୁଠୁ ବଡ କୋଠାଘର ରହିଛି ?
ଉତ୍ତର–ବୁର୍ଜ ଖଲିପା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।