Intresting GK Question – ସମ୍ରାଟ ଅଶୋକଙ୍କର ପିତାଙ୍କର ନାମ କଣ ଥିଲା ? ଏହି ସାଧାରଣ ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଭଲ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ ।
ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ ।
ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ।
1–ମୋର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଟା କିଏ କରିଥିଲେ ?
ଉତ୍ତର–ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
2–ଚାଣକ୍ୟ କାହାର ପ୍ରଧାନ ମନ୍ତ୍ରୀ ଥିଲେ ?
ଉତ୍ତର–ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
3–ଚାଣକ୍ୟ ଅନ୍ୟ କେଉଁ ନାମରେ ପରିଚିତ ?
ଉତ୍ତର–ବିଷ୍ନୁଗୁପ୍ତ
4–ଅର୍ଥସାସ୍ତ୍ର କିଏ ରଚନା କରିଥିଲେ ?
ଉତ୍ତର–ବିଷ୍ନୁଗୁପ୍ତ
5–ଚାଣକ୍ୟଙ୍କର ଅର୍ଥଶାସ୍ତ୍ରରେ କେଇଁ ବିଷୟରେ ଜାଣିବାକୁ ମିଳିଥାଏ ?
ଉତ୍ତର–ବିଷ୍ନୁଗୁପ୍ତ
6–ସମ୍ରାଟ ଅଶୋକଙ୍କର ପିତାଙ୍କର ନାମ କଣ ଥିଲା ?
ଉତ୍ତର–ବିନ୍ଦୁସାର
7–ବିନ୍ଦୁସାରଙ୍କର ପିତାଙ୍କର ନାମ କଣ ?
ଉତ୍ତର–ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
8–ମୌର୍ଯ୍ୟ ବଂଶର ଶେଷ ଶାସକ କିଏ ଥିଲେ ?
ଉତ୍ତର–ବୃହଦ୍ରଥ
9–ବାବର କାହାର ବଂଶଧର ଥିଲେ ?
ଉତ୍ତର–ତୈମୁର ସଙ୍ଗ
10–ଲାଲକିଲ୍ଲୀ କେଉଁଠାରେ ନିର୍ମିତ ହୋଇଥିଲା ?
ଉତ୍ତର–ଦିଲ୍ଲୀ
11–ଆକବର କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର- ଅମରକୋଟ
12–ରାମଚରିତ ମାନସର ରଚୟିତା କିଏ ?
ଉତ୍ତର–ତୁଳସୀ ଦାସ
13–ଶାହାଜାହାନଙ୍କର ମୃତ୍ୟୁ କେବେ ହୋଇଥିଲା ?
ଉତ୍ତର–1666 ମସିହା
14–ମୋଗଲ ଶାସନ ସମୟରେ ମୁସଲମାନ ପିଲା ମାନେ ସ୍କୁଲ ଶିକ୍ଷା ସମାପ୍ତି ପରେ କେଉଁଠାରେ ଅଧ୍ୟୟନ କରୁଥିଲେ ?
ଉତ୍ତର–ମଦ୍ରାସାରେ
15–କେଉଁ ରାଜପୁତ ମାନେ ମୋଗଲ ଶାସକ ବଶତା ସ୍ୱୀକାର କରି ନଥିଲେ ?
ଉତ୍ତର–ଶିସୋଦୀୟ