ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆପଣ ମାନେ ପ୍ରତେକ ଦିନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ |ଆଉ ଏଠାରେ ଦେଖିବାକୁ ମିଳିଛି କି ମଞ୍ଚରେ ଅତିଥି ଭାବରେ ଯୋଗ ଦେଇଥିଲେ ଓଲିଉଡ଼ ଜଗତରେ ବେଶ ଜଣା ଶୁଣା ହେଣ୍ଡସମ ହିରୋ ଯିଏ ଆମ ସମସ୍ତଙ୍କର ଅତି ପ୍ରିୟର ଆପଣାର ସବ୍ୟସାଚୀ ଓ ତାହା ସହିତ ଓଲିଉଡ଼ ଜଗତର ଚୁଲବୁଲି ନାୟିକା ଓ ଆମ ସମସ୍ତଙ୍କର ଅତି ପ୍ରିୟ ଅର୍ଚିତା ଙ୍କୁ ଏକ ସାଥିରେ ଦେଖିବାକୁ ମିଳିଛି |ଆଉ ଯାହା ଦେଖିବାକୁ ମିଳିଛି କି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ମିଶିକି ବେଶ ସୁନ୍ଦର ଭାବରେ ନିଜର ଗୀତ ଆଉ ନାଚ ମାଧ୍ୟମରେ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ସବ୍ୟସାଚୀ ଓ ଅର୍ଚିତା ସୁନ୍ଦର ଭାବରେ ଷ୍ଟେଜ ଉପରେ କରୁଛନ୍ତି କମାଲ | ଆଉ ଯେଉଁଠି ନାଚର ଯାଦୁ ରେ ସାରା ମଞ୍ଚ ଟି କମ୍ପି ଉଠୁଥିବାର ଦେଖିବାକୁ ମିଳିଛି | ଆଉ “ପାଗଳ କରିଛି ପାଉଜି ତୋର ” ଗୀତ ରେ ସୁନ୍ଦର ଭାବରେ ନାଚର ଝଲକ ଦେଖାଇବାକୁ ଲାଗିଛନ୍ତି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ | ଆଉ ଏହି ଦମଦାର ଯୋଡ଼ି କୁ ଦର୍ଶକ ମାନେ ବେଶ ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି |
ଆଉ ଯେଉଁଠି ଦେଖିବାକୁ ମିକିଛି କି ସବ୍ୟସାଚୀ ଆଉ ଅର୍ଚ୍ଚିତା ଙ୍କର ଏହି ଦମଦାର ଯୋଡ଼ି କୁ ସମସ୍ତେ ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ମଞ୍ଚ ରେ ଦେଖିବାକୁ ମିଳିଛି ସେହି ହିଟ ଯୋଡ଼ି ଙ୍କୁ | ଆଉ ଯାହାଙ୍କୁ ସାଙ୍ଗରେ ଦେଖିବା ପରେ ଦର୍ଶକ ମାନଙ୍କ ମନରେ ମଧ୍ୟ ଖୁସି ଜଣା ପଡିଛି ବୋଲି କୁହାଯାଇଛି | ଆଉ ଯେଉଁଠି ଦର୍ଶକ ମାନେ ଯେତିକି ପରିମାଣ ରେ ଖୁସି ହେଉଛନ୍ତି ସବ୍ୟ ଆଉ ଅର୍ଚ୍ଚିତା ମଧ୍ୟ ସେତିକି ପରିମାଣରେ ଖୁସି ଥିବାର ଦେଖିବାକୁ ମିକିଛି |
ଆଉ ଦର୍ଶକ ମାନଙ୍କ ସହିତ ସବ୍ୟ ଆଉ ଅର୍ଚ୍ଚିତା ମଧ୍ୟ ବେଶ ଖୁସି ହୋଇଛନ୍ତି ଲୋକ ମାନଙ୍କ ର ଭଲ ପାଇବା ତାଙ୍କ ପ୍ରତି ଦେଖିକି | ଆଉ ନିଜର ଅଭିନୟ ଆଉ ଡାନ୍ସ ମାଧ୍ୟମରେ ସମସ୍ତଙ୍କର ମନ କୁ କିଣି ନେଇଛନ୍ତି ସେମାନେ | ଆଉ ଯାହାକୁ ଦେଖିକି ଦର୍ଶକ ମାନେ ମଧ୍ୟ ଏନଜୟ କରିବା ସହିତ ବେଶ ପ୍ରସଂଶା ମଧ୍ୟ କରିଛନ୍ତି ସବ୍ୟ ଆଉ ଅର୍ଚ୍ଚିତା ଙ୍କ ଏହି ହିଟ ଯୋଡ଼ି କୁ | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।