Odisha News Portal

ଆସନ୍ତା କାଲି ଠାରୁ ମାତା ଲକ୍ଷ୍ମୀ ଏବଂ ଶନି ଦେବ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି ….

ପ୍ରତ୍ୟେକ ମଣିଷ ଏହା ଚାହିଁଥାଏ କି ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଉ ବୋଲି । ଯେମିତିକି ତାର ଜୀବନରେ କୌଣସି ଅଭାବ ନରହୁ ବୋଲି । ଜ୍ୟୋତିଷଙ୍କର ଅନୁସାରେ ଏବେ ଗ୍ରହ ମାନଙ୍କର ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତା କାଲି ଠାରୁ ମାତା ଲକ୍ଷ୍ମୀ ଏବଂ ଶନି ଦେବ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି । ଯାହା ଫଳରେ କି ସେହି ରାଶି ମାନଙ୍କର ଭାଗ୍ୟ ଏବେ ଚମକିବାକୁ ଯାଉଛି । ଚେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।
1–ମେଷ ରାଶି  ଏହି ମେଷ ରାଶିର ଲୋକମାନଙ୍କର ଖରାପ ସମୟ ଏବେ ସେଷ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ନିଜର କୃପା ଦୃଷ୍ଟି ରଖିବେ ।

ଏହି ରାଶିର ବ୍ୟକ୍ତି ମାନଙ୍କ ମାନ ସମ୍ମାନର ପ୍ରାପ୍ତି ହେବ । ଆଗାମୀ ସମୟରେ ଆପଣ ମାନଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଛି । ଏହା ସହିତ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଲିପାରିବ । ଆପଣ ମାନେ ନିଜର ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ । ଘର ପରିବାରରେ ଖୁସିର ବାତାବରଣ ଲାଗି ରହିବ ।

2–କର୍କଟ ରାଶି

ଏହି କର୍କଟ ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ମହାରାଜଙ୍କର କୃପା ଦୃଷ୍ଟି ନିଶ୍ଚିତ ରୂପରେ ରହିବ । ଆପଣ ମାନଙ୍କ ଜୀବନରେ ଯାହା ସମସ୍ତ ସମସ୍ୟା ଗୁଡିକ ରହିଥିଲା , ସେହି ସମସ୍ତ ସମସ୍ୟା ଗୁଡିକର ଅନ୍ତ ଘଟିବାକୁ ଯାଉଛି । ଜ୍ୟୋତିଶ ସାସ୍ତ୍ର ଅନୁସାରେ ଆପଣ ମାନଙ୍କୁ ଆଗାମୀ ଦିନରେ ଭଲ ଲାଭ ପ୍ରାପ୍ତ ହେବ । ଆପଣଙ୍କୁ ଆପଣଙ୍କୁ କିଛି ସାଙ୍ଗ ବା ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିପାରେ । ଗୁରୁଜନ ମାନଙ୍କର ସଂପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଚାକିରୀ କରୁଥିବା ଲୋକମାନଙ୍କୁ ନିଜ ଚାକିରୀରେ ପ୍ରମୋସନ ହେବାର ସମ୍ଭାବନା ରହିଛି ।

3–ବିଚ୍ଛା ରାଶି

ଏହି ବିଛା ରାଶି ସବୁଠାରୁ ଶକ୍ତିଶାଳୀ ଅଟେ । ଏମାନେ କାହାର ହୋଇଯାଆନ୍ତି ତେବେ ତା ପ୍ରତି ସମର୍ପଣ ଭାବ ରଖିଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ନିଜର କୃପା ଦୃଷ୍ଟି ରଖିବେ । ଏହି ରାଶିର ବ୍ୟକ୍ତି ମାନଙ୍କ ମାନ ସମ୍ମାନର ପ୍ରାପ୍ତି ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ମାନଙ୍କୁ ଆଗାମୀ ଦିନରେ ଭଲ ଲାଭ ପ୍ରାପ୍ତ ହେବ । ଆସୁଥିବା ଆଗାମୀ ସମୟରେ ଆପଣ ମାନଙ୍କୁ ମନ ଚାହୁଁଥିବା ଚାକିରୀ ମଧ୍ୟ ପ୍ରାପ୍ତ ହେବ । ଏହା ,ସହିତ ଆପଣ ମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୂର୍ଣ୍ଣ ହେବ ।

4–ଧନୁ ରାଶି

ଏହି ରାଶିର ଆଗାମୀ ଭବିଷ୍ୟତ ଅତ୍ୟନ୍ତ ଭାଗ୍ୟଶାଳୀ ରହିବ । ମାତା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କୁ ଉପହାର କିମ୍ବା କୌଣସି ଖାସ ଜିନିଷର ପ୍ରାପ୍ତି ହେବ । ଏହା ସହିତ ଯେଉଁ ଲୋକମାନେ ଚାକିରୀ କରୁଛନ୍ତି ସେମାନଙ୍କର ପଦୋନ୍ନତି ହେବାର ସୁଯୋଗ ମଧ୍ୟ ରହିଛି । ନୂଆ ବ୍ୟାପାର ବାଣିଜ୍ୟ ପାଇଁ ମଧ୍ୟ ଏହି ସମୟ ବହୁତ ହିଁ ଭଲ ରହିବ । ଆପଣ ଚାହିଁଲେ ଖୁସି ହେବେ କି ଆପଣଙ୍କୁ ବେପାର ବାଣିଜ୍ୟରେ ବହୁତ ଭଲ ଫଳ ମିଳିବ ।

5--କୁମ୍ଭ ରାଶି

ଯେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ସେମାନଙ୍କ ମଧ୍ୟରୁ ଗୋଟିଏ ରାଶି ହେଉଛି କୁମ୍ଭ ରାଶି । ଏହି କୁମ୍ଭ ରାଶିର ଗ୍ରହର ପରିବର୍ତ୍ତନ କାରଣରୁ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ସମୟ ଆପଣଙ୍କର ଖୁସି ପୂର୍ଣ୍ଣ ରହିବ । ଯେଉଁ ଲୋକମାନେ ଏହି ବର୍ଷ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଏହି ବର୍ଷ ଚାକିରୀ ନିଶ୍ଚିତ ରୂପରେ ମିଳିବ । ତେବେ ଏହି ସମୟରେ ଭୂମି ଏବଂ ଧନ ସମ୍ପତ୍ତି ସହିତ ଜଡିତ ମାମଲା ଗୁଡିକ ଖୁବ ଶୀଘ୍ର ସମାଧାନ ହେବାକୁ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।