ଗର୍ଭଧାରଣର ସଠିକ୍‌ ସମୟ କ’ଣ ? | Dr. Suryashil Mate

କେବଳ ଜଣେ ନାରୀ ହିଁ ଜାଣିଥିବେ ଗୋଟିଏ ସନ୍ତାନ ଜନ୍ମ କରିବା ର କଷ୍ଟ କଣ ହେଇଥାଏ,କାରଣ ସେମାନଙ୍କୁ ହିଁ ଜଣା ଥାଏ କଣ କରିଲେ ପିଲ୍ଲା ଟି ସୁସ୍ଥ ଓ ସବଳ ଜନ୍ମ ନେଇଥାନ୍ତି ଏହା କେହି କେହି ନ ଜାଣି ମଧ୍ୟ ଡାକ୍ତର ଙ୍କ ପରାମର୍ଶ ନେଇଥାନ୍ତି ଓ ଡାକ୍ତର ଏମାନଙ୍କର ଗର୍ଭ ଧାରଣ ବିଷୟରେ କୋହହିଥାନ୍ତି |

ଡାକ୍ତର ଙ୍କ କହିବା ଅନୁଯାୟୀ ଯଦି ଜଣେ ମହିଳା ଙ୍କ ପେରିଅଡ ସଠିକ ସମୟରେ ସାଇକେଲ ହୋଥିବ ତାହାଲେ ସିଏ ଅତି ଶୀଘ୍ର ଗର୍ଭ ଧାରଣ କରିବା ପାଇଁ ସକ୍ଷମ ବୋଲି କୁହାଯାଏ, କାରଣ ମଣିଷ ଶରୀର ରେ ଡିମ୍ବାଶୟ 24 ଘଣ୍ଟା ରେ ଥିରେ ଜାତ ହେଇଥାଏ,ଏହି ସମୟରେ ଯଦି ସେ ସମ୍ଭୋଗ କରିଥାଏ ତାହାଲେ ସେ ତାହାର ସାଇକଲ ପ୍ରକ୍ରିୟା ସଠିକ ଅଛି ବୋଲି ନିଜେ ଜାଣିବା ସଙ୍ଗେ ସଙ୍ଗେ ତାହାର ସ୍ୱାମି ଙ୍କୁ ମଧ୍ୟ ସମ୍ଭୋଗ ପାଇଁ ରାଜି କକରେଇ ଥାଏ, କାରଣ 24 ଘଣ୍ଟା ଆଗରୁ ଯଦି ଆପଣ ସମ୍ଭୋଗ କରିଥାନ୍ତି ତାହାଲେ ସେ ସମୟର ଥିବା ଆପଣଙ୍କ ଡିମ୍ବାଶୟ ସଠିକ କାମ କରିଥାଏ ବୋଲି କୁହା ଯାଏ , କାରଣ କିଛି ମହିଳା ଅଛନ୍ତି ତାଙ୍କର କେତେବେଳେ ମେନ୍ସ ହେଇଥାଏ ତାହା ଜାଣି ମଧ୍ୟ ସେମାନେ ଭୁଲ କରିଥାନ୍ତି ଯାହା ଦ୍ୱରା ଡିମ୍ବାଶୟ ନଷ୍ଟ ହେବା ସହିତ ବହୁତ କଷ୍ଟ ମଧ୍ୟ ସହିବାକୁ ପଡିଥାଏ |

ମହିଳା ମାନଙ୍କର ପରିୟଡ଼ ସମୟ ମାନି ନିୟନ୍ତୁ 28 ଦିନ ରୁ 30 ହେଇଥାଏ ଏହି ଦିନ ମାନଙ୍କ ରେ ସେମାନଙ୍କୁ ବିଭିନ୍ନ ପ୍ରକାର ର ସମସ୍ୟା ସମ୍ମୁଖୀନ ହବାକୁ ପୋଡି ଥାଏ, କାରଣ ଏମାନେ ଜାଣିଛନ୍ତି ତାଙ୍କର ସାର୍କଲ ସମୟ ଭିତରେ ସେମାନେ ଯଦି ସମ୍ଭୋଗ କରିବେ ତାହାଲେ ସେମାନଙ୍କର ଗର୍ଭ ଧାରଣ କରିବା ର ଶକ୍ତି ସେମାନଙ୍କୁ ମିଳିଯାଇଥାଏ କାରଣ ଏହି ସମୟରେ ହେଉଛି ଡିମ୍ବାଶୟ ଜାତ କରିବା ର ସଠିକ ସମୟ କାରଣ ପ୍ରତେକ 24 ଘଣ୍ଟା ରେ ଥରେ ମାତ୍ର ଡିମ୍ବାଶୟ ଜାତ ହେଇଥାଏ ଯଦି ଏହି ସମୟରେ ସେମାନଙ୍କକର ପରିଓଡ଼ ଆରମ୍ଭ ହଇଯିବ ତାହେଲେ ପୁଣି 12 ରୁ 16 ଦିନ ମଧ୍ୟ ରେ ତାହା ପୁଣି ଆରମ୍ଭ ହେବ |

ସେଥିପାଇଁ ଏହି କିଛି ଦିନ ସେମାନେ ସମ୍ଭୋଗ ରୁ ନିଜକୁ ବଞ୍ଚେଇ ରଖିବା ସହିତ ଆଗକୁ ଏମିତି ଭୁଲ କେମିତି ହେବ ନାହଁ ତାହା ଜାଣିବା ରଖିବା ପାଇଁ ଏହି ସାର୍କଲ ଦିନ ମାନ ମନେ ରଖିବା ନିହାନ୍ତି ଜରୁରୀ ବୋଲି କୁହାଯାଏ, ମହିଳା ମାନଙ୍କର ଏହି ଭଳି ସାର୍କଲ ପ୍ରକ୍ରିୟା ପ୍ରତେକ ମାସ ରେ ହେଇଥାଏ ଯାହାoକୁ ସାଧାରଣ ଭାଷା ରେ କେହି କେହି ମେନ୍ସ ମଧ୍ୟ କହିଥାନ୍ତି ଏହାକୁ କେହି କେହି ଋତୁ ସ୍ରାବ ମଧ୍ୟ୍ୟ କହିଥାନ୍ତି ଏହା ହବା ଯଦି କେହି ମହିଳା ଜାଣିପାରୁନାହାନ୍ତି, ତାହାଲେ ସେ ତାଙ୍କର ୟୁରିନ ଟେଷ୍ଟ କରବା ଆବଶ୍ୟକ ବୋଲି କୁହା ଯାଏ,ଏହି ପରି ଭାବରେ ନିୟମ ପାଳନ କରିଲେ ଜଣେ ଗର୍ଭ ଧାରଣ ସଠିକ ସମୟରେ କରିପାରିବ|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment