Gupta Samasya – ଗର୍ଭାବସ୍ଥା ସମୟରେ ଯଦି ଶାରୀରିକ ସମ୍ପର୍କ ରଖୁଛନ୍ତି, ତେବେ ପିଲାଟି ବିକଳାଙ୍ଗ ହେବ 100% ଜାଣନ୍ତୁ କଣ କରିବେ…

ସାମୁଦ୍ରିକ ଶାସ୍ତ୍ରରେ ବିବାହିତା ମହିଳା ତଥା ସେମାନଙ୍କ ବୈବାହିକ ଜୀବନ ଠାରୁ ଆରମ୍ଭ କରି ସହବାସ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଆମେ ସାମୁଦ୍ରିକ ଶାସ୍ତ୍ରରେ ଜାଣିବାକୁ ପାଇଥାଉ । ସେଥିରେ ସ୍ୱାମୀ ସ୍ତ୍ରୀ ମାନଙ୍କର ସମସ୍ତ ସମସ୍ୟା ର ସମାଧାନ ରହିଛି ଏବଂ ଆପଣ ମାନେ କେଉଁ କେଉଁ ଦିନ ସହବାସ କରିବା ଉଚିତ ନୁହଁ ଏବଂ କେଉଁ ଦିନ ମାନଙ୍କରେ ସମ୍ପର୍କ ସ୍ଥାପନ କଲେ ଉତ୍ତମ ଫଳ ମିଳିଥାଏ । ଗର୍ଭବସ୍ଥା ସମୟରେ ଏହି ସବୁ ଜିନିଷ ଜାଣିବା ବହୁତ ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ତଥ୍ୟ ବିଷୟରେ ।

କହି ରଖୁଛି କି ଗର୍ଭବସ୍ଥା ସମୟରେ ସେମିତି କିଛି ନିୟମ ନଥାଏ କି ଆପଣ ସେକ୍ସ କରିପାରିବେ ନାହିଁ , କିନ୍ତୁ ଶାରୀରିକ ସମ୍ପର୍କ ରଖିବାରେ ସେମିତି ଯଦି ସେମିତି କିଛି ନିବାରଣ ଲକ୍ଷଣ ଦେଖାଯାଏ , ତେବେ ସହବାସ କରିବା ଭୁଲ ନୁହେଁ । କିନ୍ତୁ ଧ୍ୟନ ରଖିବେ ସାଧାରଣତଃ ଗର୍ଭବସ୍ଥାର 3 ମାସ ଏବଂ ପରେ 2 ମାସ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ , କାରଣ ଏହି ସମୟ ମଧ୍ୟରେ ଫୁଲଟି ଟିକେ ତଳକୁ ଖସି ଆସିଥାଏ । ଯାହା ଫଳରେ ମହିଳା ମାନଙ୍କୁ ଟିକିଏ କଷ୍ଟ ଅନୁଭବ ହୋଇଥାଏ ।

ଅନେକ ମହିଳା ମାନଙ୍କ ଠାରେ ଗର୍ଭବସ୍ଥା ସମୟରେ ବହୁତ ରକ୍ତସ୍ରାବ ହୁଏ ତ ସେହି ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହଁ । ଏହା ବ୍ୟତୀତ ମହିଳା ମାନଙ୍କର ପେଟ ବ୍ୟଥା ହେଉଥିଲେ ବା ଯନିରେ ଦରଜ ହେଉଥିଲେ , ଖାସ କରି ମହିଳା ମାନଙ୍କର ତଳ ଭାଗ ଯଦି ଅଳ୍ପ କିଛି ଫୁଲିକି ଦରଜ ଥାଏ ତାହେଲେ ଆଉ ଶାରୀରିକ ସମ୍ପର୍କ ରଖିବେ ନାହିଁ । ଗର୍ଭବତୀ ମହିଳା ମାନଙ୍କ ଠାରେ ବା ସାଧାରଣ ମହିଳା ମାନଙ୍କ ଠାରେ ଏହି ସବୁ ସମସ୍ୟା ରହିଥିଲେ ସହବାସ କରିବା ଉଚିତ ନୁହଁ । ଏପରି କଲେ ମହିଳା ମାନଙ୍କୁ ଅନେକ କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ ।

ଶାସ୍ତ୍ର ଅନୁସାରେ ଏହି ଦିନ ମନାଙ୍କରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ହୋଇଥାଏ , ସେହି ଦିନ ଗୁଡିକ ହେଲେ ଅମାବାସ୍ୟା, ପୂର୍ଣ୍ଣିମା , ଚନ୍ଦ୍ରଗ୍ରହଣ , ସୂର୍ଯ୍ୟପରାଗ ଏବଂ ମାସିକ ଋତୁସ୍ରାବ ପରବର୍ତ୍ତୀ 4 ଦିନରେ ସହବାସ ରଖିବା ଅନୁଚିତ ଅଟେ । ସମୁଦ୍ର ଶାସ୍ତ୍ରରେ ଆହୁରି ମଧ୍ୟ କୁହାଯାଇଛି କି ମହାଶିବରାତ୍ରୀ , ନବରାତ୍ରୀ ଏବଂ ଦୀପାବଳି ଦିନ ମାନଙ୍କରେ ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ରଖିବା ବର୍ଜନ କରାଯାଇଛି । ଏହି ସବୁ ନିତୀ ନିୟମ ମାନି ଚଳିଲେ ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ ।

କୌଣସି ଭୁଲ ବଶଃତ ଆପଣ ଏହି ସବୁ ଦିନ ମନାଙ୍କରେ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ଏହାର ପ୍ରଭାବ ସିଧାସଳଖ ଗର୍ଭରେ ବଢୁଥବା ଶିଶୁ ଉପରେ ପଡିଥାଏ । ତେଣୁ ସେଥିପ୍ରତି ସତର୍କ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment