Odisha News Portal

ନନ୍ଦିଘୋଷ ରଥରେ ମୋଟ କେତୋଟି ଚକ ବ୍ୟବହାର କରାଯାଇଥାଏ ? ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ?

ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି , ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା । ଏବେକା ସମୟରେ ଆମ ମାନଙ୍କର ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି ।

କାହିଁକିନା ଏହି ସାଦାରଣ ଜ୍ଞାନ ମାଧ୍ୟମରେ ଆମେ ବହୁତ କିଛି ଜାଣିବାକୁ ପାଇପାରିବା , ଏହା ସାଧାରଣ ଜ୍ଞାନ ହେଲେ ମଧ୍ୟ ଏହାର ବହୁତ ମହତ୍ତ୍ୱ ରହିଛି । କାରଣ ଏହି ଜ୍ଞାନ ପରବର୍ତ୍ତୀ ସମୟରେ ଆମ ମାନଙ୍କର ବହୁତ କାମରେ ଆସିଥାଏ । ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି।

ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି । ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ମାନେ ହୁଏତ ଜାଣିଥିବେ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ ।

1–ନନ୍ଦିଘୋଷ ରଥକୁ କେଉଁ ରଙ୍ଗର କପଡା ପିନ୍ଧା ଯାଇଥିଲା ?

ଉତ୍ତର–ଲାଲ ଓ ହଳଦିଆ

2–ଗରୁଜ ଧ୍ୱଜ ରଥକୁ କେଉଁ ନାମରେ ଜଣାଯାଇଥାଏ ?

ଉତ୍ତର–ନନ୍ଦିଘୋଷ

3–ଜଗନ୍ନାଥ ମନ୍ଦିର ଅନ୍ୟ କେଉଁ ନାମରେ ମଧ୍ୟ ଜଣାଯାଇଥାଏ ?

ଉତ୍ତର–ବଡ ଦେଉଳ

4–ନନ୍ଦିଘୋଷ ରଥରେ ବ୍ୟବହାର ହେଉଥିବା ପତାକାର ନାମ କଣ ?

ଉତ୍ତର–ତ୍ରିଲୋକ୍ୟ ମୋହିନୀ

5–ନନ୍ଦିଘୋଷ ରଥ ବା ପ୍ରଭୁ ଜଗନ୍ନାଥଙ୍କର ରକ୍ଷକ କିଏ ଅଟନ୍ତି ?

ଉତ୍ତର–ଗରୁଡ

6–ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ୱାରା କରାଯାଇଥିଲା ?

ଉତ୍ତର–ଅନନ୍ତ ବର୍ମା ଚୋଡଗଙ୍ଗଦେବ

7–ଜଗନ୍ନାଥ ମନ୍ଦିର ଉପରେ କାହିଁକି ପକ୍ଷୀ ମାନଙ୍କୁ ଉଡୁଥିବାର ଦେଖାଯାଏ ନାହିଁ ?

ଉତ୍ତର–ଗରୁଡଙ୍କର ଉପସ୍ଥିତି ଯୋଗୁଁ

8–ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଧାରଣ କରିବାର ପରମ୍ପରା ପ୍ରଥମେ କେଉଁ ରାଜାଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ?

ଉତ୍ତର–କପିଲେନ୍ଦ୍ର ଦେବ

9–ନନ୍ଦିଘୋଷ ରଥରେ ମୋଟ କେତୋଟି ଚକ ବ୍ୟବହାର କରାଯାଇଥାଏ ?

ଉତ୍ତର–12 ଗୋଟି

10–ନନ୍ଦିଘୋଷ ରଥ ମୋଟ କେତେ ଖଣ୍ଡ କାଠରେ ତିଆରି ହୋଇଥାଏ ?

ଉତ୍ତର–832 ଖଣ୍ଡ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।