Odisha News Portal

Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯ ଲୋକ ହେଲେ ଫେଲ୍ , କଣ ଆପଣ କହିପାରିବେ କି ?

0 302

ଆମେ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଛେ ଆଜିର ଦୁନିଆ ଶିକ୍ଷା କ୍ଷେତ୍ରରେ କେତେ ଆଗୁଆ କେତେ ସମୃଦ୍ଧ । ଆଜି ଆଉ କେହି ବି ଅଶିକ୍ଷିତ ନାହାଁନ୍ତି ,ଆମେ ଯଦି ଦେଖିବା ଆଜିକାଲି ଯିଏ ଅଟୋ ଚଳାଉଥିବ ସେ ମଧ୍ୟ ଇଂରାଜୀରେ କଥା କହୁଥିବ । ତେବେ ଆଜିର ଦୁନିଆରେ ପାଠ ପଢିବା , ଶିକ୍ଷିତ ହେବା ଏବଂ ଭଲ ଚାକିରି ଟିଏ ପାଇବା ବହୁତ କଷ୍ଟ ହୋଇ ଗଲାଣି ।

ଯଦି ଆମେ ମାନେ ଦେଖିବା ବର୍ତ୍ତମାନ ଯୁଆଡେ ଗଲା ବେଳକୁ ଲୋକମାନେ ଆମ ବୁଦ୍ଧିର ପରୀକ୍ଷା କରୁଛନ୍ତି , ଆଉ ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା ।

ଯଦି କୌଣସି ଚାକିରି ପାଇଂ ଏଣ୍ଟ୍ରାନ୍ସ ଦେବା ପାଇଁ ୟାଉଛେ ତାହେଲେ ସେଠାରେ ବି ଆମର ବୁଦ୍ଧି ତଥା ଜ୍ଞାନର ପରୀକ୍ଷା କରୁଛନ୍ତି । ଆମକୁ ସେହି ସବୁର ଉତ୍ତର ଆମ ବୁଦ୍ଧି ମାଧ୍ୟମରେ ହିଁ କେବଳ ଦେବାକୁ ପଡିଥାଏ । ସେହି ସବୁ ପ୍ରଶ୍ନ ଉତ୍ତର ବହୁତ ମଜାଳିଆ ହୋଇଥାଏ ଯାହାର ଉତ୍ତର ଖେଜିବା ପାଇଁ ଆମକୁ ଭଲ ଲାଗିଥାଏ । ତାହେଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଆମ ଜୀବନରେ ଜେନେରାଲ୍ ନୋଲେଜ୍ ର କେତେ ମାତ୍ରାରେ ଆବଶ୍ୟକତା ରହିଛି ।

ମଣିଷ ପାଖରେ ଯେତେ ଜ୍ଞାନ ଥାଉ ନାଁ କାହିଁକି ତା ପାଖରେ ସାଧାରଣ ଜ୍ଞାନ ରହିବା ନିହାତି ଆବଶ୍ୟକ ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତ କରାଇଥାଏ । ଆଜି ଆମେ ଆପଣଙ୍କୁ ଭାରତ ସଂପର୍କିତ କିଛି ସାଧାରଣ ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ଯାହା ଜାଣିବା ଆପଣଙ୍କ ନିହାତି ଜରୁରୀ ।

1. ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର – ଡଃ ରାଜେନ୍ଦ୍ର ପ୍ରସାଦ ।

2. ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ ?
ଉତ୍ତର – ଡ- ସର୍ବପଲ୍ଲୀ ରାଧାକୃଷ୍ଣ ।

3. ସ୍ବାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ?
ଉତ୍ତର – ପଣ୍ଡିତ ଜବାହରଲାଲ ନେହେରୁ ।

4 . ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ?
ଉତ୍ତର – ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ।

5. ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ?
ଉତ୍ତର- ଡଃ ଅବୁଲକାଲାମ୍ ଆଜାଦ୍ ।

6.ଭାରତର ପ୍ରଥମ ବାଚସ୍ପତି କିଏ ?
ଉତ୍ତର – ଗଣେଶ ବାସୁଦେବ ମାଭଲଙ୍କର ।

7. ଭାରତର ପ୍ରଥମ ବିଲାତ ଯାତ୍ରୀ କିଏ ?
ଉତ୍ତର – ରାଜା ରାମମୋହନ ରାଓ ।

8. ସମ୍ବିଧାନ ସଭାର ପ୍ରଥମ ଅଧ୍ୟକ୍ଷ କିଏ ?
ଉତ୍ତର – ଡ- ରାଜେନ୍ଦ୍ର ପ୍ରସାଦ ।

9. ନୋବେଲ୍ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?
ଉତ୍ତର – ରବିନ୍ଦ୍ରନାଥ ଟାଗୋର ।

10. ସମ୍ବିଧାନ ସଭାର ପ୍ରଥମ ଅସ୍ଥାୟୀ ଅଧ୍ୟକ୍ଷ କିଏ ?
ଉତ୍ତର – ଡ- ସଚିଦାନନ୍ଦ ସିହ୍ନା ।

 

11. ସ୍ବାଧୀନ ଭାରତର ପ୍ରଥମ ତଥା ଅନ୍ତିମ ଭାରତୀୟ ଗଭର୍ଣ୍ଣର ଜେନେରାଲ୍ କିଏ ?
ଉତ୍ତର – ରାଜଗୋପାଳ ଚାରୀ ।

12. ଭାରତ ରତ୍ନ ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?
ଉତ୍ତର- ଡ- ସର୍ବପଲ୍ଲୀ ରାଧାକ୍ରିଷ୍ଣ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।