Odisha News Portal

ଗପ ହେଲେବି ସତ ଫିଲ୍ମରେ ଶିଶୁ କଳାକାର ଆକାଶ ବର୍ତ୍ତମାନ ସମୟରେ କ’ଣ କରୁଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ଅଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଛୋଟ କଳାକାର ମାନେ ଅଭିନୟ କରିବାର ନଜର ଆସିଥାନ୍ତି ଏବଂ ସେମାନେ ବଡ ହୋଇ ଜଣେ ସୁପରଷ୍ଟାର ହିରୋ ଭାବରେ ପରିଗଣିତ ହୋଇଥାନ୍ତି । ଆଜି ଆମେ ଜାଣିବା ଜଣେ ଛୋଟ କଳାକାର ବିଷୟରେ , ଆପଣ ମାନେ ଜାଣିଥିବେ କି ବର୍ଷାଙ୍କର ଗପ ହେଲେ ବି ସତ ନିଶ୍ଚିତ ଭାବରେ ଦେଖିଥିବେ । ଗପ ହେଲେବି ସତ ଫିଲ୍ମୀରେ ଅନୁଭବ ଙ୍କ ଚରିତ୍ରରେ ଚାଇଲ୍ଡ ଆକ୍ଟର ଭାବେ କାମ କରୁଥିବା ଆକାଶକୁ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଫିଲ୍ମୀରେ ଅଭିନୟ କରୁଥିବା ଆକାଶ ଙ୍କ ପ୍ରକୃତ ନାମ ହେଉଛି ରାହୁଲ । ଆଜି ଆମେ ଜାଣିବା ରାହୁଲ ଙ୍କ ଜୀବନି ଓ ସେ ବର୍ତ୍ତମାନ ସମୟରେ କଣ କରୁଛନ୍ତି ।

ଗପ ହେଲେବି ସତ ଅନୁଭବ ଏବଂ ବର୍ଷା ଙ୍କ ଫିଲ୍ମୀ ନିଶ୍ଚିତ ଭାବରେ ଦେଖିଥିବେ , ଅନୁଭବଙ୍କ ଚରିତ୍ରରେ ଚାଇଲ୍ଡ ଆକ୍ଟର ଭାବେ ଆକାଶ କାମ କରୁଥିଲେ । ଆକାଶଙ୍କ ପ୍ରକୃତ ନାମ ହେଉଛି ରାହୁଲ , ବର୍ତ୍ତମାନ ସମୟରେ ରାହୁଲ କୌଣସି ଫିଲ୍ମୀରେ ନଜର ଆସୁ ନାହାନ୍ତି । ରାହୁଲ ଙ୍କ କହିବା ଅନୁସାରେ ଆଗାମୀ ସମୟରେ ସେ ହିରୋ ହେବାପଇଁ , ସେଥିପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ରାହୁଲ ବହୁତ ସୁନ୍ଦର ଡ୍ୟାସ ସାଙ୍ଗକୁ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରିଥାନ୍ତି । ଏହା ସହିତ ନିଜର ପାଠ ପଢାକୁ ମଧ୍ୟ ଜାରି ରଖିଛନ୍ତି , ବର୍ତ୍ତମାନ ସେ ଜିମ ଯାଉଛନ୍ତି ଏବଂ ସେଠାରେ ଠେର ସାରା ମଜା ମସ୍ତି ମଧ୍ୟ କରୁଥିବାର ନଜର ଆସୁଛନ୍ତି ।

ଏଥି ସହିତ ସେ ଜିମ ଯାଉଛନ୍ତି ଏବଂ ସେଠାରେ ଉଠାଇ ଥିବା କେତୋକ ଫୋଟ ନିଜର ସୋସିଆଲ ଆକାଉଣ୍ଡରେ ସେୟାର କରିଛନ୍ତି । ଆଗାମୀ ଦିନ ମାନଙ୍କରେ ସେ କିପରି ହିରୋ ହେବେ ସେଥିପ୍ରତି ପ୍ରସ୍ତୁତି ଜାରି ରଖିଛନ୍ତି । ରାହୁଲ ଜିମ କରୁଥିବାର ଅନେକ ଫୋଟ ନିଜର ସୋସିଆଲ ଆକାଉଣ୍ଡରେ ପୋଷ୍ଟ କରିଛନ୍ତି ଏବଂ ସେହି ଫୋଟ ତାଙ୍କ ଫ୍ୟାନ ମାନେ ଦେଖି ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଛୋଟ କଳାକାର ଭାବେ ଅନେକ ଦର୍ଶକ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି ଏବଂ ତାଙ୍କର ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ ଆଗାମୀ ଦିନ ମାନଙ୍କରେ ହିରେ ହେବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ।

ରାହୁଲ ତାଙ୍କର ସୁନ୍ଦର ଅଭିନୟ ସହିତ ସୁନ୍ଦର ଡ୍ୟାସ କରୁଥିବାର ନଜର ମଧ୍ୟ ଆସିଥାନ୍ତି ଏବଂ ଖୁବ୍ ଶୀଘ୍ର ଆଗାମୀ ସମୟରେ ହିରୋ ଭାବରେ ନଜର ଆସିବାକୁ ଯାଉଛନ୍ତି । ଅଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଛୋଟ କଳାକାର ମାନେ ବଡ ହୋଇ ଜଣେ ଜଣେ ସୁପରଷ୍ଟାର ଭାବରେ ପରିଗଣିତ ହୋଇଥାନ୍ତି । ବର୍ତ୍ତମାନ ସମୟରେ ରାହୁଲ ଜିମ କରୁଥିବାର କିଛି ଫୋଟ ନିଜର ସୋସିଆଲ ଆକାଉଣ୍ଡରେ ପୋଷ୍ଟ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।