Odisha News Portal

ଭାରତର ପ୍ରଥମ ଡାକସେବା ଆରମ୍ଭ କେବେ ହୋଇଥିଲା ? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ସମାଜ ପରିବର୍ତ୍ତନ ହେବା ସହ ସମାଜର ତାଳେ ତାଳେ ଲୋକମାନେ ମଧ୍ୟ ଚାଲିଛନ୍ତି । ଆଜିକା ସମୟରେ ଯଦି କେହି ବ୍ୟକ୍ତି ଶିକ୍ଷା ଗ୍ରହଣ ନକରିଥାଏ ତେବେ ତାହାକୁ ସମାଜରେ ମାନ , ସମ୍ମାନ ଆଦି ବହୁତ କମ ପ୍ରାପ୍ତ ହୋଇଥାଏ । କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ

ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ ।

ସେହି ପରୀକ୍ଷାରେ ଆପଣ ମାନଙ୍କୁ ଯେଉଁ ସମସ୍ତ ପ୍ରଶ୍ନ ପଚାରା ଯାଏ ସେହି ପ୍ରଶ୍ନ ଶୁଣିଲେ ଆପଣ ମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ସେପରି ପ୍ରଶ୍ନ ଆପଣ ମାନେ କେବେ ଶୁଣିନଥିବେ । ମାତ୍ର ସେହି ପ୍ରଶ୍ନ ଗୁଡିକ ଆପଣଙ୍କର ଦୈନଦୀନ ଜୀବନରେ ବ୍ୟବହାର ହୋଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝିପାରିବେ ନାହିଁ । ଏଥିପାଇଁ ଆପଣ ମାନେ ସେହି ସମସ୍ତ ପ୍ରଶ୍ନକୁ ଭଲ ଭାବରେ ଶୁଣିବେ ତାପରେ ତାହାକୁ ଭଲସେ ଚିନ୍ତା କରି ଉତ୍ତର ପ୍ରଦାନ କରିବେ ।

ଆପଣ ମାନେ ଟିକେ ଯଦି ବୁଦ୍ଧି ଖଟାଇବେ ତେବେ ସେହି ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ପ୍ରଦାନ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ସାଧାରଣ , ଜ୍ଞାନ ପ୍ରଶ୍ନ ବା ଏମିତି କିଛି ପ୍ରଶ୍ନ ଯାହାକି ଆପଣ ମାନେ ନିଶ୍ଚିତ ଜାଣିରଖିବା ଉଚିତ ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ବାଲ ଗଙ୍ଗାଧର ତିଲକ କେଉଁ ନାମରେ ପରିଚିତ

ଉତ୍ତର–ଲୋକମାନ୍ୟ

2–କେଉଁ ସହରକୁ ଭାରତର ଉଦ୍ୟାନ କୁହାଯାଇଥାଏ

ଉତ୍ତର–ଲକ୍ଷ୍ମୌ

3–ଭାରତରେ କଳା ପତାକା କାହାର ସଂଙ୍କେତ ଦେଇଥାଏ

ଉତ୍ତର–ପ୍ରତିବାଦର ସଂଙ୍କେତ

4–ସୁବାଷ ଚନ୍ଦ୍ର ବୋଷ କେବେ ଜନ୍ମଗ୍ରହଣ କରିଥିଲେ

ଉତ୍ତର–23 ଜାନୁଆରୀ 1897

5–ଲାଲ ବାହାଦୁର ଶାସ୍ତ୍ରୀଙ୍କର ସମାଧି ପୀଠ କେଉଁଠାରେ

ଉତ୍ତର–ବିଜୟଘାଟ , ଦିଲ୍ଲୀ

6–ଭାରତର ପ୍ରଥମ ଡାକସେବା ଆରମ୍ଭ କେବେ ହୋଇଥିଲା

ଉତ୍ତର–1837

7–ଭାରତର ରଲୱେ ଷ୍ଟାପ କଲେଜ କେଉଁଠାରେ ଅବସ୍ଥିତ

ଉତ୍ତର–ବଡୋଦରା

8–କଳିଙ୍ଗ ଏକ୍ସପ୍ରେସ କେଉଁଠାରେ କେଉଁଠିକୁ ଚଲାଚଳ କରିଥାଏ

ଉତ୍ତର–ପୁରୀ-ଅମୃତସର

9–ପରସ୍ପରକୁ କ୍ରସ କରିବା ଖଣ୍ଡା , ଅଶୋକ ଚିହ୍ନ ବା ପାଞ୍ଚଟି ଷ୍ଟାର ସ୍ଥଳ ସେନାର କେଉଁ ପଦବୀକୁ ବୁଝାଏ

ଉତ୍ତର–ଫିଲଡ ମାର୍ଶାଲ

10–ଭାରତରେ ପ୍ରଥମେ ସ୍ୱର୍ଣ୍ଣମୁଦ୍ରା କିଏ ପ୍ରଚଳନ କରିଥିଲେ ?

ଉତ୍ତର–ଇଣ୍ଡୋ ବେକଟେରିୟନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।