Odisha News Portal

ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବାରେ 99% ଲୋକ ହେଲେ ଫେଲ , କଣ ଆପଣ ଦେଇ ପାରିବେ ?

0 146

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଶିକ୍ଷା ପ୍ରତ୍ୟେକଙ୍କ ଠାରେ ରହିଥାଏ , ପ୍ରତ୍ୟେକ ବୃଦ୍ଧି ବ୍ୟକ୍ତି ହୁଅନ୍ତି କି ଅଶିକ୍ଷିତ ବ୍ୟକ୍ତି ସେମାନଙ୍କର ପାଖରେ ମଧ୍ୟ ଶିକ୍ଷା ରହିଥାଏ । ସେମାନେ ଯାହା କହିପାରିବେ ଆମେ ମାନେ ତାହା କହିପାରିବା ନାହିଁ । ଆପଣ ମାନେ ତ ଆପଣଙ୍କର ଆଈ ବା ଜେଜେମା ମାଙ୍କ ପାଖରୁ ଗପ ଶୁଣୁଥିବେ ତେବେ ସେ ଏହି ଗପରେ ଆମକୁ ଅନେକ ଶିକ୍ଷା ପ୍ରଦାନ କରିଥାନ୍ତି ।

ଗପରେ ବିଭିନ୍ନ ପୁରାଣ କଥା କହିଥାନ୍ତି ଆଗ ସମୟରେ କଣ ହୋଇଥିଲା କି ନାହିଁ । ତେବେ ସେହି ସମୟରେ ଆପଣଙ୍କର ମନରେ ବହୁତ ପ୍ରଶ୍ନ ଉଙ୍କି ମାରିଥାଏ ମାତ୍ର ତାହାର ଉତ୍ତର ଆପଣ ମାନେ ଜାଣିପାରନ୍ତି ନାହିଁ ।

ତେବେ ସେହି ପ୍ରଶ୍ନ ମଧ୍ୟ ଆମ ଜୀବନରେ ବହୁତ ମାନ୍ୟତା ରହିଛି , କାରଣ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଯଦି ଆମେ ମାନେ ପୁରାଣ ଶାସ୍ତ୍ର ସଂପର୍କରେ କିଛି ଜାଣିନଥିବା ତେବେ ଅନେକ ସମୟରେ ତା ନେଇ ବହୁତ ଅସୁବିଧାରେ ପଡିପାରିବା ।

ଆଜି ଆମେ ଆପଣ ମାନଙ୍କୁ ପୁରାଣ କଥା ସମ୍ବଦ୍ଧରେ କିଛି ପ୍ରଶ୍ନ ପଚାରିବୁ ଯାହା ଆପଣ ମାନେ ଜାଣିଥିବେ ଯଦି ବହୁତ ଭଲକଥା ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ବିଶ୍ୱାମିତ୍ରଙ୍କର ପିତାଙ୍କର ନାମ କଣ ?
ଉତ୍ତର–ଗାଧି

2–ମହାଭାରତରେ ଦୌପଦୀର କେତେ ପୁତ୍ର ଥିଲେ ?

ଉତ୍ତର–5 ପୁତ୍ର

3–ଦୌପଦୀଙ୍କର ପାଞ୍ଚ ପୁତ୍ରର ନାମ କଣ ?

ଉତ୍ତର–ଯୁଧିଷ୍ଟିର , ଧୀମ , ଅର୍ଜ୍ଜୁନ , ନକୁଳ , ସହଦେବ ।

4–ଶ୍ରୀକୃଷ୍ନ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର–ଦ୍ୱାପର

5–ସମୁଦ୍ର ପାର ହେବା ପାଇଁ ହନୁାମନ କେଉଁଠାରୁ ଡିଆଁ ମାରିଥିଲେ ?

ଉତ୍ତର–ମହେନ୍ଦ୍ର ପର୍ବତରୁ

6–ରାବଣ କେଉଁ ଅସ୍ତ୍ରରେ ମରିଥିଲେ ?

ଉତ୍ତର–ବ୍ରାହ୍ମାସ୍ତ୍ର

7–କେଉଁ ଦେଶର ନାମ ଅଯୋଦ୍ଧା ଥିଲା ?

ଉତ୍ତର–କୋଶଳ


8–ରାଜା ଜନକ କେଉଁଠି ରାଜୁତି କରୁଥିଲେ ?

ଉତ୍ତର–ମିଥିଳା

9–ରାବଣର ପ୍ରଥମ ନାରୀର ନାମ କଣ ?

ଉତ୍ତର–ମନ୍ଦୋଦରୀ

10–ରାବଣର ପିତା କିଏ ?

ଉତ୍ତର–ବିଶ୍ରବା ଋଷି

11–ହନୁମାନଙ୍କର ପିତାଙ୍କର ନାମ କଣ ?

ଉତ୍ତର–ପବନ

12–କେଉଁ ହିନ୍ଦୁ ଦେବତା ସର୍ବଦା ଜୋତା ପିନ୍ଧିଥାନ୍ତି ?

ଉତ୍ତର–ସୂର୍ଯ୍ୟଦେବତା13–ଭରତଙ୍କର ରାଜଧାନୀର ନାମ କଣ ଥିଲା ?

ଉତ୍ତର–ନନ୍ଦିଗ୍ରାମ

14–ମନ୍ଦୋଦରୀ କାହାର କନ୍ୟା ଥିଲେ?

ଉତ୍ତର–ମାୟା

15–ରାମଙ୍କ ସୈନ୍ୟ ଲଙ୍କା ଯିବା ପାଇଁ କିଏ ପୋଲ ତିଆରି କରିଥିଲେ ?

ଉତ୍ତର–ବିଶ୍ୱକର୍ମାଙ୍କ ପୁତ୍ର ନଳ

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।