Odisha News Portal

“ଫୋନ ପେ” ବ୍ୟବହାର କରୁଥିଲେ ଦେଖନ୍ତୁ ୯୦ ହଜାର ଟଙ୍କା ହରେଇଛନ୍ତି ଏହି ବ୍ୟକ୍ତି , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ କିଭଳି ଲୁଟୁଛନ୍ତି ସାଇବର ଫ୍ରଡ଼

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ପୂରା ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ଆପଣ ମାନେ ତ ଜାଣିଛନ୍ତି ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ , ଏବେକା ସମୟରେ ପ୍ରତ୍ୟେକ ବ୍ୟକ୍ତି ମାନେ ପୁରାତନ ପଦ୍ଧତିକୁ ପସନ୍ଦ କରୁନାହାନ୍ତି ସମସ୍ତେ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି । ଯାହା ଦ୍ୱାରା ସେମାନେ କମ ସମୟରେ ବହୁତ ସୁବିଧାରେ ବିନା ପରିସ୍ରମରେ ସମସ୍ତ କାମ କରିବାରେ ସହାୟକ ହେଉଛି । ମାତ୍ର ଆପଣ ମାନେ ତ ଜାଣିଛନ୍ତି ସମସ୍ତ କାମର ଦୁଇଟି ଗୁଣ ରହିଥାଏ ତାହା ହେଉଛି ଭଲ ଏବଂ ମନ୍ଦ ।

ତେବେ ଆପଣ ମାନେ ଯେଉଁ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ତାହାର ମଧ୍ୟ କିଛି ଭଲ ଏବଂ ଖରାପ ଗୁଣ ରହିଛି । କାହିଁକିନା କେତେକ ବ୍ୟକ୍ତି ମାନେ ଏହି ଟେକ୍ନୋଲୋଜିର ବ୍ୟବହାର କରି ବହୁତ ଅସୁବିଧା ର ସାମ୍ନା ମଧ୍ୟ ହେଉଛନ୍ତି ।

ଏହା ସହିତ ମଧ୍ୟ ଦୁନିଆରେ ଏମିତି କେତେକ ଅସାମାଜିକ ବ୍ୟକ୍ତି ରହିଛନ୍ତି ଯେଉଁ ମାନେ କି ନିଜର କୁକର୍ମ କୁ ସାଧନ କରିବା ପାଇଁ ଡିଜିଟାଲ ପଦ୍ଧତି କୁ ଆପଣେଇଛନ୍ତି । ଏବେକା ସମୟରେ ବିଶେଷ କରି ଏହି ଟେକ୍ନୋଲୋଜିର ବ୍ୟବହାର କରି ମନି ଟ୍ରାନଜାକସନ କରୁଛନ୍ତି ଯାହା ଦ୍ୱାରା କି ସେମାନେ ବର୍ତ୍ତମାନ କାହାକୁ ଟଙ୍କା ପଠାଇବାକୁ ବା କାହାଠୁ ଟଙ୍କା ନେବାକୁ ଆଉ ବ୍ୟାଙ୍କ ଯାଉ ନାହାଁନ୍ତି ।

ତେବେ ସେହି ମନି ଟ୍ରାନଜାକସନ ଆପ ମଧ୍ୟରୁ ଗୋଟିଏ ରହିଛି ଫୋନ ପେ । ଯାହାକୁ ଭାରତର ପ୍ରାୟତଃ 75 ପ୍ରତିଶତ ଲୋକମନେ ବ୍ୟବହାର କରୁଛନ୍ତି । ମାତ୍ର ଏବେ ସେହି ପୋନ ପେ ବ୍ୟବହାର କରି ଜଣେ ବ୍ୟବସାୟୀ ନିଜର ବହୁତ କ୍ଷତି କରାଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ ହୋଇଛି ।

ପାରାଦୀପ ର ସୋରଜ କୁମାର ମଣ୍ଡଳ ନାମକ ଜଣେ ମାଛ ବ୍ୟବସାୟୀ ଫୋନ ପେ ଆପ ରେ ଶିକାର ହୋଇଛନ୍ତି ସାଇବର ଫ୍ରଡ଼ ର । ଯେଉଁଥିରେ ସେ ତାଙ୍କର 90 ହଜାର ଟଙ୍କା ହରାଇଛନ୍ତି । ସେହି ମାଛ ବ୍ୟବସାୟୀ ଜଣକ ତାଙ୍କର ଜଣେ ବ୍ୟବସାୟୀ ଙ୍କୁ ୮ ହଜାର ଟଙ୍କା ପଠାଇ ଥିଲେ କିନ୍ତୁ ଟଙ୍କା ତାଙ୍କ ପାଖକୁ ନଯାଇ ପେଣ୍ଡିଙ୍ଗ ଦେଖାଗଲା , ଏହା ପରେ ସେ ପୋନ ପେ କେୟାର ସେଣ୍ଟରକୁ କଲ କଲେ ।

ମାତ୍ର ସେହିଠାରେ ସାଇବର ପ୍ରଡର ଶିକାର ହୋଇଥିଲେ । ସରୋଜଙ୍କର କହିବା ଅନୁସାରେ ସେହି ଫ୍ରଡ ଜଣକ ଟଙ୍କା ଫେରେଇବ କହି ପ୍ରଥମେ ଫୋନ ପେ ଅପନ କରିବାକୁ କହି ପ୍ରଥମେ ଫେଲ ହୋଇଥିବା ଟ୍ରାନଜାକସନ ଆଇଡି ମାଗିଥିଲା ଓ ପରେ ତାଙ୍କୁ 2490 ଏକ କଡ଼ ଦେଇ ଲଗ ଇନ କରିବାକୁ କହିଥିଲା ।

ମାତ୍ର ସେ ଯେତେବେଳେ ଏହାକୁ ଲଗ ଇନ କଲେ ସେତେବେଳେ ତାଙ୍କ ଆକାଉଣ୍ଟ ରୁ ଥର ଥର କରି ତିନି ଥର ମୋଟ ୯୦ ହଜାର ଟଙ୍କା କଟିଯାଇଥିଲା । ଏହା ପରେ ସେ ତାଙ୍କର ଟଙ୍କା ହରାଇଛନ୍ତି ପରେ ପାରାଦ୍ୱୀପ ଥାନା ଓ ଭୁବନେଶ୍ୱର ବାଣିଜ୍ୟ ଥାନା ରେ ଏତଲା ଦେଇ ଏକ ମାମଲା ରୁଜ୍ଜୁ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।