Filmy News – ଘରକୁ ଏକୁଟିଆ ଡାକି ସୁପରଷ୍ଟାର Actor ସାଜିଦ୍ ପଚାରୁଛନ୍ତି ତୁମ ବ୍ରେଷ୍ଟ୍ ସାଇଜ କେତେ ?… ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ବଲିଉଡ ଇଣ୍ଡୋଷ୍ଟ୍ରି କୁ ପୁରାପୁରି ଦୋହଲାଇ ଦେଇଛି | ଆଉ ଯେଉଁଠି କୁହାଯାଉଛି କି ବଲିଉଡ ଇଣ୍ଡୋଷ୍ଟ୍ରି ରେ ଥିବା ଜଣେ ବହୁତ ବଡ଼ ଜଣା ଶୁଣା ଅଭିନେତା ସାଜିତ ଙ୍କ ନାଁ ରେ ଆସିଛି ଅଭିଯୋଗ | ଆଉ ଯେଉଁଠି ସାଜିତ ଘର କୁ ଡାକିକି ଖରାପ ବ୍ୟବହାର କରିବା ସହିତ ବ୍ରେଷ୍ଟ ସାଇଜ ପଚାରିଥିବା କଥା ମଧ୍ୟ ଶୁଣିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା କୁହା ଯାଉଛି କି ସବୁ ଠାରୁ ବଡ଼ ରିୟାଲିଟି ଶୋ ରେ ବର୍ତ୍ତମାନ ଅଛନ୍ତି ସାଜିତ, ଆଉ ଯାହାକୁ ନେଇକି ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ସାଜିତ ଖାଁ ଙ୍କ ନାଁ ରେ ବହୁତ ପ୍ରକାରର ସାଙ୍ଘାତିକ ଅଭଯୋଗ ଦେଖିବାକୁ ମଧ୍ୟ ମିଳିଥିଲା | ଆଉ ଯେଉଁଠି କୁହାଯାଉଛି କି ସମସ୍ତ ଅଭିନେତ୍ରୀ ମାନେ ମଧ୍ୟ ତାଙ୍କ ନାଁ ରେ ଅଭିଯୋଗ କରୁଛନ୍ତି | ତେବେ ସାଲିନ ଚୋପ୍ରା ଠୁ ଆରମ୍ଭ କରିକି ଉରଫି ଚାବେଦ,ବନ୍ଦନା କରି, ସୋନିଷ୍କା ଯାଏ ସମସ୍ତେ ତାଙ୍କ ନାଁ ରେ ତୀବ୍ର ବିରୋଧ କରୁଛନ୍ତି | ତେବେ ସୋସିଆଲ ମିଡିଆରେ ବେଶ ଜୋର ଧରିବାରେ ଲାଗିଛି ଏହି ଘଟଣା ଟି ବୋଲି କୁହାଯାଉଛି |

ତେବେ ଏହି ଅଭିନେତ୍ରୀ ମାନେ ସାଜିତ ଙ୍କ ନାଁ ରେ ଯୌନ ଶୋଷଣ ର ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ କୁହାଯାଉଛି | ତେବେ ବର୍ତ୍ତମାନ ଆଉ ଜଣଙ୍କର ନାଁ ଏହି ତାଲିକା ରେ ଭାଗ ନେଇଛି ଭୋଜପୁରୀ ଇଣ୍ଡୋଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ରାଣୀ ଚାଟର୍ଜି ସାଜିଦ ଙ୍କ ନାଁ ରେ ଆଣିଛନ୍ତି ଅଭିଯୋଗ | ଆଉ ଯେଇଠି ସେ କହିଥିଲେ କି ସାଜିଦ ରାଣୀ ଙ୍କୁ ଫ୍ଲିମ ରେ ଆଇଟମ ସଙ୍ଗ ରେ ସୁଯୋଗ ଦେବେ ବୋଲି କହିକି ଘରକୁ ଡାକିଥିଲେ | ଆଉ ତାଙ୍କୁ ଏହି ଡାନ୍ସ ରେ ଭାଗ ନେବାକୁ ହେଲେ ଛୋଟ ଛୋଟ ଡ୍ରେସ ପିନ୍ଧିବା ପାଇଁ ପଡିବ ବୋଲି ମଧ୍ୟ କହିଥିଲେ |

ଆଉ ତାଙ୍କର ଗୋଡ଼ ଦେଖାଇବା ପାଇଁ କହିବା ସହିତ ତାଙ୍କର ଅନ୍ତ ବସ୍ତ୍ର କଥା କହିବା ସହିତ ରାଣୀ ଙ୍କର ବ୍ରେଷ୍ଟ ସାଇଜ କେତେ ବୋଲି ମଧ୍ୟ ପଚାରିଥିଲେ ସାଜିଦ | ଆଉ ଯାହା ଫଳରେ ସାଜିଦ ଙ୍କର ଖରାପ ଉଦେଶ୍ୟ କୁ ବୁଝି ପାରିଥିଲେ ରାଣୀ | ଆଉ ସେଠାରୁ ପଳାଇ ଆସିଥିଲେ ବୋଲି କୁହାଯାଉଛି | ଆଉ ବିଗ ବସ ରେ ତାଙ୍କୁ ଦେଖିବାକୁ ଅନେକ ନା ପସନ୍ଦ କରିଛନ୍ତି ବୋଲି କୁହାଯାଉଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment