ପ୍ରତିଦିନ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶେଷ କରି ଅଭିନେତା ଅଭିନେତ୍ରୀ ମାନଙ୍କୁ ନେଇ ପ୍ରତିଦିନ କିଛ ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଆଉ ଯେଉଁ ସବୁ ଭିଡ଼ିଓ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି। ସେମିତି ଦୁଇ ଯୋଡି ହେଉଛନ୍ତି ଲଭ୍ ଗୁରୁ ଅଶ୍ୱନୀ ଏବଂ ଆଙ୍କର ପ୍ରେରଣା।
ତେବେ ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ଼ ର ଚର୍ଚ୍ଚିତ ଯୋଡି ଅଶ୍ୱନୀ ଏବଂ ପ୍ରେରଣା। ଆପଣ ଏହି ଯୋଡ଼ିକୁ ଖୁବ୍ ଭଲ ଭାବରେ ଜାଣିଥିବେ।ତେବେ ଅଶ୍ୱନୀ ଏବଂ ପ୍ରେରଣା ବହୁତ ସାରା ଶୋ ରେ ଏଙ୍କରିଙ୍ଗ୍ କରିବା ସହିତ ସେ ବହୁତ ସାରା ସିରିଏଲରେ ବି ଅଭିନୟ କରି ଥିବାର ଆପଣ ମାନେ ଦେଖିବା ପାଇଁ ପାଇ ଥିବେ ଏବଂ ଏହା ,ସହିତ ଆପଣ ମାନେ ପ୍ରେରଣା ଙ୍କୁ ବି ବହୁତ ସାରା ଶୋ ରେ ଲାଇଭ ଏଙ୍କରିଙ୍ଗ୍ କରୁ ଥିବାର ଆପଣ ମାନେ ନିଶ୍ଚତ ଭାବେ ଦେଖିବା ପାଇଁ ପାଇ ଥିବେ। ଅନେକ ଟିଭି ଶୋ ରେ ଦୁହେଁ ଏକାଠି ନଜର ଆସିଛନ୍ତି। ଏହା ସହିତ ଉଭୟ ଏକାଧିକ ଓଡ଼ିଆ ଆଲବମ୍ ରେ ମଧ୍ୟ ଏକାଠି ନଜର ଆସିଛନ୍ତି ଅଶ୍ୱନୀ ଏବଂ ପ୍ରେରଣା। ଓଡ଼ିଶା ର ଅଗଣିତ ଦର୍ଶକ ମାନଙ୍କ ଭଲ ପାଇବା ଜିତି ପାରିଛନ୍ତି ଉଭୟ।
ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଷ୍ଟାର କପୁଲଙ୍କ ଏହି ବିବାହ ଖୁବ୍ ଧୁମ୍ ଧାମ ରେ ସେଲିବ୍ରେଟ୍ କରା ଯାଇଛି।ଓଲିଉଡ଼ ଇଣ୍ଡଷ୍ଟ୍ରିର ଖୁବ୍ ନାମୀ ଦାମୀ କଳାକାର ମାନେ ଏହି ହାଇ ପ୍ରୋଫାଇଲ ବିବାହରେ ଯୋଗ ଦେଇଥିଲେ। ତେବେ ଅଶ୍ୱନୀ ଏବଂ ପ୍ରେରଣା ବିବାହକୁ ନେଇ ସମସ୍ତେ ବେଶ୍ ଖୁସି ଥିବାର୍ ଦେଖା ଯାଇଛି। ସୋସିଆଲ ମିଡିଆରୁ ମଧ୍ୟ ଫ୍ୟାନସ୍ ମାନଙ୍କ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି।ଫ
ତେବେ ବର୍ତ୍ତମାନ ସମୟରେ ଅଶ୍ୱନୀ ଏବଂ ପ୍ରେରଣା ଙ୍କ କିଛି ଫୋଟ ଓ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ବିବାହ ପରେ ପ୍ରେରଣା ତାଙ୍କ ଶାଶୁ ଘରେ ରହିଛନ୍ତି ଆଉ ସେ ନିଜର ଶାଶୁ ଘରେ ପ୍ରଥମ ଦିନ କଟାଇ ଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ନିଜ ଶାଶୁ ଘର ସଦସ୍ୟ ଓ ନଣନ୍ଦ ମାନଙ୍କ ସହିତ ଖୁବ୍ ମଜା ମସ୍ତି କରୁଛନ୍ତି ପ୍ରେରଣା। ଯେଉଁ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଉଭୟ ବିବାହକୁ ନେଇ ଖୁବ୍ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।