ଏ ଜୀବନର ବନ୍ଧନ… ସୀତାକୁ ନେଲା ରାବଣ…ଏଇ ବୋଧ ରାମାୟଣ…କୁନି ପୁଅର ମୁହଁରୁ ଶୁଣନ୍ତୁ ଆଧୁନିକ ରାମାୟଣ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାରେ ଲାଗୁଛି ପ୍ରତେକ ଦିନ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ନାଜୁକ ହୋଇଯିବେ ଆଉ ପିଲା ଜଣଙ୍କର ଏହିଭଲ ନିଆରା ଅନ୍ଦାଜ ରେ ଗାଇବାକୁ ଲାଗିଥିବା ରାମାୟଣ ବିଷୟରେ ଶୁଣିଲେ | ତେବେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ଆଜିର ଯୁଗ କେଉଁଠିକୁ ପହଂଚିଲାଣି | ଆଉ ସୋସିଆଲ ମିଡ଼ିଆର ଯୁଗରେ କିଛି ନୂଆ କଥା ଶୁଣିବାକୁ ବା ଦେଖିବାକୁ ମିଳିବ ମାତ୍ରକେ ତାହା ଭାଇରାଲ ହେବାରେ ଲାଗୁଛି | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟେ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ପିଲା ଟି ରାମାୟଣ କୁ ଆଧୁନିକ ଗୀତ ର ସ୍ୱରରେ ଗାଇବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଆଜିର ଯୁବ ଦିନକୁ ଦିନ ଅଗ୍ରଗତି କରିବାକୁ ଲାଗିଲାନି ଆଉ ସଭ୍ୟତା ର ମଧ୍ୟ ବିକାଶ ଘଟୁଛି | କିନ୍ତୁ ସେ ଯାହା ହେଉ ନାଁ କାହିଁକି ପୌରାଣିକ ଘଟଣା ବୋଳି ଯାହାକୁ ଆମର ପୂର୍ବପୁରୁଷ ମାନେ ଲେଖି ଦେଇ ଯାଇଛନ୍ତି ତାହାକୁ କେହି ଭୁଲି ନାହାନ୍ତି |ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ଏହି ରାମାୟଣ ବିଷୟରେ କିଛି ତଥ୍ୟ କୁ ଦେଖିବାକୁ ମିଳିଛି | ତେବେ ରାମାୟଣ ବିଷୟରେ ଆଉ କେହି କହୁନାହାନ୍ତି କହୁଛନ୍ତି ଜଣେ ବାଳକ |

ତେବେ ବାଳକ ଜଣଙ୍କର ଏକ ନିଆରା ଶୌଳି ରେ ଗାଇବାକୁ ଲାଗିଛନ୍ତି |ଆଉ ରାମାୟଣରେ ଥିବା ସୀତା ହରଣ ଠାରୁ ଆରମ୍ଭ କରିକି ସୀତା ହରଣ ରାବଣର ଓ ସୀତା ଙ୍କୁ ଆଣିବା ପାଇଁ କେଉଁଭଳି ଭାବରେ ବୀର ହନୁମାନ ଓ ସୁଗ୍ରୀବ ରାମ ଙ୍କୁ ସାହାଯ୍ୟ କରୁଥିଲେ ସେ ବିଷୟରେ କୁହାଯାଇଛି | ଆଉ ଯେଉଁ ଭିଡିଓ ଟିକୁ ଦେଖିବା ଫଳରେ ଜାଣି ହେଉଛି କି ଆଜିର ପିଲା ମାନେ ମଧ୍ୟ ସେହି ପୌରାଣିକ କଥା କୁ ମନେ ରଖିଛନ୍ତି କିନ୍ତୁ ଆଧୁନିକ ଗୀତ ସ୍ୱରରେ |ଆଉ ଯେଉଁଠି ଦେଖିବାକୁ ମିଳିଛି କି ପିଲା ଜଣଙ୍କ ସୁନ୍ଦର ଭାବରେ ଏକ ଫ୍ଲିମ ର ଗୀତ ର ସ୍ୱର ଦେଇଛନ୍ତି |

ଆଉ ରାମାୟଣ ବିଷୟରେ ପ୍ରକାଶ ଲାଭ କରିଥିବା ସମସ୍ତ କଥା ଆଉ ଘଟଣା ଗୁଡିକୁ ବହୁତ ସୁନ୍ଦର ଭାବରେ ଆଧୁନିକ ଶୌଳି ରେ ଗାଇବା ଯଗୁ ସନାସ୍ତେ ବେଶ ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି ପିଲା ଜଣଙ୍କର |ଆଉ ନିଜ ଭିତରେ ଥିବା ଏହି ଭିନ୍ନ ପ୍ରକାରର ପ୍ରତିଭା କୁ ଦେଖିବା ପରେ ସମସ୍ତେ ବେଶ ପ୍ରସଂଶା କରିଛନ୍ତି ଝିଅ ଜଣଙ୍କର | ଆଉ ଯାହା ବାର୍ତାମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment