Odisha News Portal

ଗାଁ କୁ ଯିବା ପରେ ଏବେ ଗାଁ ରେ କ’ଣ କରୁଛନ୍ତି ଓଡ଼ିଆ ସିରିଏଲ ହିରୋ ହିରୋଇନ ଦେଖନ୍ତୁ

ବନ୍ଧୁଗଣ ଆପଣ ଜାଣିଛନ୍ତି କରନା ମହାମାରୀ ସଂକ୍ରମଣର ଗମ୍ଭୀରତା କୁ ଲକ୍ଷ୍ୟ କରି ସିନେମା ଏବଂ ଧାରାବାହିକ ର ସୁଟିଂ ଉପରେ ରାଜ୍ୟ ସରକାର ରୋକ୍ ଲଗାଇବା ପରେ ଏବେ ଏସବୁର ସୁଟିଂ ବନ୍ଦ ହୋଇ ଯାଇଛି। ଫଳରେ ଏଥିରେ ଅଭିନୟ କରୁଥିବା ଅନେକ କଳାକାର ମାନେ ଏବେ ନିଜ ନିଜ ଗାଁ କୁ ଫେରି ଯାଇଛନ୍ତି। ଆଉ ଗାଆଁ କୁ ଫେରିବା ପରେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଗାଆଁ ରେ ସେମାନଙ୍କର କିଛି ସ୍ମୃତିକୁ ସେମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ସେମାନେ ଗାଁ ରେ ସୁନ୍ଦର୍ ଭାବରେ ତାଙ୍କର ସମୟ ଏବେ ଅତିବାହିତ କରୁଥିବା ବେଳେ ସେମାନେ ସୋସିଆଲ ମିଡିଆରେ କରୁଥିବା ପୋଷ୍ଟ ଭିତରୁ ଗୋଟିଏ ପୋଷ୍ଟ ଏବେ ଆମ ହାତରେ ଲାଗିଛି।

ଆଉ ଆପଣଙ୍କୁ କହି ରଖୁଛୁ ଯେ ଏହି ପୋଷ୍ଟ ଟି ହେଉଛି ଲୋକପ୍ରିୟ ଧାରାବାହିକ ନୁଆବୋହୁ ରେ ଅଭିନୟ କରୁଥିବା ଅଭିନେତା ଜଗଜିତ ପାଲ୍ ଙ୍କ ର। ଗତକାଲି ଏହି ଅଭିନେତା ଜଣଙ୍କ ଏକ ପୋଷ୍ଟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଥିଲେ ଯାହା ବିଷୟରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ।ଏହି ପୋଷ୍ଟ ରେ ଥିବା ଫଟୋ ରେ ଏହା ଦେଖିବାକୁ ମିଳୁଛି ଯେ ଅଭିନେତା ଜଗଜିତ ପାଲ୍ ଛାତ ଉପରେ ଖରାରେ ଆମ୍ବୁଲ ସୁଖାଉ ଛନ୍ତି।ଏହି ପୋଷ୍ଟ ରେ ସେ ଲେଖିଛନ୍ତି ଯେ ଆମେ ଗାଆଁ ଠାରୁ ଯେତେ ଦୂରରେ ରହିଲେ ବି ଗାଆଁ ର ସ୍ମୃତି ସବୁବେଳେ ମନେ ରହିଥାଏ ଏବଂ ଏହା ବେଶ୍ ନିଆରା ହୋଇଥାଏ।

ଆମେ ଗାଆଁ କୁ ଆସିଲେ ଏମିତି ହିଁ ଚଳି ଥାଉ।ଗାଆଁ ର ଅନୁଭୂତି ସବୁବେଳେ ନିଆରା ଏବଂ ସ୍ମରଣୀୟ ଅଟେ। ତେବେ ଏମିତି କିଛି ଲେଖି ଅଭିନେତା ଜଗଜିତ ପାଲ୍ ତାଙ୍କ ପୋଷ୍ଟ ରେ ସେୟାର କରିଥିଲେ। ଆପଣ ମାନେ ଜାଣିଛନ୍ତି ଅଭିନେତା ଜଗଜିତ ପାଲ୍ ନୂଆବୋହୁ ସିରୀଏଲ ରେ ହିରୋ ଭୂମିକାରେ ଅଭିନୟ କରୁଛନ୍ତି।ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଏହି ପୋଷ୍ଟ ଟି ସେୟାର କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ଯଦି ସିରିଏଲ ବା ଧାରାବାହିକ ପ୍ରେମୀ ହୋଇଥିବେ ତେବେ ଆପଣ ଏହାର ମର୍ମ କୁ ବୁଝି ପାରୁଥିବେ ଏହା କେତେ ମନୋରଞ୍ଜନ ପୂର୍ଣ୍ଣ ଅଟେ ଏବଂ ଉପଭୋଗ୍ୟ ଯୋଗ୍ୟ ଅଟେ ତାହା ମଧ୍ୟ ଜାଣି ପାରୁଥିବେ।

ସେହିପରି ସମସ୍ତେ ନୂଆ ବୋହୂ ଧାରାବାହିକକୁ ବେଶ୍ ପସନ୍ଦ କରନ୍ତି। ବିଭିନ୍ନ ପ୍ରକାର ପାରିବାରିକ କାହାଣୀ ଏବଂ ସମାଜର ବାସ୍ତବ ଘଟଣା କୁ ନେଇ ପର୍ଯ୍ୟବେଶିତ ଏହି ଧାରାବାହିକ ଅଗଣିତ ଦର୍ଶକଙ୍କୁ ମନୋରଞ୍ଜନର ସୁରାକ ଯୋଗାଇଥାଏ। ତେଣୁ ଏହିଭଳି ଭାବରେ ଦର୍ଶକ ମାନେ ନିଜର ପସନ୍ଦର ସିରିଏଲ ଦେଖିବା ପାଇଁ ଉତ୍ସୁକତାର ସହ ଅନେଇ ବସିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।