ଯେଉଁ ପୁରୁଷ ମାନେ ଏ କୁକର୍ମ କରୁଛନ୍ତି , ସେମାନେ ନିଜ ସ୍ତ୍ରୀ ଓ ପରିବାର ସାଙ୍ଗରେ ବେଈମାନ କରିଛନ୍ତି, ଏ ନେଇ ଏହି ଭାଇ ଜଣକ କଣ କହୁଛନ୍ତି୦… ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଚହଳ ପକାଉଛି ସେହି ଗୋଟିଏ ଘଟଣା ଅର୍ଚନା ନାଗ ଙ୍କ କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ରେ ଥିବା ଅର୍ଚନା ନାଗ ଙ୍କ ବିଷୟରେ ପ୍ରକାଶ କରିକି କିଛି କହିଛନ୍ତି ଶୁଭମ ପ୍ରଧାନ | ଆଉ ତାଙ୍କର କହିବା କଥା କି ଆଜି ଯେଉଁ ମହିଳା ମାନଙ୍କୁ ଦୋଷ ଦିଆଯାଉଛି କି ଅର୍ଚନା ନାଗ ଦୋଷ କରିଛନ୍ତି ଆଉ ତାଙ୍କୁ ବେସିଆ ବୋଲି କହିଛନ୍ତି ତାହାକୁ ବିରୋଧ କରୁଛନ୍ତି ଶୁଭମ | ଆଉ ଯାହାକୁ ନେଇକି କହିଛନ୍ତି କି ପ୍ରକୃତ ରେ ପୁରୁଷ ମାନେ ବେସିଆ ଅଟନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଠାରେ ଶୁଭମ କହିଛନ୍ତି କି ସୋସିଆଲ ମିଡିଆରେ ଯୁଆଡେ ଦେଖିଲେ ସେହି ଅର୍ଚନା ନାଗ ଙ୍କ ବିଷୟରେ ଶୁଣିବାକୁ ମିଳୁଛି | ଆଉ ଯେଉଁଠି କୁହାଯାଉଛି କି ଅର୍ଚନା ନାଗ ଗୋଟିଏ ଛୋଟ ଗାଁ ରୁ ଆସିକି କଳାହାଣ୍ଡି ରୁ ଆସିକି ଭୁବନେଶ୍ୱର ରେ ନିଜର ପ୍ରଭାବ ବିସ୍ତାର କରିଛନ୍ତି | ଆଉ ଯେଉଁଠି ସମସ୍ତେ କହୁଛନ୍ତି କି ଅର୍ଚନା ନାଗ ବେସିୟା ଅଟନ୍ତି | ତେବେ ଏହାକୁ ସେ ବିରୋଧ କରିକି କହିଛନ୍ତି କି ପ୍ରକୃତରେ ଆମ ରାଜ୍ୟରେ ଥିବା ନେତା ଆଉ ମନ୍ତ୍ରୀ ମାନେ ବେସିୟା ଅଟନ୍ତି, ଆଉ ଯାହାକୁ ଆମେ ମାନେ ପୁରୁଷ ବେସିୟା ବୋଲି କହିଥାଉ |

ତେବେ ଆଜି ଅର୍ଚ୍ଚନା ଯାହା ବି କରୁଛନ୍ତି ତାହା ପଛରେ ପୁରୁଷ ମାନଙ୍କର ହାତ ରହିଛି | ଆଉ ଯେଉଁଠି କୁହାଯାଉଛି କି ସିସିଟିଭି ଲଗାଇଛନ୍ତି ଅର୍ଚନା ନାଗ ଆଉ ସେ ଲୋକ ମାନଙ୍କୁ ବ୍ଲାକ ମେଲିଂ କରୁଛନ୍ତି, ତେବେ ଏହି କଥା କୁ ନେଇକି ପ୍ରଶ୍ନ ଉଠାଇଛନ୍ତି ଶୁଭମ ପ୍ରଧାନ | ଆଉ କହିଛନ୍ତି କି ଏହି ସିସିଟିଭି ମଧ୍ୟ ଲଗାଇବା ପାଇଁ ଯାଇଥିବେ ଜଣେ ପୁରୁଷ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମନ୍ତ୍ରୀ ଓ ନେତା ମାନେ ତାଙ୍କୁ ସପୋର୍ଟ କରୁଛନ୍ତି ଆଉ ଯେଉଁଠି ପାଇଁ ଅର୍ଚନା ନାଗ ଭୁବନେଶ୍ୱର ରେ ଏହିଭଳି ଭାବରେ ନିଜର କାୟା ବିସ୍ତାର କରି ପାରିଛନ୍ତି |

ତେବେ ଶୁଭମ ପ୍ରଧାନ କହିଛନ୍ତି କି ଅର୍ଚ୍ଚନା ଙ୍କ ନାଁ ସୋସିଆଲ ମିଡିଆରେ ଭାଇରାଲ ନ କରିକି ତଦନ୍ତ ତାଙ୍କ ଉପରେ ନ କରିକି | ଯେଉଁ ମନ୍ତ୍ରୀ, ନେତା ମାନେ ମହିଳା ଦେହ ପିପାସିୟା ହେଇକି ସେମାନଙ୍କର ଶରୀର ପ୍ରତି ଆକୃଷ୍ଟ ହୋଇକି ସ୍ୱେଗି ମହିଳା ପାଖକୁ ଦୌଡ଼ି ଯାଉଛନ୍ତି | ସେହି ମାନଙ୍କ ଉପରେ ତଦନ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ଶୁଭମ | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment