Odisha News Portal

ଆପଣ ଜାଣନ୍ତି କି ? କୟଦି ଙ୍କୁ ଫାଶୀ ଦେବା ସମୟରେ ତା କାନରେ କଣ କହିଥାଏ ଘାତକ ! ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ….

0 2

କଠୋର ଅପରାଧୀ ମାନଙ୍କୁ ଯେତେବେଳେ ଦଣ୍ଡାଦେଶ ହୁଏ , ସେତେବେଳେ ଛାତି ଥରିଯାଏ ଅପରାଧୀଟିର । ଆଉ ଯେତେବେଳେ ଏହି ଦଣ୍ଡାଦେଶ ଫାଶି ଦଣ୍ଡାଦେଶକୁ ପରିବର୍ତ୍ତନ ହୁଏ ସେତେବେଳେ ଅପରାଧୀ ସମେତ ସିହିରି ଉଠନ୍ତି ସାଧାରଣ ଜନତା । ତେବେ ଅପରାଧ ପାଇଁ ଫାଶି ପାଇବା ଭାରତ ଇତିହାସରେ କିଛି ନୂଆ କଥା ନୁହଁ । ଅନେକ ହାର୍ଡକୋର ଅପରାଧୀ ଫାଶି ଦଣ୍ଡା ଦେଶରେ ଦଣ୍ଡିତ ହୋଇ ସାରିଛନ୍ତି । ତେବେ ତବହୁତ କମ ଲୋ ମାନିେ ଜାଣି ଥିବେ ପାଶି ଦଣ୍ଡ ପାଇଲା ବେଳେ ଯେଉଁ ଘାତକ ଫାଶି ଦିଏ ସିଏ ଶେଷ ମୂହୂର୍ତ୍ତରେ ଫାଶି ପାଉ ଥିବା ଅପରାଧୀ କୁ କାନ ରେ କଣ କହିଥାଏ । ତାହା ଆପଣ ମାନଙ୍କର ଜାଣିବା ନିଶ୍ଚିତ ଭାବରେ ଆଗ୍ରହ ହେଉଥିବ । ତେବେ ଚାଲନ୍ତୁ ଜାଣିବା ଫାଶି ପାଉଥିବା ଅପରାଧୀର କାନରେ ଘାତକ କହନ୍ତି କଣ ?

ଅପରାଧୀର କାନ ପାଖରେ ଘାତକ କୁହନ୍ତି –
ତେବେ ଯେତେବେଳେ ଫାଶି ଦିଆ ଯାଏ ସେତେବେଳେ ଘାତକ ଅପରାଧୀର କାନ ପାଖରେ କୁହନ୍ତି ମୋତେ କ୍ଷମା କରି ଦିଅ, ମୁଁ ସରକାରୀ ଆଦେଶର ଗୋଲାମ । ମୋର ଯଦି ସେତିକି ଅନୁମତି ଥାଆନ୍ତା ମୁଁ ବି ହତ୍ୟା ମାର୍ଗରେ ଚାଲିବାର କାମନା କରନ୍ତି ।

ମୁସଲମାନ ଅପରାଧୀ ହୋଇଥିଲେ –

ଆଉ ଯଦି କଏଦି ଟି ମୁସଲିମ୍ ହୁଏ ତେବେ ଘାତକ ସଲାମ୍ କହି ଏହି କଥାଟି କହିବା ଆରମ୍ଭ କରେ ।

ହିନ୍ଦୁ ଅପରାଧୀ ହୋଇଥିଲେ


ଆଉ ଯଦି କଏଦି ଟି ହିନ୍ଦୁ ହୋଇଥାଏ ତାହେଲେ ରାମନାମ କହି ଏହି କଥାଟି ଶେଷ କରିଥାଏ ।

ତେବେ ଫାଶି ପାଇଲା ପରେ ପ୍ରାୟ 10 ମିନିଟ୍ ପରେ ଡାକ୍ତର ଘାତକ ଙ୍କୁ ଫାଶିଟିର ଦୌଡି ଚେକ୍ କରିବା ପାଇଁ କହିଥାନ୍ତି । ତା ପରେ ମୃତ ଶରୀର ବାହାର କରାଯାଏ । ଏହି ପାଶି ଦଣ୍ଡା ଦେଶ ପାଇ ଥିବା ଅପରାଧୀଙ୍କୁ ସୂର୍ଯ୍ୟଦୋୟ ପୂର୍ବରୁ ହିଁ ଫାଶି ଦିଆ ଯାଇ ଥାଏ । ଏଥି୍ ପାଇଂ ଦିଆ ଯାଇ ଥାଏ ଯେ ଜେଲ୍ କାର୍ଯ୍ୟରେ ଯେମିତି ବାଧା ନ ଉପୁଜେ । ପାହାନ୍ତିଆ ପ୍ରହରରେ ଫାଶି ଦିଆ ଯାଏ କାରଣ ସେତେବେଳ କୁ ସମସ୍ତେ ଶୋଇଥାନ୍ତି ଏବଂ ଫାଶି ଦଣ୍ଡା ଦେଶ ପାଇ ଥିବା ଅପରାଧୀଟିକୁ ପାହାନ୍ତିଆ ପ୍ରହରରେ ପ୍ରସ୍ତୁତ କରା ଯାଇ ନିଆ ଯାଏ ଫାଶି ଖୁଣ୍ଟ ପାଖକୁ ।


ତେବେ ସମଗ୍ର ଭାରତ ବର୍ଷରେ ଏ ପର୍ଯ୍ୟନ୍ତ ଦୁଇ ଜଣ ହିଁ ଘାତକ ରହିଛନ୍ତି । ଯିଏ ଜଣେ ଅପରାଧୀଙ୍କୁ ଫାଶି ଦେବା ପାଇଁ 3 ହଜାର ଟଙ୍କା ପାଇଥାନ୍ତି । କିନ୍ତୁ ସେହି ଅପରାଧୀଟି ଯଦି ଆତଙ୍କବାଦୀ ହୁଏ ତାହେଲେ 25 ହଜାର ଟଙ୍କା ମିଳିଥାଏ ଘାତକଙ୍କୁ । ତେବେ ସରକାର ଏହି ଦୁଇ ଜଣ୍ ଘାତକଙ୍କୁ ନିର୍ବାଚିତ କରିଥାନ୍ତି ଆଉ ସେମାନଙ୍କୁ ମଧ୍ୟ ପ୍ରତି ମାସକୁ ଦରମା ମଧ୍ୟ ଦେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।