ଅଲୌକିକ ବୃକ୍ଷ : ଚାହା ଚାହିଁବେ ସଙ୍ଗେ ସଙ୍ଗେ ପୂରଣ ହେବ, ଧନ ଟାଣିବାରେ ମହା ଚୁମ୍ବକ ବୃକ୍ଷ

ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ କି ଆମ ଚାରିପଟେ ଏହିପରି କିଛି ଚମତ୍କାରୀ ବୃକ୍ଷ ରହିଛି ଯାହା ବିଷୟରେ ଜଣେଇବା କୁ ଯାଉଛୁ ଯେଉଁ ଗଛ କୁ ନିଜ ଘରେ ଲଗାଇବା ଦ୍ୱାରା ଏବଂ ମାତ୍ର ଗୋଟିଏ କାମ କରିବା ଧନ ସମ୍ପତ୍ତି ଚୁମ୍ବନ ରେ ଟାଣି ହୋଇ ଆସିବା ପରି ଆପଣ ଙ୍କ ଘରକୁ ଟାଣି ହୋଇ ଆସିବେ। ଏବଂ ସେହି ଗଛ ମୂଳ ରେ ଆପଣ କେବଳ ଏହି ଗୋଟିଏ ଉପାୟ କରି ଦେଖନ୍ତୁ କେବେ ବି ଆପଣ ଙ୍କ ଘରେ ଟଙ୍କା ପଇସା ର ଅଭାବ ରହିବ ନାହିଁ ବତେବେ ଆସନ୍ତୁ ଜାଣିବା ଆମ ଶାସ୍ତ୍ର ରେ ବର୍ଣ୍ଣିତ ସେହି ଚମତ୍କାରୀ ଏବଂ ଧନ ପ୍ରାପ୍ତି ର ଗଛ ଗୁଡିକ ବିଷୟରେ।

ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଯାହା ଜଣେଇବା କୁ ଯାଉଛୁ ଯଦି ଆପଣ ସେହି ସବୁକୁ କରନ୍ତି ତେବେ ନିଶ୍ଚିତ ଭାବରେ ଆପଣ ଙ୍କ ର ସମସ୍ତ ଆର୍ଥିକ, ଶାରୀରିକ, ପାରିବାରିକ ତଥା ବୈବାହିକ ସମସ୍ୟା ଦୂର ହୋଇଯିବ। ତେବେ ଏହି ଉପାୟ ଟିକୁ ବଡ଼ ରୁ ଛୋଟ ପର୍ଯ୍ୟନ୍ତ ବିବାହିତା ଠୁ ଅବିବାହିତ ପର୍ଯ୍ୟନ୍ତ ସମସ୍ତେ କରିପାରିବେ ଆଉ ମା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ପ୍ରାପ୍ତ କରି ପାରିବେ ।ତେବେ ଆସନ୍ତୁ ଜାଣିବା ସେହି ଗଛ ଓ ତାଙ୍କର ମାହାତ୍ମ୍ୟତା ବିଷୟ ରେ।

୧.ତୁଳସୀ ଗଛ:-

ବନ୍ଧୁଗଣ ତୁଳସୀ ଗଛ ବହୁତ ପବିତ୍ର ଅଟେ ଏବଂ ଏହା ଔଷଧିୟ ଗୁଣ ପାଇଁ ଘରେ ଘରେ ପରିଚିତ ଅଟେ। ତେବେ କିନ୍ତୁ ଆପଣ ଏହି ତୁଳସୀ ଗଛ ସାହାଯ୍ୟ ରେ କୋଟିପତି ମଧ୍ୟ ହୋଇ ପାରିବେ। ତେବେ ଆପଣ ସୂର୍ଯ୍ୟାସ୍ତ ପୂର୍ବରୁ କିଛି ତୁଳସୀ ପତ୍ର କୁ ତୋଳି ନେଇ ଆସନ୍ତୁ ଆଉ ରାତିରେ ନିଜ ତକିଆ ତଳେ ତାହାକୁ ରଖି ସୋଇ ଜାଆନ୍ତୁ। ସକାଳେ ଉଠିବା ପରେ ତାହାକୁ ଏକ ପଲିଥିନ ରେ ପୁରାଇ କୌଣସି ଫାଙ୍କା ସ୍ଥାନ ରେ ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ଙ୍କ ର ସବୁ ମାନସିକ ପୁରା ହୋଇଥାଏ।

୨.ହଳଦୀ ଗଛ:-

ହଳଦୀ ଗଛ କୁ ଆମେ ଖାଦ୍ୟ ରୂପରେ ଗ୍ରହଣ କରିଥାଉ ମାତ୍ର ଆପଣ ଏହାର ଚେର କୁ ସୋମବାର ଦିନ ଆଣି ତାହାକୁ ଗଙ୍ଗା ଜଳରେ ଧୋଇ ପୁରୁଷ ମାନେ ଦକ୍ଷିଣ ହାତ ରେ ଆଉ ନାରୀ ମାନେ ବାମ ହାତ ରେ ବାନ୍ଧି ନିଅନ୍ତୁ ।ଏହା ଆପଣ ଙ୍କ ମନ କୁ ସ୍ଥିର କରିବା ରେ ତଥା ଘରେ ଧନ ସମ୍ପତ୍ତି ର ଆଗମନ କରିବାରେ ସାହାଯ୍ୟ କରିଥାଏ।

୩.ଅରଖ ଗଛ:-

ଯଦି ଆପଣ ଙ୍କ ଘରେ ସବୁବେଳେ ଟଙ୍କା ପଇସା କୁ ନେଇ ସମସ୍ୟା ଦେଖା ଦେଇଥାଏ କିମ୍ବା ସବୁବେଳେ ପରିବାର ମଧ୍ୟରେ କଳି ଝଗଡା ହୋଇଥାଏ ତେବେ ଆପଣ ଏକ ବୁଢା ବା ୧୦ ବର୍ଷ ପୁରୁଣା ଅରଖ ଗଛ ର ପୁର୍ବ ଆଡ଼କୁ ଥିବା ଚେର କୁ କାଟି ନିଅନ୍ତୁ। ଏବଂ ଏହାକୁ ପୁରୁଷ ମାନେ ଦକ୍ଷିଣ ହାତ ରେ ଆଉ ନାରୀ ମାନେ ବାମ ହାତ ରେ ବାନ୍ଧି ନିଅନ୍ତୁ ।ଏହା ଆପଣ ଙ୍କ ଘର ହସ ଖୁସିରେ ଭରି ଯିବ ଏବଂ ଘରେ ଧନ ସମ୍ପତ୍ତି ର ଆଗମନ କରିବାରେ ସାହାଯ୍ୟ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment