Odisha News Portal

Intresting GK Question – ସମ୍ରାଟ ଅଶୋକଙ୍କର ପିତାଙ୍କର ନାମ କଣ ଥିଲା ? ଏହି ସାଧାରଣ ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଭଲ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ ।

ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ ।

ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ।

1–ମୋର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଟା କିଏ କରିଥିଲେ ?

ଉତ୍ତର–ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

2–ଚାଣକ୍ୟ କାହାର ପ୍ରଧାନ ମନ୍ତ୍ରୀ ଥିଲେ ?

ଉତ୍ତର–ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

3–ଚାଣକ୍ୟ ଅନ୍ୟ କେଉଁ ନାମରେ ପରିଚିତ ?

ଉତ୍ତର–ବିଷ୍ନୁଗୁପ୍ତ

4–ଅର୍ଥସାସ୍ତ୍ର କିଏ ରଚନା କରିଥିଲେ ?

ଉତ୍ତର–ବିଷ୍ନୁଗୁପ୍ତ

5–ଚାଣକ୍ୟଙ୍କର ଅର୍ଥଶାସ୍ତ୍ରରେ କେଇଁ ବିଷୟରେ ଜାଣିବାକୁ ମିଳିଥାଏ ?

ଉତ୍ତର–ବିଷ୍ନୁଗୁପ୍ତ

6–ସମ୍ରାଟ ଅଶୋକଙ୍କର ପିତାଙ୍କର ନାମ କଣ ଥିଲା ?

ଉତ୍ତର–ବିନ୍ଦୁସାର

7–ବିନ୍ଦୁସାରଙ୍କର ପିତାଙ୍କର ନାମ କଣ ?

ଉତ୍ତର–ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

8–ମୌର୍ଯ୍ୟ ବଂଶର ଶେଷ ଶାସକ କିଏ ଥିଲେ ?

ଉତ୍ତର–ବୃହଦ୍ରଥ


9–ବାବର କାହାର ବଂଶଧର ଥିଲେ ?

ଉତ୍ତର–ତୈମୁର ସଙ୍ଗ

10–ଲାଲକିଲ୍ଲୀ କେଉଁଠାରେ ନିର୍ମିତ ହୋଇଥିଲା ?

ଉତ୍ତର–ଦିଲ୍ଲୀ

11–ଆକବର କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର- ଅମରକୋଟ

12–ରାମଚରିତ ମାନସର ରଚୟିତା କିଏ ?

ଉତ୍ତର–ତୁଳସୀ ଦାସ

13–ଶାହାଜାହାନଙ୍କର ମୃତ୍ୟୁ କେବେ ହୋଇଥିଲା ?

ଉତ୍ତର–1666 ମସିହା

14–ମୋଗଲ ଶାସନ ସମୟରେ ମୁସଲମାନ ପିଲା ମାନେ ସ୍କୁଲ ଶିକ୍ଷା ସମାପ୍ତି ପରେ କେଉଁଠାରେ ଅଧ୍ୟୟନ କରୁଥିଲେ ?

ଉତ୍ତର–ମଦ୍ରାସାରେ

15–କେଉଁ ରାଜପୁତ ମାନେ ମୋଗଲ ଶାସକ ବଶତା ସ୍ୱୀକାର କରି ନଥିଲେ ?

ଉତ୍ତର–ଶିସୋଦୀୟ