Odisha News Portal

ଦେଖନ୍ତୁ ଭିଡ଼ିଓ : ଗାଧୋଉ ଥିବା ସମୟରେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର, ପୁରା ଭିଡ଼ିଓ ଦେଖିଲେ ହୋସ ଉଡିଯିବ….

ପ୍ରତିଦିନ ଆମ ସମାଜରେ ଅନେକ ଘଟଣା ଘଟି ଥାଏ। ତେବେ ସେହି ସବୁ ଘଟଣା ବିଷୟରେ ଆମେ ଅବଗତ ହୋଇପାରୁ ଆଜି କାଲି ସୋସିଆଲ ମିଡିଆ ରେ , ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ଘରେ ବସି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଶୁଣିଥାଉ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଯାହା ଜାଣିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ବିଷୟରେ ଶୁଣିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଘଟଣାଟି ହେଉଛି ଜଣେ ଲୋକ ନଈକୁ ଗାଧେଇ ଯାଇଥିବା ସମୟରେ କୁମ୍ଭୀର ଟାଣି ନେଇ ଥିବାର ଖବର ମିଳିଛି। ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ

ଏଭଳି ଏକ ଘଟଣା ଘଟିଛି , କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ ଜଗନ୍ନାଥପୁର ଗ୍ରାମରେ, ତେବେ ସୂଚନା ଅନୁସାରେ ଜଗନ୍ନାଥପୁର ଗ୍ରାମର ଜଣେ ୫୧ ବର୍ଷୀୟ ବ୍ୟକ୍ତି ଗାଧେଇବା ପାଇଁ ପାଖରେ ଥିବା ବ୍ରହ୍ମଣୀ ନଦୀକୁ ଦିନ ୨ ଟା ବେଳେ ଯାଇଥିଲେ। ତେବେ ଏହା ପରେ ବିଳମ୍ବ ଦେଖି ଘର ଲୋକ ଖୋଜିଥିଲେ। ଏହା ପରେ ପାଖରେ ଥିବା କେତେକ ପ୍ରତେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ସେ ଯେତେବେଳେ ଗାଧେଇବା ପାଇଁ ଯାଇଥିଲେ, ସେତେବେଳେ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ସେମାନେ ସେହି ସମୟରେ ମଧ୍ୟ କିଛି କରି ପାରିନଥିଲେ। କାରଣ ସେମାନଙ୍କ ହାତରେ ମଧ୍ୟ କିଛି କରିବା ପାଇଁ ସକ୍ଷମ ନଥିଲା। ତେଣୁ ସେମାନେ କିଛି କରି ପାରି ନଥିଲେ। ଏସବୁ କଥା ଶୁଣି ସାରିବା ପରେ ତାଙ୍କ ପରିବାର ଲୋକ ଭୟଭୀତ ହୋଇଯାଇଥିଲେ।

ତେବେ ସଙ୍ଗେ ସଙ୍ଗେ ସେମାନେ ଦମକଳ ବିଭାଗ କୁ ଖବର ଦେଇଥିଲେ। ଖୁବଶୀଘ୍ର ଦମକଳ ବିଭାଗ ଆସି ପହଁଚି ଯାଇ ଡଙ୍ଗାରେ ଖୋଜା ଖୋଜି ଆରମ୍ଭ କରି ଦେଇଥିଲେ। ଏବଂ ତାଙ୍କ ସହିତ ମଧ୍ୟ କିଛି ଗାଁ ଲୋକ ମିଶି ଖୋଜିଥିଲେ। ତେବେ ଏହା ପରେ , ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ କିଛି ଖବର ମିଳିନଥିଲା। ତେବେ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଖୋଜା ଖୋଜି ଜାରି ରହିଛି। ତେବେ ଏହା ପୂର୍ବରୁ ସରକାରଙ୍କ ତରଫରୁ ବାରମ୍ବାର ସତର୍କ କରାଯାଇଥିଲା, ଯେ ଏଭଳି ସମୟ ହେଉଛି କୁମ୍ଭୀରଙ୍କ ଅଣ୍ଡା ଦେବା ସମୟ ତେଣୁ ଯଦି ଗାଧେଇବା ପାଇଁ ଯାଉଛନ୍ତି, ତାହାଲେ ତାରଜାଲି କରି ଗାଧେଇ ଥିଲା।

ତେବେ ଏହି ସବୁ ସତର୍କ କରିବା ସ୍ୱତେ ମଧ୍ୟ ଲୋକେ ସତର୍କ ନ ହୋଇ ମୃତୁ ମୁଖରେ ପଡ଼ୁଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।