Odisha News Portal

ଗାଧେଇ ସାରିବା ପରେ ମହିଳା ମାନେ କରନ୍ତୁ ନାହିଁ ଏହି 10 ଟି ମହାଭୁଲ ! ଭୟଙ୍କର କଥା ଜାଣନ୍ତୁ …..

0 5

ଗାଧେଇ ସାରିବା ପରେ ଆପଣ ମାନେ କେବେବି କରନ୍ତୁ ନାହିଁ ଏହି ଭୁଲ । ଗାଧେଇ ସାରିବା ପରେ ଆମେ ମାନେ ସମସ୍ତ ବ୍ୟସ୍ତ ବହୁଳତାରେ ତର ତର ହୋଇ ପୋଷାକ ପିନ୍ଧି , ସକାଳ ଜଳଖିଆ ଖାଇ ଯିଏ ଯାହାର କାମରେ ଚାଲିଯାଇଥାଉ । ସେ ପୁରୁଷ ହେଉ କି ମହିଳା ସମସ୍ତେ ଗାଧେଇ ସାରିବା ପରେ ଏହି ସମସ୍ତ ଭୁଲ କାମ କରିବା ଉଚିତ ନୁହେଁ । ଏହି ଛୋଟ ଛୋଟ ଭୁଲ ପାଇଁ ଆମ ଜୀବନରେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଏହା ସହିତ ଆମର ପୂରା ଦିନଟି ଅମଙ୍ଗଳରେ କଟିଥାଏ ।

ଶାସ୍ତ୍ର ଅନୁସାରେ ପ୍ରତ୍ୟେକର କର୍ମର ସଠିକ ନିୟମ ରହିଛି , ଯଦି ଆପଣ ମାନେ ଏହି ନିୟମକୁ ମାନି ନଚଳିବେ ତେବେ ଘର ଏବଂ ପରିବାରରେ ସୁଖ ଶାନ୍ତି ବଜାଇ ରହିନଥାଏ । ତେବେ ଆସନ୍ତୁ ଜାଣିବା କି କେଉଁ ସମସ୍ତ କାମ ଗାଧେଇ ସାରିବା ପରେ କରିବା ଅନୁଚିତ ଅଟେ ।

1–ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନାହିଁ କାରଣ ଏହି ଦିଗକୁ ଯମରାଜଙ୍କୁ ସମର୍ପଣ କରିଦିଆଯାଇଛି । ଯେତେବେଳେ ଆମେ ମାନେ କୌଣସି ଅଶୁଭ କାର୍ଯ୍ୟ କରିଥାଉ ଯେମିତିକି ମୃତ ବ୍ୟକ୍ତିଙ୍କର କ୍ରିୟା କର୍ମ ସେହି ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରାଯାଇଥାଏ । ତେଣୁ ସ୍ନାନ କରିବା ସମୟରେ ଅନ୍ୟ କୌଣସି ଦିଗକୁ ମୁହଁ କରି ସ୍ନାନ କରିବା ଉଚିତ ।

2–ପ୍ରାୟତଃ ଲୋକମାନେ ଓଦା ଲୁଗା ବାଥରୁମରେ ବେଶି ସମୟ ପର୍ଯ୍ୟନ୍ତ ପକାଇ ରଖନ୍ତି ମାତ୍ର ଏହା ବହୁତ ଖାରପ ଅଭ୍ୟାସ ହୋଇଥାଏ । ଯେଉଁ ଲୋକମାନଙ୍କର କୁଣ୍ଡଳୀରେ ରାହୁ ଦଶା ଅଛି ସେମାନଙ୍କ ପାଇଁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆପଣ ମାନେ ଗାଧେଇ ସାରିବା ପରେ ଏଦା ବା ପାଲଟା ଲୁଗା ପକାନ୍ତୁ ନାହିଁ ।

3–ଗାଧେଇ ସାରିବା ପରେ ଆପଣ ମାନେ ବାଲଟିରେ ଗାଧେଇବା ଲୁଗା ପକାନ୍ତୁ ନାହିଁ । ସଫା ପାଣି ଭର୍ତ୍ତି କରି ରଖନ୍ତୁ । ବହୁତ ଲୋକ ଅଛନ୍ତି ଯେଉଁ ମାନେ କି ଗାଧେଇ ସାରିବା ପରେ ବାଲଟିକୁ ଓଲଟା କରି ରଖନ୍ତି । ମାତ୍ର ଏହା ସଂପୂର୍ଣ୍ଣ ଭାବରେ ଭୁଲ ହୋଇଥାଏ । ଏପରି କରିବା ଦ୍ୱାରା ଆପଣଙ୍କର ଧନ ସଞ୍ଚୟରେ ବାଧା ଉପୁଜିଥାଏ ।

5–ଗାଧେଇବା ସମୟରେ ଚପଲ ପିନ୍ଧି ଗାଧେଇବା ଅଶୁଭ ମାନାଯାଇଥାଏ । ଏହା ଦ୍ୱାରା ଧନ ହାନି ଜନିତ ସମସ୍ୟା ଲାଗି ରହିଥାଏ । ଗାଧେଇବା ସମୟରେ ପ୍ରଥମ ପାଣି ପାଦ ଉପରେ ପକାଇବାକୁ ଶୁଭ ମାନାଯାଇଥାଏ । ମାତ୍ର ଗାଧେଇ ସାରିବା ପରେ ପାଦରେ ପାଣି ଢାଳିବା ଅଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।