Odisha News Portal

ଗଞ୍ଜେଇ ନିଶାରେ ନିଜକୁ ନଂପୁସକ କରିଦେଲେ, ଦେଖନ୍ତୁ ଭିଡିଓ ରେ କ’ଣ କହୁଛନ୍ତି ବ୍ୟକ୍ତି ଜଣକ

ସୋନିଟ ପୁର ଜିଲ୍ଲା, ଦେକାର ଗାଁ ରେ,ମେ 19 ତାରିଖ ରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହା ଯିଏ କେହି ଜାଣିଲେ ତା ଛାତି ଥରୀ ଉଠିବ |ଆପଣ ମାନେ ନିଶା ରେ ଅନେକ ଲୋକ ଅନେକ ଘଟଣା ଘଟାଇଥିବା ର କଥା ଶୁଣିଥିବେ ହେଲେ ଏମିତି ଏକ ଅଭାବନୀୟ ଘଟଣା ଯାହା ସତରେ ନିଜକୁ ସ୍ତବ୍ଧ କରିଦେଉଛି |

ଆସାମ ର ସୋନିଟ ପୁର ଜିଲ୍ଲା ର ଦେକାର ଗାଁ ରେ ବାସ କରୁଥିବା ମୋହମ୍ମଦ ସାହାଜୁଲ ଅଲ୍ଲି ନାମ କ ଜଣେ ଯୁବକ ଗଞ୍ଜେଇ ନିଶା ରେ ନିଶାଶକ୍ତ ହଇ ନିଜର ଯୌନାଙ୍ଗ କାଟିଦେବାର ଘଟଣା ସାମ୍ନା କୁ ଆସିଛି, ସେ ଖାଲି ଗଞ୍ଜେଇ ନୁହେଁ ଆହୁରି ମଧ୍ୟ ବହୁତ ପ୍ରକାରର ମାରାତ୍ମକ ନିଶା ଦ୍ରୋବ୍ୟ କରୁଥିବା କଥା ମଧ୍ୟ ଜଣା ଯାଇଛି, ସେ 2003 ମସିହା ରେ ସିଂହ ସହିତ ଗୋଟିଏ ରାତି ଶୋଇବା ର ବିଷୟ ବେଶ ଚର୍ଚ୍ଚା ରହିଛି, ସେ ଖାଲି ନିଶା କରୁନଥିଲେ ସେ ମାନସିକ ରୋଗରେ ପୀଡିତ ଥିବାର କଥା ତାଙ୍କ ପୁଅ କହିଛନ୍ତି |

ମୋହମ୍ମଦ ସାହାଜୁଲ ଏକ ଇଣ୍ଟରଭିଉ ରେ କହିଥିଲେ ଗଞ୍ଜେଇ ଖାଇବା ଏକ ପାପ କାମ ଯାହା ପାଇଁ ମୁଁ ମୋର ପ୍ରାୟଶ୍ଚିତ କରିଛି ମୋ ଯୌନା ଅଙ୍ଗ କାଟିଛି, ତାଙ୍କ ପୁଅ ଙ୍କ କଥା ଅନୁଯାୟୀ ବାପା ଏକ ମାନସିକ ରୋଗରେ ପୀଡିତ ଅଛନ୍ତି ବୋଲି ସେ କହିଛନ୍ତି ସେ ଆଉ ମଧ୍ୟ କହିଛନ୍ତି 2003 ମସିହାରେ ଏକ ଜଙ୍ଗଲ ରେ ଗୋଟିଏ ରାତି ବାପା ସିଂହ ସହିତ ରାତି କୋଟାଇ ସେ ବହୁତ ଚର୍ଚ୍ଚା ଥିଲେ ବୋଲି କହିଛନ୍ତି | ହେଲେ ଗଞ୍ଜେଇ ନିଶା ରେ ସେ ଏତେ ବୁଡି ରହିଥିଲେ ଯେ ତାଙ୍କୁ ଯିଏ କେହି କହିଲେ ମଧ୍ୟ ସେ କାହା କଥା ଶୁଣୁ ନଥିଲେ କି ମାନୁ ନଥିଲେ, ଓ ଧୀରେ ଧୀରେ ଏହି ନିଶା ବଡ଼ି ନିଜର ବହୁତ ବଡ ସର୍ବନାଶ କରିବବୋଲି ସେ ଜାଣି ନଥିଲା ବୋଲି ତାଙ୍କ ପୁଅ କହିଛନ୍ତି |

ନିଶା ରେ ଯେ ଜଣେ ବ୍ୟକ୍ତି ନିଜକୁ ଏତେ ମାତ୍ର ରେ ହଜେଇ ଦେଇଛି ତାହା ଆଜି ଦେଖିଲେ ଜଣା ପଡୁଛି, ନିଶା ରେ ରହି ନିଜକୁ ନପୁଂଶୋକ କରିଦେବା ଘଟଣା ଏବେ ସବୁଆଡେ ଚର୍ଚ୍ଚା ର ବିଷୟ ହୋଇଛି |ନିଶା ରେ ଯେ ଜଣେ ବ୍ୟକ୍ତି ନିଜକୁ ଏତେ ମାତ୍ର ରେ ହଜେଇ ଦେଇଛି ତାହା ଆଜି ଦେଖିଲେ ଜଣା ପଡୁଛି, ନିଶା ରେ ରହି ନିଜକୁ ନୋପୁଂଶୋକ କରିଦେବା ଘଟଣା ଏବେ ସବୁଆଡେ ଚର୍ଚ୍ଚା ର ବିଷୟ ହୋଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।