Odisha News Portal

ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଆପଣ ଜାଣିବା ନାହାତି ଆବଶ୍ୟକ ?

0 180

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ , ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନରେ ଆଗକୁ ଯାଇ ତାହାର ଉପଯୋଗ କରି ପାରିବେ । ମଣିଷ ପାଖରେ ଯେତେ ବି ଜ୍ଞାନ ଥାଉ ନାଁ କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତି କରାଇ ଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଆପଣ ଜାଣିବା ନାହାତି ଆବଶ୍ୟକ । କାହିଁକି ନାଁ ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ପାଖରେ ତ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କ ପାଖରେ ସାଧାରଣ କିଛି ଜ୍ଞାନ ନଥାଏ ।

 

ଆମେ ଯେତେ ବି ଜ୍ଞାନ ଅର୍ଜନ କରିଲେ ମଧ୍ୟ ବେଳେ ବେଳେ ଏମିତି କିଛି ସାକ୍ଷାତକାର ବା ଇଣ୍ଟରଭ୍ୟୁରେ ଅତି ସାଧାରଣ ପ୍ରଶ୍ନ ର ମଧ୍ୟ ଉତ୍ତର ଦେଇ ପାରିନଥାଏ ।

ଆଉ ଯେଉଂ କାରଣରୁ ବା କିଛି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରିନଥିବାକୁ ଆମର ବହୁତ ବଡ କ୍ଷତି ବି୍ ହୋଇଥାଏ ଏବଂ ଆସୁଥିବା ଚାକିରି ବି ଆମ ହାତରୁ ଚାଲିଯାଇ ଥାଏ । ଆଜି ଆମେ ଜାଣିବା ଭାରତର କିଛି ସାଧାରଣ ଜ୍ଞାନ ବିଷୟରେ । ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟରେ ।

1. ସ୍ବାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ହୋଇଥିଲେ ?
ଉତ୍ତର- ପଣ୍ଡିତ ଜବାହରଲାଲ ନେହେରୁ ।

2. ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ଥିଲେ ?
ଉତ୍ତର – ସର୍ଦ୍ଧାର ବଲ୍ଲଭଭାଇ ପଟେଲ୍ ।

3. ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ ?
ଉତ୍ତର – ଡଃ. ସର୍ବପଲ୍ଲୀ ରାଧାକୃଷ୍ଣ ।

4. ଭାରତର ପ୍ରଥମ ବିଲାତ ଯାତ୍ରୀ କିଏ ?
ଉତ୍ତର – ରାଜାରାମ ମୋହନ ରାଓ ।

5. ନୋବେଲ୍ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?
ଉତ୍ତର – ରବିନ୍ଦ୍ର ନାଥ ଟାଗୋର ।

6. ଭାରତରତ୍ନ ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?
ଉତ୍ତର – ଡଃ. ସର୍ବପଲ୍ଲୀ ରାଧାକୃଷ୍ଣ ।
7. ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର – ଡଃ. ରାଜେନ୍ଦ୍ର ପ୍ରସାଦ ।

8. ଭାରତୀୟର ଜାତୀୟ କଂଗ୍ରେସର ପ୍ରଥମ ବାଚସ୍ପତି କିଏ ହୋଇଥିଲେ ?
ଉତ୍ତର – ଉମେଶ ଚନ୍ଦ୍ର ବାନାର୍ଜୀ ।

9. ସମ୍ବିଧାନ ସଭାର ପ୍ରଥମ ଅଧ୍ୟକ୍ଷ କିଏ ହୋଇଥିଲେ ?
ଉତ୍ତର – ଡଃ. ରାଜେନ୍ଦ୍ର ପ୍ରସାଦ ।

10. ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ?
ଉତ୍ତର – ଅବୁଲି କାଲାମ୍ ଆଜାଦ୍ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।