ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ । ତେବେ ଆପଣ ମାନେ ପ୍ରାୟତଃ ପ୍ରତ୍ୟେକ ଦିନ କିଛି ନା କିଛି ପ୍ରଶ୍ନ ବିଷୟରେ ଶୁଣୁଥିବେ ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ । କାହିଁକିନା ବେଳେ ବେଳେ ଏମିତି ହୋଇଥାଏ କି ଆମେ ସମସ୍ତ କଥା ଜାଣିଥାଉ ମାତ୍ର ସେହି କଥାକୁ ଯଦି କେହି ଆମକୁ ଆମ ସାମ୍ନାରେ ହଠାତ କରି ପଚାରିଦିଏ ତେବେ ଆମେ ମାନେ ତାହାର ଉତ୍ତର ପ୍ରଦାନ କରିପାରିନଥାଉ । ତେବେ ସେହି ଲୋକ ଆଗରେ ଆମେ ମାନେ ଅପମାନିତ ହୋଇଥାଉ ସେ ବ୍ୟକ୍ତିଟି ମଧ୍ୟ ଭାବୁଥିବେ କି ପିଲାଟି ଏତେ ପଠା ପଢି କରି ସାମାନ୍ୟ ପ୍ରଶ୍ନର ଉତ୍ତର ପ୍ରଦାନ କରିପାରିଲା ନାହିଁ । ଏହା ତ ଆମ ମାନଙ୍କ ସହିତ କେବେ ନା କେବେ ହୋଇଥିବ । କାହିଁକିନା ସମସ୍ତେ ଯେତେ ପାଠ ପଡିଲେ ମଧ୍ୟ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ନାହିଁ ।
କାରଣ ଜ୍ଞାନ କେବେ ସରେ ନାହିଁ ତାହା ସବୁବେଳେ ଅଧୁରା ରହିଥାଏ । ତେବେ ଆମେ ମାନେ ଆପଣ ମାନଙ୍କୁ ଏହି ସେହି କିଛି ଅଧୁରା ଜ୍ଞାନରୁ ଶହେରୁ କିଛି ମାତ୍ରାର ପ୍ରଶ୍ନ ବିଷୟରେ କହିବୁ , ଯାହାକୁ ଦିନେ ନା ଦିନେ ଆପଣଙ୍କର କାମରେ ନିଶ୍ଚିତ ରୂପରେ ଆସିବ ।
ତେବେ ଆପଣ ମାନେ ଯେତେବେଳେ ବି ଯାହା ପଢୁଛନ୍ତି ତେବେ ତାହାକୁ ଟିକେ ଧ୍ୟାନ ସହକାର ପଢନ୍ତୁ ଏବଂ ତାହାକୁ ସର୍ବଦା କରି ମନେ ରଖନ୍ତୁ । କାରଣ ସମସ୍ତ ପ୍ରକାର ଜ୍ଞାନ ଆମର ସର୍ବଦା ଦରକାର ହୋଇଥାଏ ଏହା ସହିତ ଆମେ ସମସ୍ତ ଜ୍ଞାନର ଅଧିକାରୀ କେବେବି ହୋଇପାରିବା ନାହିଁ କାରଣ ଜ୍ଞାନ ସର୍ବା ଅସରନ୍ତି ଅଟେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ଯାହାକୁ ଆପଣ ମାନେ ଜାଣି ରଖିବା ନିତାନ୍ତ ଅବଶ୍ୟକ ଅଟେ ।
1–ତାହା କଣ ଯାହାକୁ କେବଳ ଆପଣ ହିଁ ଦେଖି ପାରିବେ ଆପଣଙ୍କ ବ୍ୟତୀତ କେହି ଦେଖିପାରିବେ ନାହିଁ
ଉତ୍ତର–ସ୍ୱପ୍ନ
2–ତାହା କେଉଁ ଗୀତ ଯାହାକୁ ସାରା ଦୁନିଆର ଲୋକମାନେ ଗାଇଥାନ୍ତି
ଉତ୍ତର–Happy birthday to you
3–ତାହା କେଉଁ ଫଳ ଯାହାକୁ ଆମେ ମାନେ କେବେବି କିଣି ପାରିନଥାଉ
ଉତ୍ତର–ପରିଶ୍ରମର ଫଳ
4–କେଉଁ ଗଛର କାଠ ନଥାଏ
ଉତ୍ତର–କଦଳୀ ଗଛ
5–ତାହା କେଉଁ କଳା ଏବଂ ଲମ୍ବା ଜିନିଷ ହୋଇଥାଏ ଯାହାକୁ ଝିଅ ମାନେ ବହୁତ ହିଁ ପସନ୍ଦ କରିଥାନ୍ତି
ଉତ୍ତର–ଲମ୍ବା କେଶ
6–ତାହା କଣ ଯାହାକୁ ଝିଅ ମାନେ ପୁଅ ମାନଙ୍କ ଅପେକ୍ଷା ଅଦିକ ସମୟ କରିବା ପାଇଁ ଚାହାନ୍ତି
ଉତ୍ତର–ସପିଙ୍ଗ
7–ତାହା କେଉଁ ଜିନିଷ ଯାହା ଦୁନିଆର ସମସ୍ତ ମଣିଷଙ୍କର କଳା ହୋଇଥାଏ
ଉତ୍ତର–ଛାଇ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।