Beauty Tips – ଗାଧୋଇବା ସମୟରେ ଏହାକୁ ଥରେ ମାତ୍ର ଲଗାନ୍ତୁ ଚେହେରା ଏତେ ଗୋରା ହୋଇଯିବ ଯେ ଆପଣ ବି ଚମକି ପଡିବେ…

ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିଲେ କି ତ୍ୱଚା କୁ ନେଇକି ଆମେ ବହୁତ ଯତ୍ନ ବାନ ଥାଆନ୍ତି | ଆଉ ମୁହଁରେ ଦାଗ ଆଉ ବ୍ରଣ ଭଳି ସମସ୍ୟା ଯେମିତି ନ ଦେଖା ଯିବ ସେଥିପାଇଁ ବହୁତ ପ୍ରକାରର ଉପାୟ ମଧ୍ୟ ସମସ୍ତେ ଆପଣାଇ ଥାଆନ୍ତି | ତେବେ ମୁହଁ ସହିତ ଆପଣଙ୍କର ସ୍କିନ ରେ ମଧ୍ୟ ଯଦି କୋଳାପଣ ଦେଖାଯାଏ ତାହେଲେ ଆମେ ଚିନ୍ତିତ ଥାଉ |ଆଉ ଆମ ସ୍କିନ ରେ ଦାଗ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାରର କୋସମେଟିକ୍ସ ମଧ୍ୟ ବ୍ୟବହାର କରିଥାଉ | ଆଉ ଯାହା ଆମ ତ୍ୱଚା ପାଇଁ କେତେବେଳେ ଭଲ ତ ଆଉ କେତେବେଳେ ଖରାପ ହୋଇଥାଏ |ତେବେ ଆଜି ମୁଁ ଆପଣ ମାନଙ୍କୁ କେତେକ ସହଜ ଆଉ ଘରେଇ ଉପାଚାର ବିଷୟରର ବତେଇବା ପାଇଁ ଯାଉଛି, ଯାହାକୁ ବ୍ୟବହାର କରିକି ଆମେ ତ୍ୱଚା ଜନିତ ସମସ୍ୟା ରୁ ସବୁ ଦିନ ପାଇଁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଜାଣିବା ସହଜ ଘରେଇ ଉପଚାର2 ଟି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଆଳୁ, ଲେମ୍ବୁ, ହଦଳୀ, କଫି ପାଉଡର,ପାଉଡର ଏକ୍ଟିଭେଟର

ପ୍ରସ୍ତୁତି ପ୍ରଣାଳୀ :-

1- ତେବେ ପ୍ରଥମେ ଆମେ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଆଳୁର | ତେବେ ପ୍ରଥମେ ଆମେ ଆଳୁ ନେଇକି ତାହାର ଚୋପା ଛୋଡ଼ାଇ ଦେବା | ତାହା ପରେ ସେହି ଆଳୁକୁ ପେଷ୍ଟ ବିନେଇକି ସେଥିରୁ ରସ ବାହାର କରିନେବା |, ତାହା ପରେ ସେହି ରସ ରେ ଆମେ ମିଶାଇବା ଲେମ୍ବୁ ର ରସ ଗୋଟିଏ ହାଫ ଲେମ୍ବୁ ର ରସ କୁ ମିଶାଇବା ପରେ ସେଥିରେ ଆମେ ମିଶାଇବା ହାଫ ଚାମଚ ହଳଦୀ ଗୁଣ୍ଡ | ତାହା ପରେ ସବୁ କୁ ମିସେଇକି ଏକା ମିଶ୍ରଣ ପ୍ରସ୍ତୁତ କରିବା |

2- ଦ୍ଵିତୀୟ ଉପଚାର ପାଇଁକି ଆମକୁ ପ୍ରଥମେ ଗୋଟେ ଲେମ୍ବୁ ନେଇକି ତାହାର ସମ୍ପୂର୍ଣ୍ଣ ଭାବରେ ରସ କାଢି ନେବା ପାଇଁ ପଡିବ | ତାହା ପରେ ଆମେ ସେଥିରେ କଫି ପାଉଣ୍ଡର କୁ ମିଶାଇବା | ତାହା ପରେ ଆମେ ସେଥିରେ ଗୋଟିଏ ପାଉଣ୍ଡର ଏକ୍ଟି ଭେଟର କୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବା |

ବ୍ୟବହାର :-

ପ୍ରସ୍ତୁତ କରିଥିବା ଏହି ଉପଚାର କୁ ଆମେ ମାନେ ପ୍ରଥମେ ଲେମ୍ବୁ ର ଚୋପା ସାହାଯ୍ୟରେ ପେଷ୍ଟ ଗୁଡିକୁ ନେଇକି କଳା ପଡିଯାଇଥିବା ସ୍ଥାନରେ ଭଲ ଭାବରେ ଲଗାଇବା | ଆଉ କିଛି ସମୟ ତାହାକୁ ଶୁଖିବା ପରେ ଧୋଇଦେବା | ତାହା ପରେ ଆମେ ଆମର ତ୍ୱଚା ରେ ଗ୍ଲୋ ଦେଖି ପାରିବା |

ତେବେ ଏହିଭଳି ଭାବରେ ଆମର କଳା ଦାଗ କୁ ଦୂର କରିପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment