ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ମାନେ ଆଗରୁ ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଶୁଭଶ୍ରୀ ମହାପାତ୍ର ନାମକ ମହିଳା ଜଣକର ଫୋଟ ଏବେ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ପପିଲାର ହେବା ପାଇଁ ଶୁଭଶ୍ରୀ ଏହିଭଳି ଫୋଟ ଗୁଡିକ ଭାଇରାଲ କରୁଥିବାର କଥା ମଧ୍ୟ କୁହାଯାଉଛି | ଆଉ ସେହି କଥାକୁ ବିରୋଧ କରି ଲାଇଫ ଆସିକି ଶୁଭଶ୍ରୀ ତା ଙ୍କର ମନ ଭିତରେ ଥିବା କଥା କୁ କହିଛନ୍ତି ଆଉ ଫୋଟ ପଛରେ ଥିବା ସତ ଘଟଣା ବିଷୟରେ ଭାଇରାଲ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି କି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସମାଜ ସେବୀ ମାନେ ଆଗକୁ ଆସିଥାନ୍ତି | ଆଉ ସେମାନେ ଲୋକ ମାନଙ୍କୁ ସେବା କରିକି ମନ ରେ ଖୁସି ପାଇଥାନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି | ଆଉ ଏଠାରେ ସେହି ଭଳି ଏକ ସମାଜ ସେବିକା ଙ୍କ ବିଷୟରେ କୁହାଯାଉଛି ସେ ହେଉଛନ୍ତି ଶୁଭଶ୍ରୀ ମହାପାତ୍ର | ଆଉ ତାଙ୍କର କିଛି ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି କେଉଁଭଳି ଭାବରେ ଶୁଭଶ୍ରୀ ଙ୍କର ଲୋକ ମାନଙ୍କୁ ସେବା କରୁଥିବାର କିଛି ଭିଡିଓ ଦେଖିବାକୁ ମିଳିଛି |
ଆଉ ଯେଉଁଠି କୁହାଯାଇଛି କି ଶୁଭଶ୍ରୀ ପପୁଲାର ହେବା ପାଇଁ ଏମିତି କିଛି କରିଛନ୍ତି ବୋଲି | କିନ୍ତୁ ତାହାକୁ ସେ ମିଛ ବୋଲି କହିଛନ୍ତି ଆଉ ସେ କହିଛନ୍ତି କି ଫୋଟ କୁ ଭାଇରାଲ କରେଇବା ପଛରେ ଥିବା ପ୍ରକୃତ ରହସ୍ୟ ଟି ହେଉଛି କି ଲୋକ ମାନେ ତାଙ୍କର ଏହିଭଳି ଫୋଟ କୁ ଦେଖିବା ପରେ ଗରିବ ଲୋକ ମାନଙ୍କୁ ସାହାଯ୍ୟ କିରିବା ପାଇଁ ସେମାନଙ୍କର ମଧ୍ୟ ମନରେ ଇଚ୍ଛା ହେବ ବୋଲି କହିଛନ୍ତି | ଆଉ ଜଣେ ଲୋକ ମଧ୍ୟ ଶୁଭଶ୍ରୀ ଙ୍କର ସାହାଯ୍ୟ ର କଥା କହିଛନ୍ତି |
ଆଉ ଯେଉଁଠି ଲୋକ ଜଣଙ୍କୁ କ୍ୟାନ୍ସର ହେବା ଫଳରେ ଲୋକ ଜଣ କ ମରି ଯାଇଛନ୍ତି | ଆଉ ଯାହାଙ୍କର 4 ଜଣ ପିଲା ମଧ୍ୟ ଅଛନ୍ତି | ଆଉ ଯାହା ଜଣା ପଡିଛି କି ବିଧବା ମା ଓ ସ୍ତ୍ରୀ ଙ୍କୁ ନେଇକି ବହୁତ ଦୁଃଖ କଷ୍ଟ ରେ ସେମାନଙ୍କର ପରିବାର ଚାଲୁଥିଲା ବେଳେ ସାହାଯ୍ୟ କରିବା ପାଇଁ ବାହାରି ପଡିଛନ୍ତି ଶୁଭଶ୍ରୀ ଆଉ ତାଙ୍କର ପରିବାରକୁ ସାହାଯ୍ୟ ମଧ୍ୟ ଯୋଗାଇଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।