Odisha News Portal

ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବେ……….

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବସ୍ୟକ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ଆପଣ ମାନେ ଭାରତ ବିଷୟରେ ଅନେକ କଥା ଜାଣିଛନ୍ତି ଏଠାରେ କଣ ହୁଏ , ନହୁଏ ପ୍ରତ୍ୟେକ ବିଷୟରେ ଆପଣଙ୍କର ଜ୍ଞାନ ରହିଛି । ମାତ୍ର ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ଜ୍ଞାନ ସମ୍ବଦ୍ଧିତ କଥା ବିଷୟରେ କହିବୁ , ଯାହାକୁ ଆପଣ ମାନେ ନିଶ୍ଚିତ ଜାଣିବା ଆବଶ୍ୟକ ।

କାରଣ ଏମିତି କିଛି କଥା ରହିଥାଏ ଯାହାକୁ ଆମେ ମାନେ ଜାଣିନଥାଉ ମାତ୍ର ସେହି କଥା ସମ୍ବଦ୍ଧରେ ଆମର ଜାଣିରଖିବା ନିତାନ୍ତ ଆବସ୍ୟକ ଅଟେ । କାରଣ ବେଳେ ବେଳେ ସେହି ସମସ୍ତ କଥା ବା ପ୍ରଶ୍ନ ପାଇଁ ଆମେ ମାନେ ଅନ୍ୟ ଆଗରେ ଲଜ୍ଜ୍ୟାର ପାତ୍ର ହୋଇଥାଉ ।

ତେଣୁ ଏପରି କିଛି ଆମ ସହିତ ନହେଉ ଅର୍ଥାତ ଆମେ କେହି ସମୟରେ କାହା ଆଗରେ ଅପମାନିତ ନହେବା ସେଥିପାଇଁ କିଛି ସାଧାରଣ ଜ୍ଞାନ ସମ୍ବଦ୍ଧରେ ଆମର ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ସେହିୁପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ଭାରତରେ ସମ୍ବିଧାନର ପିତା କାହାକୁ କୁହାଯାଏ ?

ଉତ୍ତର–ଭୀମ ରାଓ ଆମ୍ବେଦକର

2–ଆମ ଦେଶରେ କେବେ ପ୍ରଥମେ ସାଧାରଣ ନିର୍ବାଚନ ହୋଇଥିଲା ?ଉତ୍ତର–1952

3–ଆମ ଦେଶରେ ପ୍ରଥମେ କେବେ ଭୋଟ କାଳି ବ୍ୟବହାର କରାଗଲା ?

ଉତ୍ତର–1962

4–ଆମ ଦେଶର ସମ୍ବିଧାନ କେବେ କାର୍ଯ୍ୟକାରୀ ହୋଇଥିଲା ?

ଉତ୍ତର–26 ଜାନୁଆରୀ 1950
5–କେଉଁ ସମ୍ବିଧାନ ସଂଷୋଧନରେ ଭୋଟ ଦେବା ବୟସ 21 ରୁ 18 ହେଲା ?

ଉତ୍ତର–ଧାରା 61

6–କେବେ ଠାରୁ ଏହି 18 ବର୍ଷ ବୟସର ବ୍ୟକ୍ତି ମାନେ ଭୋଟ ଦେବା କାର୍ଯ୍ୟ ଆରମ୍ଭ ହେଲା ?

ଉତ୍ତର–1989

7–ପ୍ରଥମେ କେବେ ଇଲେକଟ୍ରନିକ ଭୋଟିଂ ମେସିନ ବ୍ୟବହାର କରାଗଲା ?

ଉତ୍ତର–1982

8–ଯେତେବେଳେ ରାଷ୍ଟ୍ରପତି ପଦ ଶୂନ ପଡିଲେ ସେତେ ବେଳେ ଉପରାଷ୍ଟ୍ରପତି ସର୍ବାଧିକ କେତେ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରନ୍ତି ?

ଉତ୍ତର :- 6 ମାସ l

9–ଅଚାନ କମାର ୱାଇଲଡ ଲାଇଫ ସଂକେଚେରୀ କେଉଁ ରାଜ୍ୟ ରେ ଅବସ୍ଥିତ ?

ଉତ୍ତର. ମୁଙ୍ଗେଲି, ଛତିଶଗଡ l

10–ଆମ ଦେଶ ରେ କିଏ ଆର୍ଥିକ ଜରୁରୀ ପରିସ୍ଥିତି ଜାରି କରନ୍ତି ?

ଉତ୍ତର. ରାଷ୍ଟ୍ରପତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।