ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବେଶ କିଛି ଦିନ ହେବ କେବଳ ଗୋଟିଏ ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଅର୍ଚନା ନାଗ ଙ୍କ ବିଷୟରେ ଭାଇରାଲ ହେଉଥିବା ନାଗ ଫାସ କଥା | ଆଉ ଯେଉଁଠି ଅର୍ଚନା ନାଗ ଙ୍କ ଘରକୁ ନେତା ଠାରୁ ଆରମ୍ଭ କରିକି ମନ୍ତ୍ରୀ, ପ୍ରଯୋଜକ ଓ ବଡ଼ ବଡ଼ ବିଲଡିର ମାନେ ଆସୁଥିଲେ ଆଉ ସେମାନଙ୍କୁ ନାଗ ଫାସ ରେ ଫୋସାଇ କୋଟି କୋଟି ଟଙ୍କା ର ମାଲିକାଣି ହେଉଥିଲେ ଅର୍ଚନା ନାଗ | ଆଉ ଅର୍ଚନା ଙ୍କ ସତ ଜଣା ପଡିବା ପରେ ଅର୍ଚନା ଜେଲ ରେ ରହିବ ପରେ ମଧ୍ୟ ତାଙ୍କର ମୁହଁ ଟାଣ ଅଛି ବୋଲି କୁହାଯାଉଛି | ଆଉ ଗଣ ମଧ୍ୟମକୁ ମିଛ କଥା ପ୍ରଚାର ପାଇଁ ମନା ମଧ୍ୟ କରୁଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
କୁହାଯାଏ କି ଚୋର ମୁହଁ ସବୁବେଳେ ଟାଣ ହୋଇଥାଏ | ସେହିଭଳି କିଛି ଦେଖିବାକୁ ମିଳିଥିଲା ଅର୍ଚନା ନାଗ ଙ୍କ ପାଖରେ | ଆଉ ଯେଉଁଠି କୁହାଯାଉଛି କି ନିଜର ନାଗ ଜାଲରେ ସମସ୍ତଙ୍କୁ ଫୋସାଇବା ପରେ ପୋଲିସ ଙ୍କ ହାତରେ ଧରା ପଡିଥିଲେ ଅର୍ଚନା ନାଗ | ଆଉ ଯେଉଁଠି କୁହାଯାଉଛି କି ଅର୍ଚନା ନାଗ ଙ୍କୁ ଜେଲ ରେ ମଧ୍ୟ ରଖା ଯାଇଥିଲା | ଆଉ ପରେ ତାଙ୍କର ସ୍ୱାମୀ ଜଗବନ୍ଧୁ ଙ୍କୁ ମଧ୍ୟ ଜେଲ ଭିତରେ ବନ୍ଦୀ କରାଯାଇଥିଲା | ଆଉ ଯେଉଁଠି ଅର୍ଚନା ଙ୍କୁ ଆଜି କୋଟ କୁ ନିଆଯାଉଥିବାର ନଜର ଆସିଛନ୍ତି |
ତେବେ ଅର୍ଚନା କୁ ସୁରକ୍ଷା ବଳୟ ସହିତ ମହିଳା ଏସ ପି ଙ୍କ ସମେତ ଅନ୍ୟ ମହିଳା କନେଷ୍ଟବଳ ମଧ୍ୟ ଧରିକି ନେଇ ଯାଉଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଠି ଅର୍ଚନା ନାଗ ଙ୍କୁ ଗିରଫ ପରେ ଆଜି ତାଙ୍କୁ ଝା ଡ଼ପଡ଼ା ଜେଲ ରୁ ନେବା ପରେ ବର୍ତ୍ତମାନ ଜାମିନ ର ଆବେଦନ କରିବା ସହିତ ତାଙ୍କୁ ଏସ ଡି ଜି ଏମ ଜେଲ କୁ ମଧ୍ୟ ନିଆଯାଇଥିଲା | ଆଉ ଏତିକି ବେଳେ ଦେଖିବାକୁ ମିଳିଛି ଅର୍ଚନା ଙ୍କର ତୀବ୍ର ପ୍ରତିକ୍ରିୟା | ଆଉ ଯାହା ଦେଖା ଯାଉଛି କି ଅର୍ଚନା ଗଣ ମାଧ୍ୟମ ଙ୍କ ଉପରେ ବର୍ଷିବାକୁ ଲାଗିଛନ୍ତି |
ଆଉ ଯେଉଁଠି କୁହାଯାଉଛି କି ଅର୍ଚନା ମିଡ଼ିଆ ଭାଇ ମାନଙ୍କ ଉପରେ ରାଗୁଥିବାର ଦେଖିବାକୁ ମିଳିଛି | ଆଉ ଅର୍ଚନା ଙ୍କୁ ଯେତେବେଳେ ରିପୋର୍ଟର ଭାଇ ମାନେ କିଛି କହିବା ପାଇଁ କହିଥିଲେ, ସେତେବେଳେ ଅର୍ଚନା କହିଥିଲେ କି ଦୟାକରି ମିଛ ଖବର କୁ ପଚାର ଓ ପ୍ରସାର କରନ୍ତୁ ନାହିଁ | ଖଟଣା ର ତଦନ୍ତ ପରେ ସତ ଜଣା ପଡିବ ପରେ ଘଟଣା କୁ ପ୍ରସାର କରିବା କଥା କହିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।