Health Tips – ଗ୍ୟାସ ସମସ୍ୟା ଦୂର କରିବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ । Dr. Sharmila

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ରୋଗ ର ସମସ୍ୟା ଦେଖାଯାଇଥାଏ । ସେଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ମେଡିସିନର ସେବନ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଗ୍ୟାସ ଭଳି ସମସ୍ୟା ସମସ୍ତଙ୍କ ଠାରେ ଦେଖାଯାଉଛି । ତେବେ ଏହି ଗ୍ୟାସ ସମସ୍ୟାକୁ ଆପଣ ମାନେ ଚାହିଁଲେ ଦୂର କରି ପାରିବେ , ସେଥିପାଇଁ ଆପଣ ମାନଙ୍କୁ ଆପଣଙ୍କ ଲାଇଫ୍ ଷ୍ଟାଇଲରେ ପରିବର୍ତ୍ତନ ଆଣିବାକୁ ପଡିବ । ସାଧାରଣତଃ ଜ୍ୱର , ଥଣ୍ଡା , ପତଳା ଝାଡା ହେବା ଦ୍ୱାରା ଶରୀରରୁ ଟକସିନ କ୍ଲିନ କରିଦେଇଥାଏ । ଯଦି ଆପଣଙ୍କ ଠାରେ ଗ୍ୟାସ ଭଳି ସମସ୍ୟା 2 – 3 ଦିନ ଧରି ରହିଲା ତା ପରେ ଠିକ୍ ହୋଇଗଲା ତ ଏହା କ୍ରନିକ ଡିଜିଜ୍ ।

ସ୍କିନ ଡିଜିଜ୍ ଦେଖାଗଲେ ମଧ୍ୟ ଏହା 5 – 6 ଦିନ ରହି ଆମ ଶରୀରରୁ ଟକ୍ସିନ କୁ ବାହାର କରିଥାଏ । ଡାଇବେଟିସ , ହାଇପୋଟେସନ ଆଦି କ୍ରନିକ ଡିଜିଜ୍ ଭାବେ ଶରୀରରେ ରହିଥାଏ , ଏହା ଆମ ଶରୀରରୁ ସମ୍ପୂର୍ଣ୍ଣ ଭାବରେ ଦୂର ହେବା ପାଇଁ ଟାଇମ ଲାଗିଥାଏ । ସେହିପରି ଗ୍ୟାସ ସମସ୍ୟା ମଧ୍ୟ ଦୂର କରିବା ବହୁତ କଷ୍ଟ ହୋଇଥାଏ । ତେଣୁ ଏହାକୁ କଣ୍ଟ୍ରୋଲ କରି ରଖିବା ଆମ ବହୁତ ଲାଭ ଦାୟକ ହୋଇଥାଏ । ଯଦି ଏହି ଗ୍ୟାସ ସମସ୍ୟା କଣ୍ଟିନ୍ୟୁ ଧରି ରହିଲା , ତେବେ ଏହାକୁ କଣ୍ଟ୍ରୋଲ କରିବା ପାଇଁ ପ଼ଡିବ । ପ୍ରତିଦିନ ସକାଳୁ ଉଠି ପାଣି ପିଅନ୍ତୁ , ଖରାବଳେ ଯଦି ଫ୍ରେସ ଦହି ଅଛି ତେବେ ତାହାକୁ ଖାଆନ୍ତୁ ।

ଏହାଛଡା ଆପଣ ମାନେ ସର୍ବଦା ଟେନସନ ଫ୍ରି ରହିବା ପାଇଁ ଚେଷ୍ଟା କରନ୍ତୁ , କାରଣ ଆଜିର ଦିନରେ ଟ୍ରେସ ଗୋଟିଏ ଏମିତି ସମସ୍ୟା ତାହା ଆମର ସବୁ ପ୍ରକାର ହରୋମନକୁ ଇନବାଲାନ୍ସ କରିଥାଏ । ତେଣୁ ଆପଣ ମାନେ ସର୍ବଦା ଟେନସନ ଫ୍ରି ରହିବା ସହିତ 8 ଘଣ୍ଟା ସୁଖ ନିଦ୍ରା ନେବା ଅତ୍ୟନ୍ତ ଜରୁରୀ ଅଟେ । ଟେନସନ ଫ୍ରି ରହିବା ଅତ୍ୟନ୍ତ ଜରୁରୀ ଏବଂ ସକାଳେ ପ୍ରତିଦିନ ଏକ୍ସାସାଇଜ୍ କରିବା ମଧ୍ୟ ଅନ୍ତ୍ୟତ ଜରୁରୀ ଅଟେ ।

ସକାଳେ ଆଲକାଲାଇନ ଫୁଡ୍ , ମଝିରେ ହାଏ କ୍ୟାଲେରି ଫୁଡ୍ ଏବଂ ରାତିରେ ଲାଇଟ୍ ଫୁଡ୍ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ଦିନ ଅପେକ୍ଷା ରାତିରେ ଅଳ୍ପ ଖାଇ ଶୋଇବା ଉଚିତ୍ କାରଣ ରାତିରେ ଆମ ସେଲ ଗୁଡିକ ରେଷ୍ଟ ନେଇଥାନ୍ତି । ତେଣୁ ରାତିରେ ଅଳ୍ପ ଖାଦ୍ୟ ଖାଇବା ଆମ ଶରୀରର ପାଇଁ ଲାଭଦାୟକ ହୋଇଥାଏ । ଗ୍ୟାସ ସମସ୍ୟାକୁ ଆପଣ ମାନେ ଚାହିଁଲେ କଣ୍ଟ୍ରୋଲ ରଖିପାରିବେ , ଏଥିପାଇଁ ଆପଣଙ୍କୁ ନିଜର ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ସହିତ ପ୍ରତିଦିନ ୟୋଗା କରିବା ବହୁତ ଭଲ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment