Odisha News Portal

ବିବାହର ଚତୁର୍ଥୀ ରାତିରେ କ୍ଷୀର କାହିଁକି ପିଅନ୍ତି ? ରହିଥାଏ ଏହି ଖାସ୍ କାରଣ ଯାହା ପାଇଁ କ୍ଷୀର ପିଇବା ପରମ୍ପରା ରହିଛି , ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…..

ଏବେକା ସମୟରେ ତ ବିବାହ ବ୍ରତର ସମୟ ଆସିଛି । ମାତ୍ର ଏହି କରୋନା ଯୋଗୁଁ ଏହି ବର୍ଷ ଅନେକ ବିବାହ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଛି ଷ କରୋନା ପାଇଁ ସରକାର ଏହି ସମସ୍ତ କାର୍ଯ୍ୟରେ କଟକଣା ଲଗାଇଛନ୍ତି । ମାତ୍ର ଏମିତି କିଛି ଲୋକମାନେ ରହିଛନ୍ତି କି ଯେଇଂମାନେ ଗାଇଡଲାଇନ ପରେ ମଧ୍ୟ ବିବାହ କରି ନେଇଛନ୍ତି । ବିବାହ ପରେ କେତେ କେତେ ପ୍ରକାର ରଶମ ନିୟମ କରାଯାଇଥାଏ । ଏହା ସହିତ ଏହି ସମସ୍ତ ନିୟମର ଅଲଗା ଅଲଗା ପ୍ରକାର ମହତ୍ତ୍ୱ ରହିଥାଏ । ଭାରତୀୟ ବିବାହରେ ଚତୁର୍ତା ରାତିରଏହି ଉତ୍ସବ ଶେଷ ଉତ୍ସବ ମାନାଯାଇଥାଏ ।

ବିବାହର ସମସ୍ତ ନିୟମରେ ଏହି ନିୟମରେ ପତି ପତ୍ନୀ ଦୁଇ ଜଣ ବୈବାହିକ ଜୀବନରେ ନିଜର ପାଦ ରଖିଥାନ୍ତି । ତେବେ ଏହି ଚଉଠିରାତିରେ ନିୟମ ରହିଛି ଏହି ରାତିରେ କ୍ଷୀର ପିଇବାର ନିୟମ ରହିଛି । ଯଦି ଆପଣ ମାନେ ବିବାହ କରିଥିବେ ତେବେ ଆପଣ ମାନେ ନିଶ୍ଚିତ ରୂପରେ ଏହି ନିୟମ ସହିତ ଜଡିତ ଥିବେ କାରଣ ଆପଣଙ୍କ ସହିତ ସେହିପରି କିଛି ହୋଇଥିବ ।

ଯଦି ଆପଣ ବିବାହ କରିନାହାନ୍ତି କି ଏହା ଜାଣି ନାହାନ୍ତି ତେବେ ପିଲ୍ମରେ ତ ଏହି ସିନ ଆପଣ ମାନେ ନିଶ୍ଚୟ ଦେଖିଥିବେ । ମାତ୍ର ଆପଣ ମାନେ କଣ ଏବାର କାରଣ ଜାଣଇଛନ୍ତି କି ଚଉଠି ରାତିରେ ପତିକୁ କାହିଁକି କ୍ଷୀର ପିଇବାର ନିୟମ ରହିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବା , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।


ତେବେ ଚତୁର୍ଥୀ ରାତିରେ ଯେଉଁ ମାନଙ୍କ ବିବାହ ହୋଇଥିବ ସେମାନେ ଦେଖିଥିବେ କି ସେହି ରାତିରେ ଶେଜରେ ଫୁଲ ବିଛା ହୋଇଥାଏ । ଏମିତି ଅନେକ ନାନ ପ୍ରକାର କାମ କରାଯାଇଥାଏ । ଯଦି ଆପଣ ମାନଙ୍କର ବିବାହ ହୋଇନାହିଁ ଆପଣ ମାନେ ଜାଣିନାହାନ୍ତି ତେବେ ଆପଣ ମାନେ କୌଣସି ଫିଲ୍ମ ବା ସିରିଏଲରେ ଏହି ପ୍ରକାର ଘଟଣା ବିଷୟରେ ନିଶ୍ଚିତ ରୂପରେ ପରିଚିତ ଥିବେ । ତେବେ ସେହି ରାତିରେ ନିଜର ରୁମରେ ଏକ ଗ୍ଲାସ କ୍ଷୀର ମଧ୍ୟ ରଖାଯାଇଥାଏ । ତେବେ ସେହି କ୍ଷୀର ବର ପାଇଁ ହିଁ ହୋଇଥାଏ । ମାତ୍ର କେତେ କେତେ ଜାଗାରେ କନ୍ୟା ପାଇଁ ମଧ୍ୟ କ୍ଷୀର ଗ୍ଲାସ ରଖାଯାଇଥାଏ ।

ତେବେ ଏହି କ୍ଷୀର ପିଇବାର କଣ କାରଣ ରହିଛି । ଚଉଟି ଚତୁର୍ଥା ରାତିରେଯେଉଁ କ୍ଷୀର ପିଆଯାଏ ତାହା ବହୁତ ଖାସ ଭାବରେ ତିଆରି ହୋଇଥାଏ । ସେହି କ୍ଷୀରରେ କେଶର , ହଳଦୀ , ଚିନି , କାଳି ମିରିଚି ପାଉଡର , ବାଦାମ ଏବଂ ସୋପ ମିଶା ୟାଇଥାଏ । ଏହା ପରେ ଏହାକୁ କ୍ଷୀର ସହିତ ମିଶାୟାଇଥାଏ ଏବଂ ବରକୁ ପିଇବା ପାଇଁ ଦିଆଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।