ଫିଲ୍ମ କରେଇ ଦେବା ନାଁ ରେ ବୁଢା କାଳରେ ପୁରା ଏରିଆ ଖେଳେଇ ଦଉଛି ସିଏ – ପ୍ରଡ୍ୟୁସର ଙ୍କୁ ନେଇ ଶଙ୍କର ଗାଇଲେ ଏମିତି ଗୀତ… ଭିଡ଼ିଓ ହେଲା ଭାଇରାଲ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଘଟଣା ଭିତରୁ ଫ୍ଲିମ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ବିଷୟରେ ଭିଡିଓ ଟି ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଫ୍ଲିମ କରିଦେବା ନାଁ ରେ ଅକ୍ଷୟ ପରିଜା ଯେଉଁଭଳି ଭାବରେ ନିନ୍ଦ ନିୟ କାମ କରିଛନ୍ତି ତାହା ବିଷୟରେ ପ୍ରକାଶ କରିକି କହିଛନ୍ତି ଶଙ୍କର ଅନୁସରଣ | ଆଉ ସେ କହିଛନ୍ତି କି ଯେତେବେଳେ ମୁ ଜିଲ୍ଲା ର ଝିଅ ମାନଙ୍କ ବିଷୟରେ ସାମାନ୍ୟ ଗୀତ ଟିଏ ଲେଖିଲି ସେତେବେଳେ ମୋ ବିରୋଧରେ ଅଭିଯୋଗ କରିବା ପାଇଁକି ସମସ୍ତେ ବାହାରି ଆସିଥିଲେ ମହିଳା ସଙ୍ଘ | ଆଉ ଏଠି ଯେତେବେଳେ ଫ୍ଲିମ ଦେବା କଥା କହିକି ଝିଅ ଙ୍କ ସହିତ ଖରାପ ସମ୍ପର୍କ ରଖୁଛନ୍ତି ତାହା ବିଷୟରେ କଣ କହିବେ ମହିଳା ସଙ୍ଘ ଏଭଳି କିଛି ପ୍ରଶ୍ନ କରିଛନ୍ତି ଶଙ୍କର ଅନୁସରଣ | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ତେବେ କିଛି ଦିନ ପୂର୍ବରୁ ଶଙ୍କର ଅନୁସରଣ ଙ୍କ ନାଁ ରେ ମହିଳା ସଙ୍ଘ ର ସମସ୍ତ ମହିଳା ମାନେ ବିରୋଧ କରିକି ବାହାରି ଆସିଥିଲେ ଘରୁ, ଆଉ କହିଥିଲେ କି ଯେତେବେଳେ ମୁ ସାମାନ୍ୟ ଗୀତ ଟିଏ ଜିଲ୍ଲା ର ନାଁ କୁ ନେଇକି କହିଥିଲି ସେତେବେଳେ ଏତେ କିଛି କରିଲେ ମହିଳା ମାନେ ଲିବସ୍ଟିକ ଆଉ ପାଉଡର ନେଇକି ବାହାରି ପଡ଼ିଥିଲେ | କିନ୍ତୁ ଯେତେବେଳେ ଅକ୍ଷୟ ପରିଜା ନାମକ ଜଣେ ପ୍ରଡୁସର ଏତେ ବଡ଼ କାମ ଟେ କରିଲେ ସେତେବେଳେ କୁଆଡେ ଗଲେ ମହିଳା ଦଳ ବୋଲି ପ୍ରଶ୍ନ କରିଛନ୍ତି ଶଙ୍କର ଅନୁସରଣ |

ତେବେ ତାଙ୍କର କହିବା କଥା କି ଏତେ ବଡ଼ ପ୍ରଡୁସର ଆଉ କୋଟି କୋଟି ଟଙ୍କା ବୁଣି ଦେଇଥିବେ ଆଉ ଯେଉଁଥିପାଇଁ ମହିଳା ମାନେ ନିଜର ଲଜ୍ୟା କୁ ନେଇକି ଘରେ ପଶିଯାଇଛନ୍ତି ବୋଲି କହିଛନ୍ତି ଶଙ୍କର ଅନୁସରଣ | ଆଉ ସେ ଆହୁରି ମଧ୍ୟ କହିଛନ୍ତି କି ବୁଢା ବୟସରେ ବୁଢା ପୁରା କପଡା ଖୋଲିକି ପେଟେଇ ଯାଉଛି | ଆଉ ତାହାର ପୁରା ଠିଆ ହେଇ ଯାଉଛି, ଏରିଆ ଘାଣ୍ଟି ଦେଉଛି ଏମିତି କିଛି କହିଛନ୍ତି ଅକ୍ଷୟ ପରିଜା ଙ୍କ ନାଁ ରେ ଶଙ୍କର ଅନୁସରଣ |

ଆଉ ସେ କହିଛନ୍ତି କି ଯେତେବେଳେ ଏତେ ବଡ଼ ଗୋଟେ ପ୍ରଡୁସର ହେଇକି ମହିଳା ଙ୍କ ଇଜ୍ଜତ ସହିତ ଖେଳିବାକୁ ଲାଗିଛନ୍ତି ସେତେବେଳେ ମହିଳା ମାନେ ଆଉ ମହିଳା ସଂଗଠନ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଶଙ୍କର ଅନୁସରଣ | ଆଉ ବୁଢା ବୟସରେ ଏଭଳି କାମକୁ ସେ ନିନ୍ଦା ବୋଲି କରୁଥିବା କଥା ଜଣା ପଡିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment