ଦେଖନ୍ତୁ Exclusive ଭିଡ଼ିଓ : ବାଂଲାଦେଶ ରେ ବାତ୍ୟାର ମହାତାଣ୍ଡବ ! ମାଟି ତଳୁ ଗର୍ଜନ କରି ଉପରକୁ ଉଠୁଛି ଭୟଙ୍କର ଘୂର୍ଣ୍ଣିଝଡ଼…

ବର୍ତ୍ତମାନ ର ସବୁଠାରୁ ବଡ଼ ସୂଚନା ରହିଛି କି , ବାତ୍ୟା ସିତ୍ରାଙ୍ଗ ର ପ୍ରଭାବ ରେ ସମ୍ପୂର୍ଣ୍ଣ ଛାରଖାର ହୋଇ ଯାଇଛି ବାଂଲାଦେଶ। ଲକ୍ଷ ଲକ୍ଷ ଲୋକ ହୋଇ ଯାଇଛନ୍ତି ବାସ ହରା, ରାସ୍ତା ଘାଟ ସବୁ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ପୋଡି ବନ୍ଦ ହୋଇ ଯାଇଛି। ଏବେ ବି ଲକ୍ଷ ଲକ୍ଷ ଲୋକେ ଜଳବନ୍ଦୀ ଅବସ୍ଥା ରେ ରହିଛନ୍ତି, ଅବସ୍ଥା ଏହିପରି ରହିଛି କି ସରକାରୀ ସାହାଯ୍ୟ ମଧ୍ୟ ଲୋକଙ୍କ ପାଖ ରେ ପହଁଚିବା ଅସମ୍ଭାଳ ହେଉଛି। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ବାତ୍ୟା ସିତ୍ରାଙ୍ଗ ର ସମ୍ପୂର୍ଣ୍ଣ ଘଟଣା ବିଷୟ ରେ ଜଣେଇବା କୁ ଯାଉଛୁ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି, ଅକ୍ଟୋବର ମାସ ୨୫ ତାରିଖ ରେ ବାତ୍ୟା ସିତ୍ରାଙ୍ଗ ସୃଷ୍ଟି ହୋଇଥିଲା। ତେବେ ବଙ୍ଗୋପସାଗର ରେ ୨୩ ଅକ୍ଟୋବର ରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା ଆଉ ଏହି ଲଘୁଚାପ ପରେ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇଥିଲା। ତେବେ ପରେ ଏହି ବାତ୍ୟା ର ଲ୍ୟାଣ୍ଡଫଲ କୁ ନେଇ ବହୁତ ଦ୍ୱନ୍ଦ ସୃଷ୍ଟି ହୋଇଥିଲେ ମଧ୍ୟ ଏହା ୨୫ ଅକ୍ଟୋବର ରେ ଦକ୍ଷିଣ ପୂର୍ବ ବାଂଲାଦେଶ ରେ ଲ୍ୟାଣ୍ଡଫଲ କରିଥିଲା। ତେବେ ଏହି ବାତ୍ୟା ସିତ୍ରାଙ୍ଗ ବାଂଲାଦେଶ ଡେ ବହୁତ କ୍ଷତି କରିଛି।

ତେବେ ବର୍ତ୍ତମାନ ଯାହା ସୂଚନା ରହିଛି , ବାଂଲାଦେଶ ରେ ପ୍ରାୟ ୯୦ କିଲୋମିଟର ବେଗ ରେ ପବନ ବହିଥିଲା ଏବଂ ଏହା ସାଙ୍ଗ ରେ ବାଂଲାଦେଶ ର ସମୁଦ୍ର ରେ ପ୍ରାୟ ୮-୯ ଫୁଟ ଉଚ୍ଚ ରେ ପାଣି ବଢି ଥିଲା। ତେବେ ପବନ ର ପ୍ରଭାବ ରେ ପ୍ରାୟ ଦକ୍ଷିଣ ପୂର୍ବ ବାଂଲାଦେଶ ରେ ଗଛ ପତ୍ର ସବୁ ଭାଙ୍ଗି ଯାଇଛି ଏବଂ ରାସ୍ତା ଘାଟ ରେ ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ପଡି ରାସ୍ତା ବ୍ଲକ ହୋଇ ଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ରେ ବାଂଲାଦେଶ ର ସେନା କୁ ନିୟୋଜିତ କରା ଯାଇଛି ।

ତେବେ ସୂଚନା ଅନୁସାରେ ପ୍ରାୟ ଏକ ହଜାର ରୁ ଅଧିକ ଲୋକ ଙ୍କୁ ଉଦ୍ଧାର କରାଯାଇ ସ୍ଥାନାନ୍ତର କରାଯାଇଛି ମାତ୍ର ଏବେ ବି ହଜାର ହଜାର ଲୋକେ ବିପଦ ସଙ୍କେତ ଭିତରେ ରହିଛନ୍ତି। ତେବେ ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ତାଙ୍କ ପାଖରେ ପହଁଞ୍ଚେଇବା ର କାର୍ଯ୍ୟ ଚାଲିଛି। ତେବେ ଯାହା ପାଣିପାଗ ବିଭାଗ ର ସୂଚନା ରହିଛି କି ବାତ୍ୟା ସିତ୍ରାଙ୍ଗ ବାଂଲାଦେଶ ରେ ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇ ଯାଇଛି।ତେବେ ଏହି ବାତ୍ୟା ର ପ୍ରଭାବ ରେ ଭାରତ ର ଆସାମ ରେ ଅତ୍ୟଧିକ ବର୍ଷା ଅନୁଭବ ହୋଇଛି। ତେବେ ଆଶା କରାଯାଏ କି , ଏହି ବାତ୍ୟା ର ହୋଇଥିବା ସମସ୍ତ ସମସ୍ୟା ଖୁବଶୀଘ୍ର ଥିଲା ହୋଇଯିବ ବୋଲି ଏବଂ ଏନେଇ ବାଂଲାଦେଶ ର ସରକାର ମଧ୍ୟ କାମ ଆରମ୍ଭ କରିଥିବା ନେଇ ସୂଚନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment