Odisha News Portal

ଗଂଜେଇ ଚାଷକୁ ଭାରତରେ ମିଳିବ କି ଅନୁମତି କଣ ସତରେ ବିକାଶ ହେବ ? ଆପଣ ଙ୍କର ମତା ମତ କଣ ,?

0 4

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ କଥା ବିଷୟରେ କହିବୁ , ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ କଥାଟି ହେଉଛି ନିଶାଦ୍ରବ୍ୟକୁ ନେଇ କରି । ତେବେ ଭାରତରେ ନିସାକୁ ନେଇ ସର୍ବଦା ବିବାଦ ଲାଗି ରହିଛି , କେତେବେଲେ ଏଥିପାଇଁ ଦଙ୍ଗା ମଧ୍ୟ ହୋଇଯାଉଛି ତଥାପି ଲୋକମାନେ ନିଶାକୁ କେବେ ଛାଡି ପାରୁନାହାନ୍ତି । ଏହି ନିଶା ପାଇଁ ଅନେକ ଲୋକମାନଙ୍କର ଜୀବନ ମଧ୍ୟ ଚାଲି ଯାଉଛି । ଏମିତି ହେବା ସତ୍ତ୍ୱେ ମଧ୍ୟ ଲୋକମାନେ ନିଶାର ସେବନକୁ ବନ୍ଦ କରିପାରୁନାହାନ୍ତି ।

ତେବେ ଏହି ନିସାର ସେବନ ବିସେଷ କରି ବଡ ବଜଡ ଲୋକମାନେ ଅଦିକ ମାତ୍ରାରେ କରିନାହାନ୍ତି । ସମସ୍ତେ ପ୍ରାୟତଃ ଲୋକମାନେ ନିଶାର ସେବନ କରିଥାନ୍ତି ଷ ତେବେ ଏହି ନିଶା ବିଭିନ୍ନ ପ୍ରକାରର ହୋଇଥାଏ ସେହି ସମସ୍ତ ନିସା ମଧ୍ୟରୁ ଏବେ ଗୋଟିଏ ନିସାକୁ ଆଇନ ସମ୍ମତ କରିବା ପାଇଁ ଆନ୍ଦୋଳନ ଚାଲିଛି ।

ତେବେ ସମସ୍ତ ନିଶା ମଧ୍ୟରୁ ଗଞ୍ଜେଇ ନିଶାକୁ ଏବେ ଆଇନ ସମ୍ମତ କିରବା ପାଇଁ ଲୋକମାନେ ଜୋର ଧରିଛନ୍ତି । ଗଂଜେଇକୁ ନେଇ ନାର୍କୋଟିକ୍ ବ୍ୟୁରୋ କଡ଼ା ଅଭିମୁଖ୍ୟ ଦେଖାଉଥିବା ବେଳେ ବିପଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ଭୋଟ ଦେଇଛି ଭାରତ । 1985ର ନାର୍କୋଟିକ୍ ଡ୍ରଗ୍ସ ଆଇନ୍ ଅନୁସାରେ ଭାରତରେ ଗଂଜେଇ ଏକ ନିଷିଦ୍ଧ ନିଶାଦ୍ରବ୍ୟ । ଗଂଜେଇ ଚାଷ, ଉତ୍ପାଦନ, ପରିବହନ, ବିକ୍ରି, ସେବନ ଦଣ୍ଡଯୁକ୍ତ ଅପରାଧ ।

ଆପଣ ମାନେ ତ ଜାଣିଛନ୍ତି କି ଗଂଜେଇ ରଖିବା ଅଭିଯୋଗରେ ବଲିଉଡ୍ କଳାକାର ରିୟା ଚକ୍ରବର୍ତୀ ଓ କମେଡି କୁଇନ୍ ଭାରତୀ ସିଂହଙ୍କୁ ନିକଟରେ ଗିରଫ କରିଥିଲା ଏନ୍ସିବି । ଦୀପିକା ପାଦୁକୋନଙ୍କ ଭଳି ନାମୀ-ଦାମୀ କଳାକାରଙ୍କୁ ସମନ ହୋଇଛି, ଆଉ ସେମାନେ ଜେରାର ସମୁଖୀନ ହୋଇଛନ୍ତି ।

ମାଲକାନଗିରି ଓ କୋରାପୁଟରେ ରହିଥିବା ବିଚାରାଧୀନ କଏଦୀଙ୍କ ମଧ୍ୟରୁ ପ୍ରାୟ ଅଧା କଏଦୀଙ୍କ ବିରୋଧରେ ରହିଛି ଗଂଜେଇ ଭଳି ନିଶାଦ୍ରବ୍ୟ କାରବାର ଅଭିଯୋଗ । ଏହା ସହିତ ଆଦିବାସୀ ଇଲାକାର ଅର୍ଥନୀତିକୁ ନିୟନ୍ତ୍ରଣ କରିଥାଏ ଗଂଜେଇ । ଶାଗ କିଆରି କରି ନିଜ ନିଜ ବାଡିରେ ଗଞ୍ଜେଇ ଚାଷ କରି ସେମାନେ ନିଜର ପେଟପାଟଣା କରିଥାନ୍ତି ।

ସୁଚା ଛପାରେ ସେମାନେ ଏହି ଚାଷ କରି କେତେବେଲେ ପୋଲିସ ଠାରୁ ମାଡ ଖାଇତାନ୍ତି ତ ପୁଣି କେତେବେଳେ ଏହି ଚାଷକୁ ପୋଲିସ ନଷ୍ଟ କରିଦିଏ ତ ପୁଣି କେତେବେଳେ ଦଲାଲ ଟଙ୍କା ନ ଦେଇ ଚାଷୀଙ୍କ ଅର୍ଥ ହଡପ କରୁଛି । ତେବେ ଏହି ଚାଷକୁ ବା ଗଞ୍ଜେଇକୁ କିପରି ଆଇନ ସମ୍ମତ କରାଯିବ ସେ ନେଇ ଏବେ ଆନ୍ଦୋଳନ ଚାଲିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।