ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଆଉ ହସି ହସି ବେଦମ ହୋଇଯିବେ ମଧ୍ୟ। ତେବେ ବନ୍ଧୁଗଣ ଏହି ଭିଡ଼ିଓ ଟିରେ ଆପଣ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ଏକ ଗାଉଁଲି ଝିଅ ଭାବରେ ଦେଖିବା ପାଇଁ ପାଇବେ, ଯେଉଁ ଠାରେ ସେ ଗାଁ ଝିଅ ହୋଇ ମାଟି ପାତ୍ର ପ୍ରସ୍ତୁତି କରୁଛନ୍ତି ଆଉ ଗାଁ ଲୋକ ଙ୍କ ସହ ଖୁବ ମଜା ମସ୍ତି ମଧ୍ୟ କରୁଛନ୍ତି।
ତେବେ ବନ୍ଧୁଗଣ ଆପଣ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଓଡ଼ିଆ ଅଭିନୟ ଦୁନିଆ ର ଏକ ପରିଚିତ ମୁଁହ ଅଟନ୍ତି। ସେ ଉଭୟ ସିନେମା ଓ ସିରିଏଲ ରେ କାମ କରୁଛନ୍ତି ଏହା ସହ ତାଙ୍କର ଅନେକ ଆଲବମ ଗୀତ ଆସୁଥିବା ର ମଧ୍ୟ ଆପଣ ଦେଖୁ ଥିବେ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ତାହା ମଧ୍ୟ ଗୋଟିଏ ଆଲବମ ଗୀତ ର ସୁଟିଂ ପର ର ଦୃଶ୍ୟ ଅଟେ। ତେବେ ତାଙ୍କ ର ନୂଆ ଆଲବମ ପାଇଁ ସେ ଗାଁ ରେ ସୁଟିଂ କରୁଥିଲେ। ତେବେ ସୁଟିଂ ସରିବା ପରେ କିନ୍ତୁ ସେ ଗାଁ ରେ କିଛି କୁଆଲିଟି ସମୟ ବିତାଇଛନ୍ତି।
ତେବେ ଆପଣ ଏହି ଭିଡ଼ିଓ ଟି ରେ ଆମ ଅଭିନେତ୍ରୀ ଙ୍କୁ ଜଣେ ଗାଉଁଲି ଝିଅ ଭାବରେ ଦେଖିବା କୁ ପାଇବେ ଯିଏକି ଜଣେ କୁମ୍ଭାର ର ଝିଅ ଭାବରେ ମାଟି ରୁ ମାଟି ପାତ୍ର ସବୁ ପ୍ରସ୍ତୁତ କରୁଥିବା ରୁ ଆପଣ ଦେଖିବା କୁ ପାଇବେ। ତେବେ ଏହା ଛଡା ସେ ଗାଁ ରେ ଖୁବ ମଜା ମସ୍ତି କରୁଥିଲେ ସେହି ଲୋକଙ୍କ ସହ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ମଧ୍ୟ। ତେବେ ଆପଣ ମାନେ ମଧ୍ୟ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଆପଣ ଙ୍କୁ ଖୁସି ଲାଗିବା ସହ ଶ୍ରଦ୍ଧା ଙ୍କ ର ରୂପ ଦେଖିଲେ ହସ ଲାଗିବ ମଧ୍ୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।