Odisha News Portal

ତ୍ୱଚାକୁ ଗୋରା ସୁନ୍ଦର କରିବା ରେ ରାମବାଣ ସାଜିବ ଏହି ଘରୋଇ ଉପାୟ ! 100 % ଗ୍ୟାରେଣ୍ଟି ଆଜି ହିଁ ପରୀକ୍ଷା କରିନିଅନ୍ତୁ………

0 4

ପୁରୁଷ ମାନଙ୍କ ଚେହେରାକୁ ସଫା କରିବା ପାଇଁ ସେମାନଙ୍କର ଚେହେରାକୁ ଲାଇଟନିଙ୍ଗ କରିବା ପାଇଁ ପୁରୁଷ ମାନଙ୍କ ସ୍କିନର କୋମଳତା ବଢାଇବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ସଂପୂର୍ଣ୍ଣ ପ୍ରାକୃତିକ ଅଟେ । ଏହା ସହିତ ଏହିଥିରୁ ଆପଣ ମାନଙ୍କୁ କୌଣସି ଅସୁବିଧା ହେବ ନାହିଁ । ଆପଣ ମାନେ ଏହାକୁ ଘରେ ରହିକରି ତିଆରି କରିପାରିବେ । ଏହାର ପ୍ରୟୋଗ ଦ୍ୱାରା ଆପଣଙ୍କର ଶରୀର ଚିକ୍କଣ , କୋମଶ ଏବଂ ବହୁତ ସୁନ୍ଦର ଦେଖିବାକୁ ଲାଗିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଉପଚାରଟି ।

ଏହି ଉପଚାର ତିଆରି କରିବା ପାଇଁ ଆପଣ ମାନଙ୍କୁ ପ୍ରଥମେ ଏଲୋବେରା ଜେଲର ଆବଶ୍ୟକ । ଆପଣ ମାନେ ନେଚୁରାଲ ଏଲୋବେରା ଜେଲର ବ୍ୟବହାର କରନ୍ତୁ । ଦ୍ୱିତାୟ ସାମଗ୍ରୀ ଏଥିପାଇଁ ଆପଣ ମାନଙ୍କୁ ଦରକାର ଗୋଲାପ ଜଳ । ଆପଣ ମାନେ ଏକ ଚାମୁଚ ଗୋଲାପ ଜଳ ବ୍ୟବହାର କରିବେ ।

ଆପଣ ମାନେ ସେହି ଏଲୋବେରା ଜେଲରେ ଏକ ଚାମୁଚ ଗୋଲାପ ଜଳ ମିଶାନ୍ତୁ । ତୃତୀୟ ସାମଗ୍ରୀ ଆବଶ୍ୟକ ବାଦାମ ତେଲ । ଚତୁର୍ଥ ସାମଗ୍ରା ଆପଣ ମାନଙ୍କୁ ଆବଶ୍ୟକ ଲେମ୍ବୁ । ଏହା ପରେ ଆପଣ ମାନେ ଏହି ସମସ୍ତ ସାମଗ୍ରୀ ମିଶିକରି ତାହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ ।

ଏହା ଏକ ପ୍ରକାର ସିରମ ଅଟେ ଯାହା ଆପଣଙ୍କର ଚେହେରାର ରଙ୍ଗକୁ ବଦଳାଇଥାଏ । ଏହା ସହିତ ଆପଣଙ୍କର ଚେହେହାରର ଦାଗକୁ ମଧ୍ୟ ଭଲ କରିଥାଏ । ଏହାର ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ଆପଣ ମାନେ ନିଜର ଚେହେରାକୁ ଉଷୁମ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ତାହାକୁ ଟାୱେଲରେ ଭଲ ଭାବରେ ପୋଛି ଦିଅନ୍ତୁ ।

ଏହା ପରେ ଆପଣ ମାନେ ଏକ କଟନ ସାହାର୍ଯ୍ୟରେ ଏହାକୁ ନେଇ ନିଜ ଚେହେରାରେ 5 ରୁ 10 ମିନିଟ ଭଲ ଭାବରେ ମାଲିସ କରନ୍ତୁ । ଆପଣ ମାନେ ଏହାକୁ ସେହି ଜାଗାରେ ମାଲିସ କରନ୍ତୁ ଯେଉଁ ଜାଗା ଆପଣ ମାନଙ୍କୁ ଲାଗୁଛି କି କଳା ପଡିଯାଇଛି । ଏହା ଭ ଲ ଭାବରେ ଶୁଖିଲା ପରେ ଆପଣ ମାନେ ଉଷୁମ ପାଣି ସହାୟତାରେ ବା ଗରମ ପାଣି ସହାୟତାରେ ଏହାକୁ ଭଲ ଭାବରେ ଦୋଇ ଦିଅନ୍ତୁ ।

ଏହାକୁ ଆପଣ ମାନେ ରାତିରେ ଲଗାଇ ରାତି ସାରା ରକିପାରିବେ ଏବଂ ସକାଳୁ ଉଟି ମୁହଁ କ୍ଲିନ କରିନେବେ । ପ୍ରଥମ ଦିନର ପ୍ରୟୋଗ ଦ୍ୱାରା ଆପଣ ମାନଙ୍କୁ ଏହାର ଚମକ୍ତାର ଦେଖିବାକୁ ମିଳିବ । ଏହାକୁ 10 ଦିନ ପ୍ରୟୋଗ କରିଲେ ତାହାର ଫଳ ଆପଣ ମାନେ ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।