Gas,Acidity ରୁ ମୁକ୍ତି ପାଇବାର ଉପାୟ – ସପ୍ତାହରେ ୨ଥର ପିଅନ୍ତୁ ( ଗ୍ୟାସ୍ ) ମୂଳରୁ ଶେଷ ହୋଇଯିବ…Health ଟିପ୍ସ

ଆଜିର ଦିନରେ ଖରାପ୍ ଜୀବନଶୈଳୀ ଖରାପ୍ ଖାଦ୍ୟପେୟ କାରଣରୁ ପେଟ ଖରାପ୍ ହେବା ପେଟ ସଫା ନହେବା କବଚ ଭଳି ଆଦି ସମସ୍ୟା ଦେଖିବାକୁ ମିଳିଥାଏ। ଆମ ଶରୀରର ପାଚନ କ୍ରିୟା ମାନେ ଡାଇଜେଶନ୍ ସିଷ୍ଟମ୍ ସାହାଯ୍ୟରେ ଆମର ସବୁ ଅଙ୍ଗକୁ ଏନର୍ଜି ମିଳିଥାଏ। ସେଥିପାଇଁ ଯେତେବେଳେ ଆମକୁ ପାଚନ ସମନ୍ଧିତ କିଛି ବି ସମସ୍ୟା ହୋଇଥାଏ ତେବେ ତାହର ସିଧା ପ୍ରଭାବ ଶରୀର ମେ ଅନ୍ୟ ଅଙ୍ଗ ଊପରେ ପଡିଥାଏ। ଏଥି ପାଇଁ ପେଟ ସଫା ହେବା ନିହାତି ଜରୁରୀ ହୋଇଥାଏ।
ଯେଉଁ ମାନଂକ ପେଟ ସଫା ହୋଇ ନଥାଏ ବା ଯେଉଁ ମାନଙ୍କର ସବୁ ସମୟରେ କବଚ ମେ ସମସ୍ୟା ରହିଥାଏ ସେତେବେଳେ ଖାଉଥିବା ଭୋଜନର କିଛି ଅବସିଷ୍ଠାଂଶ ଆମ ପେଟରେ ହିଁ ରହି ଯାଇଥାଏ ଯାହାକି ଶରୀରର ସଢ଼ି ପେଟରେ ଗ୍ୟାସ ଓ ଏସିଡର ମାତ୍ରକୁ ବଢ଼ାଇ ଥାଏ। ତେବେ ଯେଉଁମାନେ ବହୁତ୍ ଦିନ ଧରି ଏହି ସମସ୍ୟାରେ ପିଡିତ ହୋଇ ରହିଛନ୍ତି ସେମାନଙ୍କ ପାଇଁ ଆମେ ଆଜି ଏପରି ୩ଟି ପ୍ରାକୃତିକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ସବୁ ଦିନ ପାଇଁ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

୧. ପ୍ରଥମେ ଆପଣ ଗ୍ୟାସ ଉପରେ ଏକ ପ୍ୟାନ୍ ବସାଇ ଏଥିରେ ଦୁଇ ଚାମଚ୍ ଜିରା ଏବଂ ଏକ ଚାମଚ ଗୋଟା ଧନିଆ ପକାନ୍ତୁ। ଏବେ ଏହାକୁ ହାଲକା ଭାଜି ନିଅନ୍ତୁ। ଏହା ହାଲକା ଭାଜି ହୋଇ ଗଲା ପରେ ଆପଣ ଏଥିରେ ଦୁଇ ଚାମଚ ଜୁଆଣି ପକାନ୍ତୁ। ଏହା ପରେ ଏ ସବୁକୁ ଭଲ ଭାବରେ ଭାଜି ନିଅନ୍ତୁ ଏବେ ଗ୍ୟାସ ବନ୍ଦ କରି ଏସବୁକୁ ଥଣ୍ଡା କରି ନିଅନ୍ତୁ।ଏବେ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ ଟିକିଏ କଳା ଲୁଣ ହଳଦୀ ଗୁଣ୍ଡ, ସୁଣ୍ଠି ଗୁଣ୍ଡ, ପୋଦିନା ପାଉଡର ମିଶାଇ ଦିଅନ୍ତୁ। ଗୋଟିଏ ଗ୍ଲାସ୍ ଗରମ୍ ପାଣିରେ ଏଥିରୁ ଏକ ଚାମଚ ମିଶାଇ ଦଶ ମିନିଟ୍ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଏବଂ ରାତିରେ ଶୋଇବା ସମୟରେ ସେବନ କରନ୍ତୁ।
୨. ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଏକ ଚାମଚ ତ୍ରୀଫଳା ଚୁର୍ଣ୍ଣକୁ ମିଶାଇ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଏହାପରେ ଏହାକୁ ଆପଣ ରାତି ମରେ ଶୋଇବା ପୂର୍ବରୁ ସେବନ କରି ପାରିବେ।
ପେଟକୁ ସଫା କରିବା ପାଇଁ ଆପଣଙ୍କୁ ଏହି ରେମେଡିକୁ ସପ୍ତାହକୁ ଦୁଇ ଥର ପିଇବା ପାଇଁ ପଡିବ।

୩. ଏକ କପ୍ ହାଲକା ଉଷୁମ ପାଣିରେ ଫାଳେ ଲେମ୍ବୁର ରସ ମିଶାଇ ମିଶାଇ ଦିଅନ୍ତୁ । ଏବେ ସେଥିରେ ଟିକିଏ କଳା ଲୁଣ ଏବଂ ଏକ ଚାମଚ୍ ଜଡ଼ା ତେଲ ମିଶାଇ ଦିଅନ୍ତୁ। ସକାଳୁ ଉଠିବା ପରେ ନର୍ମାଲ ଏକ ଗ୍ଲାସ୍ ପାଣି ପିଇ ସାରି ଏହି ରେମେଡିକୁ ସେବନ କରି ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment