ଫିଲ୍ମର ପ୍ରଚାର ପାଇଁ ଯାଇଥିବା 2 ଅଭିନେତ୍ରୀଙ୍କୁ ଅସଦାଚାରଣ, ଭିଡିଓ‌ରେ ଦେଖନ୍ତୁ ଅସମ୍ଭାଳ ଭିଡ଼ ଭିତରେ କ’ଣ କଲେ ଯୁବକ… ଦେଖନ୍ତୁ Video

ହଁ ବନ୍ଧୁ ଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ସୋସିଆଲ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି | ତେବେ ଏହି ଘଟଣା ଟି ହେଉଛି କେରଳ ର କୋଝିକୋଡ ଆଉ ଯେଉଁ ଘଟଣା କୁ ନେଇ ଏବେ ଚର୍ଚ୍ଚ ଜୋର ଧରିଥିବା ଜଣା ପଡିଛି | ତେବେ ମିଳିଥିବା ସୂଚନା ଅନୁଯାୟୀ କେରଳ ରେ କୋଝିକୋଡ଼ ରେ ଫିଲ୍ମର ପ୍ରଚାର କରିବା ଯାଇଥିବା ୨ ଅଭିନେତ୍ରୀ ଅସଦାଚରଣ ଶିକାର ହେଇଛନ୍ତି ବୋଲି ଜଣା ପଡିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ କେରଳର କୋଝିକୋଡରେ ଥିବା ଏକ ମଲରେ ଫିଲ୍ମର ପ୍ରଚାର କରିବାକୁ ଯାଇଥିଲେ ୨ ମାଲୟାଲମ ଅଭିନେତ୍ରୀ ଭିଡର ସୁଯୋଗ ନେଇ ୨ଜଣଙ୍କ ସହ ଅସଦାଚାରଣ କରାଯାଇଥିବା ଜଣାପଡ଼ିଛି | ସୂଚନା ମୁତାବକ ଅସମ୍ଭାଳ ଭିଡ ଭିତରୁ ଜଣେ ତାଙ୍କୁ ଜାବୁଡ଼ି ଧରିଥିବା ସାମ୍ନାକୁ ଆସିଛି | ତେବେ ଏହିପରି ହେବା ପରେ ଜଣେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଅନ୍ୟ ଜଣେ ଅଭିନେତ୍ରୀ ଅସଦାଚାରଣ କରିଥିବା ଯୁବକଙ୍କୁ ଉଚିତ ଜବାବ ଦେବାକୁ ଚେଷ୍ଟା କରିଥିବା ଭାଇରାଲ ଭିଡିଓରେ ସାମ୍ନାକୁ ଆସିଛି | ଆଉ ଯେଉଁ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି |

ତେବେ ଏହିପରି ଘଟଣା ମଙ୍ଗଳବାର ଦିନ ୨ ଅଭିନେତ୍ରୀ କେରଳ ର କୋଝିକୋଡ଼ ଥିବା ଏକ ମୋଲ କୁ ଫିଲ୍ମ ର ପ୍ରଚାର କରିବା ପାଇଁ ଯାଇଥିବା ଜଣାପଡିଛି | ତେବେ ଉକ୍ତ ଦିନରେ ସେଠାରେ ଅସମ୍ଭାଳ ଭିଡ କାରଣ ଜଣେ ଯୁବକ ସେହି ଭିଡ଼ ର ସୁଯୋଗ ନେଇ ଅଭିନେତ୍ରୀ ଦୁଇଜଣ ଙ୍କୁ ଜାବୁଡି ଧରିଥିବା ଦେଖାଯାଇଛି |ତେବେ ଏହି ଘଟଣାର ଭିଡିଓ ଇନଷ୍ଟା ପୋଷ୍ଟ‌ରେ ସେୟାର କରି ଅଭିନେତ୍ରୀ ଜଣକ ପୂରା ଘଟଣା ବିଷୟରେ କହିଛନ୍ତି | ସେ ଲେଖିଛନ୍ତି ଯେ, କୋଝିକୋଡ଼ ହେଉଛି ଏଭଳି ଏକ ସ୍ଥାନ ଯାହାକୁ ମୁଁ ବହୁତ ଭଲ ପାଏ | କିନ୍ତୁ ଆଜି ରାତିରେ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ଅସମ୍ଭାଳ ଭିଡ଼ ଭିତରୁ ଜଣେ ବ୍ୟକ୍ତି ମୋତେ ଜାବୁଡ଼ି ଧରିଥିଲେ |

ତେବେ ଅଭିନେତ୍ରୀ ଜଣଙ୍କ କହିଛନ୍ତି କି ସେ ମୋର କେଉଁ ଅଙ୍ଗକୁ ସ୍ପର୍ଶ କରିଥିଲେ, ତାହା ମୋତେ କହିବା ପାଇଁ ଘୃଣା ଲାଗୁଛି | ଆମ ଆଖପାଖର ଲୋକମାନଙ୍କ ମଧ୍ୟରେ ଏତେ ‌ ଥିବା ଆଉ ଜଣେ ଅଭିନେତ୍ରୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା | ସେ ପ୍ରତିକ୍ରିୟା ପ୍ରକାଶ କରିପାରିଲେ | କିନ୍ତୁ ମୁଁ ସେହି ପରିସ୍ଥିତିରେ କିଛି କରି ପାରିଲି ନାହିଁ | କାରଣ ମୁଁ ଏଭଳି ବ୍ୟବହାର ପରେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲି | ଯାହା ଫଳ ରେ ସେ ସେଠାରୁ ଚୁପଚାପ ଚାଲିଆସିଥିବା ଜଣା ପଡିଛି | ତେବେ ଏ ସମସ୍ତ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି ବୋଲି ଜଣା ପଡିଛି | ଆଉ ଯାହା ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment